ଆପଣମାନେ ଜାଣିଥିବେ ଓଡ଼ିଆ ସିନେମା ରେ ଅଭିନୟ କରୁଥିବା ଅନେକ ହିରୋ ହଉବା ହିରୋଇନି ଅଛନ୍ତି । ଯାହାକୁ ଆପଣ ମାନେ ମଧ୍ୟ ବହୁତ ପସନ୍ଦ କରନ୍ତି କାରଣ ସେ ତାଙ୍କର ଅଭିନୟ ରେ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଭାବରେ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ହେଉଛନ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ । ସାସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବନ୍ଦ କରାଯାଇଛି ସୋସିଆଲ୍ ମିଡ଼ିଆ କେହି କାହା ନାଁ ରେ ଅଭିଯୋଗ କରିପାରିବେ ନାହିଁ ।
ଉଭୟଙ୍କର ପାରି ବାରିକ ସମସ୍ୟା ଫ୍ୟାମିଲ କୋଟରେ ଶୁଣାଣି ହେଉଥିବା ବେଳେ ସୋସିଆଲ୍ ମିଡିଆରେ ଅନୁଭବ ମହାନ୍ତି କିନ୍ତୁ ନିଜର ବ୍ୟକ୍ତିଗତ କଥା କୁ ଆଗକୁ ଆଣିଥିଲେ । ଏହି ସୋସିଆଲ୍ ମିଡିଆରେ ଭାଇରାଲ ଘଟଣା ଟିକୁ ଥାନାରୁ ନେଇ ହାଇକୋର୍ଟ ର ଦ୍ବାରସ୍ତ ହେଇଥିଲେ ବର୍ଷା । ଏବଂ ଘଟଣା ସବୁ କୁ ନେଇ ଉଭୟ ଦୁହିଁଙ୍କୁ ମନା କରିଛନ୍ତି ହାଇକୋର୍ଟ ।
ଅନୁଭବ କହିଥିଲେ ମୁଁ ଭଲପାଇ ଭୁଲ କଲି ଆଉ ମୋତେ ବଞ୍ଚିବାକୁ ଦିଅ ବର୍ଷା ଏବଂ ମୁଁ ଡ଼ିଭୋସ୍ ଚାହେଁ । ଏବଂ ଏହାପରେ ବର୍ଷା ଏତଲା ରେ ଲେଖିଥିଲେ ମୋ ଡ଼ିଭୋସ୍ ର କାରଣ କ’ଣ ଦିଲ୍ଲୀ ବାନ୍ଧବି । ଗତ କିଛି ଦିନ ତଳେ ଅନୁଭବ ଙ୍କ ବାନ୍ଧବି ଜାଗୃତି ଶୁକ୍ଲା ଙ୍କୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ଏବଂ ଏବେ ଅନୁଭବ ଦେଖା ହୋଇ କହିଛନ୍ତି । ସେ କହିଛନ୍ତି ଯେ ଜାଗୃତି ହେଉଛନ୍ତି ଜଣେ ଲୋକ ସଭା ଟିଭି ର ସାମ୍ବଦିକ ।
ତାଙ୍କ ସାଙ୍ଗରେ କୋଣସି ନା କୋଣସି ସମୟରେ ଯେଉଁ ନାଁ ଚର୍ଚ୍ଚା ହୋଇଥାଏ ତାହାର କୌଣସି ଆବଶ୍ଯକତା ନାହିଁ । ମୁଁ ମୋର ବୟୋ ଗ୍ରାଫି ଲେଖି ବାକୁ ଚାହୁଁଥିଲି ଏବଂ ମୋର ତାଙ୍କ ସହିତ ଏ ମିତି କିଛି ସମ୍ପର୍କ ନାହିଁ କେବଳ ତାଙ୍କ ସହିତ ପ୍ରଫେସନାଲ ସମ୍ପର୍କ ରହିଛି । ଏବଂ ତାଙ୍କର ଜଣେ ପୁରୁଷ ସାଙ୍ଗ ଅଛନ୍ତି ମଧ୍ୟ ସେ ହେଉଛନ୍ତି ଜଣେ ସହଯୋଗୀ ଲେଖକ ଅଟନ୍ତି । କିନ୍ତୁ ବର୍ଷା ପୁରୁଷ ପୁଅ ନାଁ ରେ ଅଭିଯୋଗ କରି ନଥିଲେ କେବଳ ଜାଗୃତି ନାଁ ଲୋକ ଆଗକୁ ଆଣିଥିଲେ ।
ଏବଂ ଏହି ବୟୋ ଗ୍ରାଫି କଥାକୁ ନେଇ ବର୍ଷା ବହୁତ ଡରି ଯାଇଥିଲେ କାରଣ ଏହା ମାଧ୍ୟମରେ ତାଙ୍କର ସବୁ ସତ କଥା ବାହାରକୁ ବାହାରି ଆସିବ ବୋଲି ବର୍ଷା ଏଭଳି ପ୍ରୟାସ କରିବା କଥା କହିଛନ୍ତି ଅନୁଭବ । ସୋସିଆଲ୍ ମିଡ଼ିଆ ରେ ଏଭଳି ନିନ୍ଦିତ କଥା ଭାଇରାଲ ହେବା ଶୁଣି ଜାଗୃତି ବାଧ୍ୟ ହୋଇ ଲୋକସଭା ଟିଭି ରୁ ଇସ୍ତପା ଦେଇଛନ୍ତି ବୋଲି କହିଛନ୍ତି ଅନୁଭବ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।