ରାନୀ ପଣ୍ଡା (Rani Panda) ollywood ର ହିରୋ ହିରୋଇନ ମାନଙ୍କୁ ଏମିତି କହିଲେ, ଶୁଣିଲେ କାନରୁ ଧୂଆଁ ବାହାରିବ, କାରଣ କଣ ?- ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବନ୍ଧୁମାନେ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ବିଷୟ ରେ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଏପରି ବହୁତ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ପାଇଁ ସବୁବେଳେ ଲୋକଚର୍ଚ୍ଚା ରେ ଥାଅନ୍ତି ସୋସିଆଲ୍ ମିଡ଼ିଆ ରେ । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଚଳଚିତ୍ର ଆଉ ଧାରାବାହିକ ହେଉଛି ଯେଉଁଥି ରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରୁଛନ୍ତି ଆଉ ସବୁ ଚଳଚିତ୍ର ଓ ଧାରାବାହିକ ସୁପରହିଟ ମଧ୍ୟ ହେଇଚି ଆଉ ତାହା ସହ ଲୋକ ମାନେ ବେସ ପସନ୍ଦ ମଧ୍ୟ କରୁଛନ୍ତି ଓଡ଼ିଆ ଚଳଚିତ୍ର ଆଉ ଓଡ଼ିଆ ଧାରାବାହିକ କୁ ଦେଖିବା ପାଇଁ ।

ଆପଣ ମାନେ ରାନୀ ପଣ୍ଡା କୁ ବହୁତ ଭଲ ଭାବରେ ଜାଣିଥିବେ ସେ ବହୁତ ଦିନ ହେଇ ଗଲାଣି ସେ ସୋସିଆଲ୍ ମିଡ଼ିଆ ରେ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛନ୍ତି । ତେବେ ଯେତେବେଳେ ମଧ୍ୟ ସୋସିଆଲ୍ ମିଡ଼ିଆ କୁ ଆପଣ ମାନେ ଖୋଲିବେ ସେତେବେଳେ ଆପଣ ମାନେ ରାନୀ ପଣ୍ଡା ଙ୍କ ବିଷୟ ରେ କିଛି ଭିଡିଓ ପାଇବେ ।

ତେବେ ସେ ସୋସିଆଲ୍ ମିଡ଼ିଆ ରେ ବହୁତ ଭାଇରାଲ ହେଉଛନ୍ତି ରାନୀ ପଣ୍ଡା । ସେ ଯାତ୍ରା ଦୁନିଆ ରେ ଅଭୁନୟ୍ କରିବାର ନଜର ରେ ଆସନ୍ତି ସେ ତାଙ୍କ ଅଭିନୟ ପାଇଁ ଯାତ୍ରା ରେ ତାଙ୍କ ର ବହୁତ ସୁନାମ ରହିଛି । ତାଙ୍କ ଅଭିନୟ ଏକ ନିଆରା ଢଙ୍ଗ ରେ କରନ୍ତି । ତେବେ ରାନି ପଣ୍ଡା କାହାକୁ ଡରନ୍ତି ନା କିଛି ସହି ବାକୁ ଭଲ ପାଆନ୍ତି ।

ତେବେ ଆସନ୍ତୁ ଜାଣିବା ଏକ ଭିଡିଓ ଯାହା ରାନୀ ପଣ୍ଡା ନିଜେ ଭିଡିଓ ବନେଇ ସୋସିଆଲ୍ ମିଡ଼ିଆ ରେ ସେୟାର କରିଛନ୍ତି ତେବେ ସେହି ଭିଡିଓ ଏମିତି କିଛି କହିଛନ୍ତି ଯାହା ଆପଣ ମାନେ ଶୁଣିଲେ ମଧ୍ୟ ସକ୍ ହେଇଯିବେ ତେବେ ଆସନ୍ତୁ ଜାଣିବା ସେହି ଭିଡିଓ ଟି କି ଭିଡିଓ ଅଟେ । ଆଉ ଭିଡିଓ ରେ ଏମିତି କ’ଣ ଅଛି ଯାହା ସୋସିଆଲ୍ ମିଡ଼ିଆ ରେ ପୁରା ନିଆଁ ଭଳି ଭାଇରାଲ୍ ହେଉଛି ।

ସେହି ଭିଡିଓ ରେ ରାନୀ ପଣ୍ଡା କହୁଛନ୍ତି କି ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଥିବା ଓଡ଼ିଆ ଚଳଚିତ୍ର ବା ଧାରାବାହିକ ରେ ଏମିତି ବକବାସ ଅଭିନୟ କାହିଁକି କରୁଛନ୍ତି ସତରେ କଣ ଏ ସବୁ ଅଭିନୟ ଦେଖିବା ପାଇଁ ସୁନ୍ଦର ଅଟେ । ଏପରି ଖରାପ ଅଭିନୟ ପାଇଁ ଆମ ଇଣ୍ଡଷ୍ଟ୍ରି ପୁରା ବ-ର-ବା-ଦ ଉପରେ ଅଛି । ଆଉ ସବୁ ଅଭିନୟ ସମସ୍ତ ଙ୍କ ବହୁତ ଖରାପ ଆଉ ଦେଖିବା ଯୋଗ୍ୟ ମଧ୍ୟ ନୁହଁ ସବୁ ଠାରୁ ବେକାରିଆ ସେଇଠି ପାଇଁ କେହି ମଧ୍ୟ ପସନ୍ଦ କରୁନାହାନ୍ତି ଓଲିଓଡ୍ ଇଣ୍ଡଷ୍ଟ୍ରୀ କୁ ଏପରି ଭାବ ରେ କହି ରାନୀ ପଣ୍ଡା ବହୁତ ଗାଳି କରିଛନ୍ତି ଓଡ଼ିଆ ସିନେ ଜଗତ ଓ ଧାରାବାହିକ ଜଗତ କୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.