ଦୁଇ ପୁଅଙ୍କ ସହ କେମିତି ସମୟ କାଟୁଛନ୍ତି ନମିତା ଅଗ୍ରୱାଲ (Namita Agrwal) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ କଳାକାର ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ଏହି ଲୋକ ପ୍ରିୟ କଳାକାର ମାନେ ନିଜ ଜବରଦସ୍ତ କଳା ପାଇଁ ବେଶ୍ ଲୋକ ପ୍ରିୟ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି କଳାକାର ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।


ତେବେ ନିଜ ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ହେଉ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି କଳାକାର ମାନ ଙ୍କ ମଧ୍ୟ ରୁ କିଏ ଅଭିନୟ କରି ବେଶ୍ ଲୋକ ପରିଚିତ ତ ଆଉ କିଏ ଜବରଦସ୍ତ ଗୀତ ଗାଈ ବେଶ୍ ଲୋକ ପରିଚିତ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟିକା ଅଛନ୍ତି ଓ ଏହି ଗାୟିକା ମାନେ ନିଜ ମଧୂର୍ କଣ୍ଠ ପାଇଁ ବେଶ୍ ଲୋକ ପରିଚିତ । ତେବେ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ଗାୟିକା ନମିତା ଅଗ୍ରୱାଲ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।

ତେବେ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଗାୟିକା ହେଉଛନ୍ତି ନମିତା ଅଗ୍ରୱାଲ । ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କ ଜବରଦସ୍ତ କଣ୍ଠ ରୁ ନିସ୍ଚୟ ସୁନିଥିବେ ।ତେବେ ବନ୍ଧୁଗଣ ଏହି ଗାୟିକା ଜନକ ନିଜ ସୂମଧୁର କଣ୍ଠ ରେ ବହୁ ସାରା ଚଳଚ୍ଚିତ୍ର ଗୀତ ଓ ଧାରାବାହିକ ଗୀତ ଏବଂ ବହୁତ୍ ସାରା ଭଜନ ଗୀତ ଗାଇଛନ୍ତି ରେ ।

ତେବେ ନିଜ ସୂ ମଧୁର କଣ୍ଠ ପାଇଁ ସେ ବେଶ୍ ପରିଚିତ ଓଡ଼ିଶା ର ଘର୍ ଘରେ । ତେବେ ସେ ଅନେକ ଗୁଡ଼ିଏ ଗୀତ ଗାଇଛନ୍ତି , ତେବେ ବର୍ତ୍ତମାନ୍ ସମୟ ରେ ନମିତା ଅଗ୍ରୱାଲ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ନମିତା ଅଗ୍ରୱାଲ ତାଙ୍କ ପୁଅ ସହ ନଜର ଆସିଛନ୍ତି ଓ ନିଜ ପୁଅ ସହିତ ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.