ଫୁଣି ୩ ଦିନ କାଳବୈଶାଖୀ, ୮ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲା କୁ ୟେଲୋ ୱାର୍ଣିଙ୍ଗ – ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ପାଣିପାଗ କୁ ନେଇ ଆସି ଯାଇଛି ଏକ ବଡ ଖବର । ତେବେ ବନ୍ଧୁଗଣ କାଳ ବୈଶାଖୀ ହେବା ର ସମ୍ଭାବନା , କାଳ ବୈଶାଖୀ ପ୍ରଭାବ ରେ ୩ ଦିନ ପର୍ଯ୍ୟନ୍ତ ବିଜୁଳି ଓ ଘଡଘଡି ହେବା ର ସମ୍ଭାବନା ରହିଛି । ତେବେ ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୁଚନା ଦେଇଛି ।


ତେବେ ବାଲେଶ୍ଵର ସହ ୮ ଟି ଜିଲ୍ଲା ରେ କାଳ ବୈଶାଖୀ ହେବା କୁ ନେଇ ଜାରି ହୋଇଛି ହଳଦିଆ ଚେତାବନୀ । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲା ରେ ବିଜୁଳି ଘଡଘଡି ସହିତ ବ୍ରଜପାତ ହେବା ର ସମ୍ଭାବନା ରହିଛି । ତେବେ ୧୮ ଜିଲ୍ଲା ରେ ହାଲୁକା ବର୍ଷା ହେବା ର ସମ୍ଭାବନା ରହିଛି । ତେବେ ବନ୍ଧୁଗଣ ଏ ପଟେ ରାଜ୍ୟ ଦିନ କୁ ଦିନ ବଢୁଛି ତାପମାତ୍ରା ।


ତେବେ ବନ୍ଧୁଗଣ ଅଧିକାଂଶ ସ୍ଥାନ ରେ ୪୦ ଡିଗ୍ରୀ ଉପରେ ରହିଛି ତାପମାତ୍ରା । ତେବେ ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ରେ ପରିବର୍ତ୍ତନ ହେବା ର ସମ୍ଭାବନା ନଇଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।ତେବେ ୨୪ ଘଣ୍ଟା ମଧ୍ୟ ରେ ସର୍ବାଧିକ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟ ରାଜ୍ୟ ର ପଶ୍ଚିମ ଓଡ଼ିଶା ର ପ୍ରାୟ ଅଞ୍ଚଳ ରେ ଏହି ଭଳି ତାପମାତ୍ରା ର ବୃଦ୍ଧି ପାଇବା ର ସମ୍ଭାବନା ରହିଛି । ତେବେ ପାଣିପାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ରେ ଆଗାମୀ ୧୨ ତାରିଖ ସୁଦ୍ଧା ଛୁଇଁବା ସମ୍ଭାବନା ରହିଛି , ତେବେ ଏ ନେଇ ଆନ୍ତର୍ଜାତିକ ପାଣିପାଗ ବିଜ୍ଞାନୀ ଜାସୋଲ ନିକୋଲ୍ସ ସୂଚନା ଦେଇଛନ୍ତି ।

ତେବେ ଓଡ଼ିଶା ଓ ପଶ୍ଚିମ କୂଳ ରେ ଆସନ୍ତା ୧୨ ତାରିଖ ଦକ୍ଷିଣ ଓ ପଶ୍ଚିମ ମୌସୁମୀ ବାୟୁ ସକ୍ରୀୟ ହେବା ସହିତ ଦୁଇ ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନେଇ ଜାରି ହୋଇଛି। ନୂଆ ସୂଚନା , ତେବେ ଆସୁଥିବା କାଳ ବୈଶାଖୀ ପ୍ରଭାବ ରେ ରାଜ୍ୟ ର ଅଧିକାଂଶ ସ୍ଥାନ ରେ ବିଜୁଳୀ ଓ ଘଡ଼ଘଡ଼ି ହେବା ର ସମ୍ଭାବନା ରହିଛି ।

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର , ଭଦ୍ରକ , ରାୟଗଡ଼ା, କୋରାପୁଟ, ମାଳକନିଗିରି ଓ ନବରଙ୍ଗପୁର ଜିଲ୍ଲାର ଅଞ୍ଚଳ ରେ ବିଜୁଳି ଘଡଘଡି ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ତେବେ ସନ୍ଧ୍ୟା ରେ କିଛି ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି , ତେବେ ତାତି ମଧ୍ୟ ଜାରି ରହିବ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.