ସାରଥି ବାବାଙ୍କୁ ଝୁରୁଛନ୍ତି ତାଙ୍କ ସୁନ୍ଦରୀ ମହିଳା ଭକ୍ତ, Sarathi ବାବାଙ୍କୁ ଏମିତି ଗୀତ ଗୀତ ଗାଇ ପାଖକୁ ଡାକୁଛନ୍ତି – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆଜି ଆମେ ଏମିତି ଏକ ଖବର ବିଷୟ ରେ ଜାଣିବା ଯାହା ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି । ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଶା ର ଭଣ୍ଡ ବାବା ସାରଥୀ ଙ୍କୁ ବେସ୍ ଭଲ ଭାବ ରେ ଜାଣିଥିବେ । ତେବେ ଦିନ ଥିଲା ସମସ୍ତେ ତାଙ୍କୁ ଭଗବାନ ବୋଲି ମାନୁଥିଲେ ଓ ସାରଥୀ ଙ୍କ ଫଟୋ କୁ ଭଗବାନ ଙ୍କ ଫଟୋ ପାଖ ରେ ରଖି ଲୋକ ମାନେ ପୂଜା କରୁ ଥିଲେ ।


ତେବେ ପରେ ପରେ ସମସ୍ତ ପ୍ରିୟ ସାରଥୀ ଜେଲ ଯାଇଥିଲେ ନିଜ କୁ କାର୍ଯ୍ୟ ପାଇଁ , ତେବେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ସାରଥୀ ବାବା ଜେଲ ଯିବା ପଛ ର କାରଣ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସବୁକିଛି ଜାଣିବା ପରେ ସାରଥୀ ଙ୍କୁ ଭଗବାନ ବୋଲି ମନେ କରୁଛନ୍ତି ।


ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେହିଭଳି ଜଣେ ଭକ୍ତ ଯିଏ କୁ ସାରଥୀ ବାବା ଙ୍କ ଫଟୋ କୁ ଅନାଇ ଗୀତ ଗାଇଛନ୍ତି ତୁ ମୋ କହ୍ନେଇ ତୁ ମୋ ଜଗା ଆମ କୋଲେ ତତେ ଦେବୀ ଜାଗା ।ତେବେ ବନ୍ଧୁଗଣ ସେ ମହିଳା ଜଣକ ସାରଥୀ ର ଫଟୋ କୁ ଭଗବାନ ଭଳି ସଜେଇ ରଖିଛନ୍ତି ଓ ସାରଥୀ କୁ ଭଗବାନ ମାନିବା ସହ ସାରଥୀ ଙ୍କ ବଡ ଭକ୍ତ ବୋଲି ଜଣା ପଡ଼ୁଛି ।

ତେବେ ବନ୍ଧୁଗଣ ଏହି ଭିଡିଓ ଟି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛି ତେବେ କି ଲୁକ୍ ମହିଳା ଙ୍କ ଭଲ ଆକ୍ସନ ମଧ୍ୟ କରୁଛନ୍ତି ତାଙ୍କ ଭଗବାନ ସାରଥୀ ଙ୍କ ଫଟୋ କୁ ପାଖ ରେ ରଖି । ତେବେ ଭିଡିଓ ଟି ସୋସିଆଲ ମିଡ଼ିଆ ରେ ନିଆଁ ଭଳି ବ୍ୟାପିବା ରେ ଲାଗିଛି । ତେବେ ଆପଣ ମାନେ ବୋଲି ନୁହେଁ ସାରଥୀ ଙ୍କ ବିଷୟ ରେ କିଏ ନ ଜାଣିଛି ।

ଜଣେ ସାଧାରଣ ମଣିଷ ହୋଇ ଭଗବାନ ଙ୍କ ସ୍ଥାନ ନେବା କୁ ବସିଥିଲା କିନ୍ତୁ ଭଗବାନ ତାର ଅସଲ ମୁଖା ଖୋଲି ଦେଇଥିଲେ ମଧ୍ୟ କିଛି ମହିଳା ଭକ୍ତ ତାଙ୍କୁ ଭୁଲି ପାରୁ ନାହାଁନ୍ତି । ତେବେ ଏହି ସର୍ଟ ରିଲସ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଳ ହେବା ପରେ ଲୋକ ମାନେ ଯାହା ପ୍ରତିକ୍ରିୟା ରଖିଛନ୍ତି ଯାହାକି ଆମେ ମାନେ ଆପଣ ଙ୍କୁ ଜଣାଇବା ଅସମ୍ଭବ ।

ତେବେ ବନ୍ଧୁଗଣ ଆମେ ମହିଳା ଭକ୍ତ ଙ୍କ ଆକ୍ଷେପ କରି କିଛି କହୁ ନାହୁଁ ଯାହା ସୋସିଆଲ ମିଡ଼ିଆ ରେ ଭାଇରାଳ ହେବା ରେ ଲାଗିଛି ତାହା ଆମେ ଆପଣ ଙ୍କୁ ଜଣାଉଛୁ । ତେବେ ଏହି ଭିଡିଓ ରେ ବହୁତ୍ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.