ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବର୍ତ୍ତମାନ୍ ସମୟ ରେ ବେଶ୍ ଲୋକ ପରିଚିତ ହୋଇ ପାରିଛି । ତେବେ ଏହା ଲୋକ ପ୍ରିୟ ହେବା ର କାରଣ ହେଲା ଆମ କଳାକାର ମାନେ। ତେବେ ସେମାନେ ତାଙ୍କ କଳା ମାଧ୍ୟମ ରେ ଜବରଦସ୍ତ ପ୍ରଦର୍ଶନ ଦେଖାଇ ବେଶ୍ ଲୋକ ପରିଚିତ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ
ପ୍ରତ୍ୟେକ ବର୍ଷ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ନୂଆ ନୂଆ ଚଳଚ୍ଚିତ୍ର ଆସିଥାଏ କିନ୍ତୁ ବର୍ତ୍ତମାନ୍ ସମୟ ରେ ଏହି କରୋନା କାରଣ ରୁ କୌଣସି ଚଳଚ୍ଚିତ୍ର ଆସି ନାହିଁ । ତେବେ ବର୍ତ୍ତମାନ୍ ସମୟ ରେ ସବୁ କିଛି ଠିକ ଠାକ୍ ଅଛି ଓ ଆଗାମୀ ଦିନ ମାନ ଙ୍କ ଭିତରେ ଅନେକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଆପଣ ମାନେ ଖୁବ୍ ଶୀଘ୍ର ଦେଖିବାକୁ ପାଇବେ।
ତେବେ ବନ୍ଧୁଗଣ ଆପଣ ମାନେ ଆଗାମୀ ଦିନ ମାନ ଙ୍କ ଅନୁଭବ ଙ୍କ ପୁତୁରା ଶୁଭମ୍ ନାୟକ ଙ୍କୁ ଏକ ନୂଆ ଚଳଚ୍ଚିତ୍ର ରେ ମୁଖ୍ୟ ଅଭିନେତା ଚରିତ୍ର ରେ ଦେଖିବାକୁ ପାଇବେ । ତେବେ ଶୁଭମ୍ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଶିଶୁ କଳାକାର । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ତାଙ୍କ ଶେଷ ଚଳଚ୍ଚିତ୍ର ଟି ର ନାମ ହେଉଛି ଗପ ହେଲେ ବି ସତ ।
ତେବେ ଏହି ଚଳଚ୍ଚିତ୍ର ରେ ସେ ଅଭିନେତ୍ରୀ ଭୂମିକା ଙ୍କ ସହ ନଜର ଆସିଥିଲେ । ତେବେ ଏହା ପର ଠାରୁ ସେ ଆଉ କୌଣସି ଚଳଚ୍ଚିତ୍ର ନଜର ଆସି ନାହାଁନ୍ତି କିନ୍ତୁ ଆଗାମୀ ଦିନ ମାନ ଙ୍କ ରେ ଏକ ଚଳଚ୍ଚିତ୍ର ରେ ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସିବେ । ତେବେ ଶୁଭମ ଙ୍କ ସହିତ ନଜର ଆସିବେ ମୂଖ୍ୟ ଅଭିନେତ୍ରୀ ଚରିତ୍ର ରେ କୁକିଜ୍ ସ୍ୱାଇଁ ।
ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ , ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ,ଯିଏ କି ବହୁତ୍ କମ୍ ଦିନ ରେ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କୁ ମଞ୍ଜରୀ ଟିଭି ରେ ପ୍ରସାରିତ ହେଉଥିବା ନଣନ୍ଦ ପୁଟୁଳି ରେ ମୂଖ୍ୟ ଅଭିନେତ୍ରୀ ଚରିତ୍ର ରେ ଅଭିନୟ କରି ଥିବାର ଦୃଶ୍ୟ ଆପଣ ଦେଖିଥିବେ ।ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ।
ତେବେ ବନ୍ଧୁଗଣ ଶୁଭମ୍ ଓ କୁକିଯ ଏକ ଚଳଚ୍ଚିତ୍ର ରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ତେବେ ଏହି ଚଳଚ୍ଚିତ୍ର ଟି ତରଙ୍ଗ ପ୍ରଡକ୍ସନ ପ୍ରସ୍ତୁତ କରିଛି । ତେବେ ଏହି ଚଳଚ୍ଚିତ୍ର ଟି ର ନାମ ହେଉଛି ଆସ୍ତିକ୍ ନାସ୍ତିକ । ତେବେ ବର୍ତ୍ତମାନ୍ ସମୟ ରେ ଏହା ର ସୁଟିଂ ସେଟ ଚାଲୁ ଥିବା ସମୟ ରେ କିଛି ସୁଟିଂ ସେଟ ର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଳ ହେବା ରେ ଲାଗିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।