ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ରେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ସକ୍ରିୟ ହୋଇ ରହୁଛନ୍ତି । ତେବେ ବନ୍ଧୁଗଣ କହିବାକୁ ଗଲେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ।
ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ରେ ସବୁ କିଛି କରିବା ସମ୍ଭବ , ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଅନେକ ପରିଚୟ ପାଇ ପାରିଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ରେ କେତେ ଅଭିନେତା ଓ ଅଭିନେତ୍ରୀ ମାନେ ସୃଷ୍ଟି ହୋଇଛନ୍ତି । ତେବେ ବନ୍ଧୁଗଣ ଆପଣମାନେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭାଇରାଲ ଭିଡିଓ ନିସ୍ଚୟ ଦେଖିଥିବେ ତେବେ ସବୁଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଳ ହୋଇଥାଏ ।
ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଖବର ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଯାହା ଆପଣ ମାନେ ଜାଣିବା ପରେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ତେବେ ଏହି ଖବର ଟି ବେଶ୍ ଲ-ଜ୍ୟା ଜନକ ଖବର । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଜଣେ ଗୁରୁ ଅନେକ ପିଲା ଙ୍କ ଭବିଷ୍ୟତ ଉଜ୍ଜ୍ବଳ କରିଥାଏ ।
ତେବେ ଶିକ୍ଷକ ଓ ଶିକ୍ଷୟତ୍ରୀ ଆମ ର ଭଗବାନ ଆମେ ସେମାନ ଙ୍କୁ ସମ୍ମାନ ଦେଉ , ତେବେ ବର୍ତ୍ତମାନ୍ ସମୟ ରେ ତାହା ଆଉ ଦେଖିବାକୁ ମିଳୁନାହିଁ କାରଣ ବର୍ତ୍ତମାନ୍ ସମୟ ରେ କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜ କୁ କାର୍ଯ୍ୟ ପାଇଁ ନିଜ ସମ୍ମାନ ଓ ନିଜ ସ୍ଥାନ କୁ ହରାଇ ବସୁଛନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ହରିୟାଣା ରୁ ଏକ ଖବର ଆସିଛି ଯେ ସେଠାକାର ଜଣେ ଶିକ୍ଷୟିତ୍ରୀ ନିଜ ବୟସ ଠାରୁ ୧୪ ବର୍ଷ ଛାତ୍ର ସହ ଫେରାର୍ ହୋଇ ଯାଇଛନ୍ତି ।
ତେବେ ଏକ ଘରୋଇ ଶିକ୍ଷାନଷ୍ଠାନ ଶିକ୍ଷୟିତ୍ରୀ ନିଜ ସ୍ବାମୀ ଙ୍କୁ ଛାଡପତ୍ର ଦେଇ ଆସିଥିଲେ । ତେବେ ଫେରାର ହୋଇଥିବା ଯୁବକ ସେହି ଶିକ୍ଷକ ଙ୍କ ଘର୍ କୁ ୨ ବର୍ଷ ହେଲା ପାଠ ପଢିବାକୁ ଯାଉଥିଲେ ଦିନ ୪ ଘଣ୍ଟା ପାଠ ପଢୁଥିଲେ ଶିକ୍ଷକ ଙ୍କ ଘରେ ।
ତେବେ ଦିନେ ସେ ପାଠ ପଢ଼ିବାକୁ ଯାଇ ଥିଲେ ଆଉ ଘର୍ କୁ ଫେରି ନ ଥିଲେ । ତେବେ ଶିକ୍ଷକ ପରିବାର ଲୋକ ଙ୍କୁ ପଚାରିବା ପରେ ଜାଣିବାକୁ ପାଇଥିଲେ ଯେ ଶିକ୍ଷକ ଜନକ ଫେରାର ଅଛନ୍ତି , ତେବେ ଉଭୟ ବାଳକ ଓ ଶିକ୍ଷକ ଙ୍କ ମୋବାଇଲ୍ ସ୍ଵିଚ ଅଫ ହୋଇଛି । ତେବେ ଥାନା ରେ ଯୁବକ ଙ୍କ ପରିବାର ଲୋକ ଅପହରଣ ମାମଲା ରୁଜୁ କରି ଉଭୟ ଙ୍କୁ ଖୋଜୁଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।