ଦର୍ଶକ ବନ୍ଧୁ ଆପଣ ମାନେ କିଛି ଫଟୋ ଦେଖି ପାରୁଥିବେ , ତେବେ ଏହି ଫଟୋ ରେ କେମିତି ପରସ୍ପର କୁ ଚୁମ୍ୱନ ଦେଉଛନ୍ତି । ତେବେ ଯିଏ ବି ଦେଖିବ ସେ ନିଶ୍ଚୟ ଭାବିବ ଯେ ଉଭୟ ପରସ୍ପର କୁ ଭଲ ପାଉଛନ୍ତି। ତେବେ ବର୍ତ୍ତମାନ୍ ସମୟ ରେ ଯୁବତୀ ଜନକ କହୁଛନ୍ତି ଯେ ଏହି ସବୁ ମିଛ ସେ କଣ ମୋତେ ପୁ-ରୁ-ଷ ସୁଖ ଦେଇ ପାରିବ ।
ସେ କଣ ମୋଟ ଯୌ-ନ-କଂ-କ୍ଷା ମିଟାଇ ପାରିବ , ତେବେ ଉଭୟ ଝିଅ ଅଟନ୍ତି କିନ୍ତୁ ଜଣେ ଝିଅ କହୁଛି ମୋତେ ବାହା ହେଲେ ମୋତେ କଣ ପୁଅ ପିଲା ସୁଖ ଦେଇ ପାରିବ କି ମୋତେ କଣ ପୁଅ ଝିଅ ଦେଇ ପାରିବ କି , ତେବେ ସେପଟେ ଧୋକା ଖାଇଥିବା ଝିଅ ଜଣକ କହୁଛନ୍ତି ଯେ କଣ ଆମ ଦୂହିଁ ଙ୍କ ୫ ବର୍ଷ ର ପ୍ରେ-ମ୍ ସମ୍ପର୍କ କଣ ମିଛ ।
ତେବେ ସେ ମୋତେ ତାଙ୍କ ଶରୀର, ଆତ୍ମା, ମନ ସବୁକିଛି ସମର୍ପିତ କରି ଦେଇଥିଲେ । ବର୍ତ୍ତମାନ୍ ସମୟ ରେ ମୁଁ ତାଙ୍କ ବିନା ବଞ୍ଚି ପାରିବ ନାହିଁ । ମୁଁ ଯେତେବେଳେ ମନା କରିଥିଲି ସେ ମୋତେ ମନାଇ ଦେଉଥିଲେ । ସେ ମୋତେ ଆଗ ପ୍ରପୋଜ ମାରିଥିଲେ ତେବେ ବର୍ତ୍ତମାନ୍ ସମୟ ରେ ବିବାହ କରି ମୋତେ ପ୍ର-ତା-ର-ଣା ବି-ଷ ପିଇବା ପାଇଁ କାହିଁକି ବାଧ୍ୟ କରୁଛନ୍ତି ମୋତେ ନ୍ୟାୟ ଦରକାର ।
ତେବେ ବନ୍ଧୁଗଣ ଏହି ଭଳି କିଛି ଅଜବ ଖବର ଶୁଣିବାକୁ ମିଳିଛି ଜୟପୁର ରେ । ତେବେ ବନ୍ଧୁଗଣ ଉଭୟ ଙ୍କ ମଧ୍ୟ ରେ ଆହୁରି ଅନେକ କିଛି ଖବର ରହିଛି ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।