ହିରୋ ବୁଲୁ (Bulu Dash) ବିବାହ ବନ୍ଧନରେ ବାନ୍ଧି ହେଲେ ? କେଉଁ ହିରୋଇନ ଙ୍କୁ ବିବାହ କରିଲେ ? ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆପଣ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଅଛନ୍ତି , ତେବେ ଏହି କଳାକାର ମାନେ ସେମାନ ଙ୍କ କଳା ମାଧ୍ୟମ, ରେ ଆପଣ ମାନ ଙ୍କୁ ବହୁ ପରିମାଣ ରେ ମନୋରଞ୍ଜନ କରାଇଥାନ୍ତି , ତେବେ ଆପଣ ମାନ ଙ୍କୁ କେତେବେଳେ ଅଭିନୟ ମାଧ୍ୟମ ରେ ମନୋରଞ୍ଜନ କରାଇଥାନ୍ତି ତ ଆଉ କେତେବେଳେ ନାଚ ଓ ଗୀତ ରେ ।


ତେବେ ଏହି କଳାକାର ମାନେ ନିଜ କଳା ପାଇଁ ଆଜି ଓଡିଶା ର ଘରେ ପରିଚିତ । ତାହେଲେ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ କଳାକାର ଅଛନ୍ତି ଓ ବେଳେବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ନିଜ ବ୍ୟକ୍ତିଗତ ଜୀବନ ଦୃଶ୍ୟ କୁ ନେଇ ହେଉ ବା ସୁଟିଂ ସେଟ ର ଦୃଶ୍ୟ କୁ ନେଇ ।


ତେବେ ବର୍ତ୍ତମାନ ସମୟ ରେ ସେହିଭଳି ଜଣେ ଲୋକ ପ୍ରିୟ କଳାକାର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ତାଙ୍କ ବିବାହ ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ତେବେ ଆଜି ଆମେ ଏହି କଳାକାର ବିଷୟ ରେ ଜାଣିବା , ତାହେଲେ ଆସନ୍ତୁ ଜାଣିବା ।


ତେବେ ଆପଣ ମାନେ ଆଲବମ୍ ହିରୋ ବୁଲୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ। ତେବେ ବର୍ତ୍ତମାନ୍ ସମୟ ରେ ବୁଲୁ ନିଜ ବିବାହ କୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ବୁଲୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ସେ ବହୁତ୍ ସାରା ଆଲବମ୍ ରେ ନିଜ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ।

ତେବେ  ବର୍ତ୍ତମାନ୍ ସମୟ ରେ ବୁଲୁ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ହୋଇ ରହିଛନ୍ତି ଓ ନିଜେ ଏକ ଡ୍ୟାନ୍ସ ଏକାଡେମୀ ଖୋଲିଛନ୍ତି ଓ ପିଲା ମାନ ଙ୍କୁ ନାଚ ଶିଖାଉଛନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ବୁଲୁ ବିବାହ କରିବା ର ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି । ତେବେ ବର୍ତ୍ତମାନ ବୁଲୁ ଙ୍କୁ ୪୦ ବର୍ଷ ବୟସ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.