ଷ୍ଟାର ଅନୁଭବ (Anubhav) କୁନି ଝିଅ ଚିକୁଲ ର ଜନ୍ମଦିନ କେମିତି ପାଳନ କରିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବହୁତ ଭଲ ଭାବରେ ଜାଣନ୍ତି ସେ ତାଙ୍କ ଅଭିନୟ ପାଇଁ ବହୁତ ତ ଚର୍ଚ୍ଚା ରେ ଥାଆନ୍ତି ସୋସିଆଲ ମିଡ଼ିଆ ରେ । ତେବେ ଅନୁଭବ ମହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଏକ ଜଣା ଶୁଣା ଅଭିନେତା ଭାବରେ ପରିଚିତ । ସେ ତାଙ୍କ ଅଭିନୟ ପାଇଁ ସମସ୍ତ ଦର୍ଶକ ମାନଙ୍କ ଘରେ ଘରେ ପରିଚିତ ଅଛନ୍ତି ତେବେ ଲୋକେ ତାଙ୍କୁ ଭଲ ଅଭିନେତା ସହ ତାଙ୍କ ସାଂସଦ ଭାବରେ ମଧ୍ୟ ଜାଣନ୍ତି ।

ତେବେ ସୋସିଆଲ୍ ମିଡ଼ିଆ ରେ କେବଳ ଚର୍ଚ୍ଚା ଧରିଛି ଅନୁଭବ ମହାନ୍ତି ଙ୍କ ସବୁ ଭିଡିଓ । ତେବେ ଅନୁଭବ ମହାନ୍ତି ଜଣେ ଭଲ ଅଭିନେତା ହେବା ସହ ସେ ଜଣେ ସାଂସଦ ଆପଣ ମାନେ ବହୁତ ଭଲ ଭାବରେ ଜାଣନ୍ତି । ତେବେ ସେ କେତେବେଳେ ତାଙ୍କ ର ଅଭିନୟ ପାଇଁ ଭାଇରାଲ ହୋଇ ଥାନ୍ତି ତ କେତେବେଳେ ସେ ଜଣେ ସାଂସଦ ହେଇ ଥିବାରୁ ତାଙ୍କ ର କିଛି ରଜନୈତିକ ଭିଡିଓ । ତେବେ ଆସନ୍ତୁ ଜାଣିବା ଏବେ ଅନୁଭବ ଙ୍କ କେଉଁ କାରଣ ପାଇଁ ଏବେ ସୋସିଆଲ୍ ମିଡ଼ିଆ ଭାଇରାଲ ହେଉଛନ୍ତି ।

ତେବେ ଆପଣ ମାନେ ଯଦି ସମ୍ପୁର୍ଣ୍ଣ ବିବରଣୀ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ବିବରଣୀ କ’ଣ ଅଟେ । ତେବେ ଆସନ୍ତୁ ଜାଣିବା ଅନୁଭବ ଙ୍କ ଭିଡିଓ ବିଷୟ ରେ ତେବେ ଏହି ଭିଡିଓ ଟି ଆଜିକାର ଦିନ ରେ ତାଙ୍କ ର ସବୁ ଭିଡିଓ ଠାରୁ ଅଲଗା । ତେବେ ଆସନ୍ତୁ ଜାଣିବା କି କଉ ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ୍ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି ।

ବର୍ତ୍ତମାନ ସମୟରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ତାଙ୍କ ର କିଛି ଫୋଟ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଝିଆରି ସହ କିଛି ଫୋଟ ଉଠେଇ ସେୟାର କରିଛନ୍ତି । ତେବେ ଏହି ଫୋଟ ରୁ ଯାହା ଜଣା ପଡୁଛି କି ତାଙ୍କ ଝିଆରି ଙ୍କ ର ଜନ୍ମଦିନ ର ଫୋଟ ଅଟେ । ତାଙ୍କ ଝିଆରି ଚିକୁଲି ଙ୍କ ସହ ବହୁତ ମଜ୍ଜା ମସ୍ତି କରିବାର ନଜର ରେ ଆସିଛନ୍ତି । ତେବେ ସେ ତାଙ୍କ ଝିଆରୀ ଙ୍କୁ ବହୁତ ଭଲ ପାଆନ୍ତି ଆଉ ସେ ତାଙ୍କ ଝିଆରୀ ଙ୍କ ସହ ବହୁତ ସମୟ ମଧ୍ୟ ବିତେଇବାର ଜଣା ପଡୁଛି ।

ସେ ତାଙ୍କ ଝିଆରି ର ଜନ୍ମ ଦିନ ପାଳନ କରିଛନ୍ତି ଆଉ ଅନୁଭବ ମହାନ୍ତି ତାଙ୍କ ଝିଆରୀ ସହ ପ୍ରତ୍ୟେକ ସମୟ ର ଫୋଟ ଉଠେଇ ମଧ୍ୟ ସେୟାର କରିଛନ୍ତି ସୋସିଆଲ୍ ମିଡ଼ିଆ ରେ ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ଏହି ଫୋଟ ସବୁ ଚର୍ଚ୍ଚା ବିଷୟ ପାଲଟି ଜାଇ ଅଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.