ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନା ରେ ଅନୁଭବ (Anubhav) ତାଙ୍କ ଦିଲ୍ଲୀ ବାନ୍ଧବୀ ଜାଗୃତି (Jagriti Shukla) ଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କହିଲେ ତାଙ୍କ ସହ ମୋର… ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣମାନେ ଜାଣିଥିବେ ଓଡ଼ିଆ ସିନେମା ରେ ଅଭିନୟ କରୁଥିବା ଅନେକ ହିରୋ ହଉବା ହିରୋଇନି ଅଛନ୍ତି । ଯାହାକୁ ଆପଣ ମାନେ ମଧ୍ୟ ବହୁତ ପସନ୍ଦ କରନ୍ତି କାରଣ ସେ ତାଙ୍କର ଅଭିନୟ ରେ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଭାବରେ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ହେଉଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ସାସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବନ୍ଦ କରାଯାଇଛି ସୋସିଆଲ୍ ମିଡ଼ିଆ କେହି କାହା ନାଁ ରେ ଅଭିଯୋଗ କରିପାରିବେ ନାହିଁ ।


ଉଭୟଙ୍କର ପାରି ବାରିକ ସମସ୍ୟା ଫ୍ୟାମିଲ କୋଟରେ ଶୁଣାଣି ହେଉଥିବା ବେଳେ ସୋସିଆଲ୍ ମିଡିଆରେ ଅନୁଭବ ମହାନ୍ତି କିନ୍ତୁ ନିଜର ବ୍ୟକ୍ତିଗତ କଥା କୁ ଆଗକୁ ଆଣିଥିଲେ । ଏହି ସୋସିଆଲ୍ ମିଡିଆରେ ଭାଇରାଲ ଘଟଣା ଟିକୁ ଥାନାରୁ ନେଇ ହାଇକୋର୍ଟ ର ଦ୍ବାରସ୍ତ ହେଇଥିଲେ ବର୍ଷା । ଏବଂ ଘଟଣା ସବୁ କୁ ନେଇ ଉଭୟ ଦୁହିଁଙ୍କୁ ମନା କରିଛନ୍ତି ହାଇକୋର୍ଟ ।

ଅନୁଭବ କହିଥିଲେ ମୁଁ ଭଲପାଇ ଭୁଲ କଲି ଆଉ ମୋତେ ବଞ୍ଚିବାକୁ ଦିଅ ବର୍ଷା ଏବଂ ମୁଁ ଡ଼ିଭୋସ୍ ଚାହେଁ । ଏବଂ ଏହାପରେ ବର୍ଷା ଏତଲା ରେ ଲେଖିଥିଲେ ମୋ ଡ଼ିଭୋସ୍ ର କାରଣ କ’ଣ ଦିଲ୍ଲୀ ବାନ୍ଧବି । ଗତ କିଛି ଦିନ ତଳେ ଅନୁଭବ ଙ୍କ ବାନ୍ଧବି ଜାଗୃତି ଶୁକ୍ଲା ଙ୍କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ଏବଂ ଏବେ ଅନୁଭବ ଦେଖା ହୋଇ କହିଛନ୍ତି । ସେ କହିଛନ୍ତି ଯେ ଜାଗୃତି ହେଉଛନ୍ତି ଜଣେ ଲୋକ ସଭା ଟିଭି ର ସାମ୍ବଦିକ ।

ତାଙ୍କ ସାଙ୍ଗରେ କୋଣସି ନା କୋଣସି ସମୟରେ ଯେଉଁ ନାଁ ଚର୍ଚ୍ଚା ହୋଇଥାଏ ତାହାର କୌଣସି ଆବଶ୍ଯକତା ନାହିଁ । ମୁଁ ମୋର ବୟୋ ଗ୍ରାଫି ଲେଖି ବାକୁ ଚାହୁଁଥିଲି ଏବଂ ମୋର ତାଙ୍କ ସହିତ ଏ ମିତି କିଛି ସମ୍ପର୍କ ନାହିଁ କେବଳ ତାଙ୍କ ସହିତ ପ୍ରଫେସନାଲ ସମ୍ପର୍କ ରହିଛି । ଏବଂ ତାଙ୍କର ଜଣେ ପୁରୁଷ ସାଙ୍ଗ ଅଛନ୍ତି ମଧ୍ୟ ସେ ହେଉଛନ୍ତି ଜଣେ ସହଯୋଗୀ ଲେଖକ ଅଟନ୍ତି । କିନ୍ତୁ ବର୍ଷା ପୁରୁଷ ପୁଅ ନାଁ ରେ ଅଭିଯୋଗ କରି ନଥିଲେ କେବଳ ଜାଗୃତି ନାଁ ଲୋକ ଆଗକୁ ଆଣିଥିଲେ ।

ଏବଂ ଏହି ବୟୋ ଗ୍ରାଫି କଥାକୁ ନେଇ ବର୍ଷା ବହୁତ ଡରି ଯାଇଥିଲେ କାରଣ ଏହା ମାଧ୍ୟମରେ ତାଙ୍କର ସବୁ ସତ କଥା ବାହାରକୁ ବାହାରି ଆସିବ ବୋଲି ବର୍ଷା ଏଭଳି ପ୍ରୟାସ କରିବା କଥା କହିଛନ୍ତି ଅନୁଭବ । ସୋସିଆଲ୍ ମିଡ଼ିଆ ରେ ଏଭଳି ନିନ୍ଦିତ କଥା ଭାଇରାଲ ହେବା ଶୁଣି ଜାଗୃତି ବାଧ୍ୟ ହୋଇ ଲୋକସଭା ଟିଭି ରୁ ଇସ୍ତପା ଦେଇଛନ୍ତି ବୋଲି କହିଛନ୍ତି ଅନୁଭବ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.