ବିବାହ ପରେ ସ୍ଵାମୀଙ୍କ ସହ ପ୍ରଥମ ଥର ପାଇଁ ବିଦେଶ ବୁଲିବା ଗଲେ ଅଭିନେତ୍ରୀ ଶୋଭନା ମିଶ୍ର (Shovna Mishra) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଲିଓଡ୍ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଶୋଭନା ମିଶ୍ର ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ସେ ତାଙ୍କ ର ଅଭିନୟ ରେ ସମସ୍ତ ଙ୍କ ମନ କୁ ମୋହିତ କରି ରଖିଛନ୍ତି । ଶୋଭନା ମିଶ୍ର ବହୁତ ସାରା ଅଲବମ୍ ରେ ଆଉ ବହୁତ ସାରା ସୋ ରେ ଆଙ୍କରିଙ୍ଗ୍ କରି ଥିବାର ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ ।

ଆପଣ ମାନେ ଯଦି ଏ ବିଷୟ ର ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣିବା କୁ ଚାହୁଁଥିବେ ତେବେ ଆପଣ ମାନେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ଶୋଭନା ଙ୍କ ବିଷୟ ରେ ତେବେ ଶୋଭନା ଓ ତାଙ୍କ ସ୍ବାମି ଙ୍କ ବିଷୟ ରେ ମଧ୍ୟ ସମ୍ପୁର୍ଣ୍ଣ ବିବରଣୀ ଟି ମଧ୍ୟ ଜାଣନ୍ତୁ ।

ତେବେ ଶୋଭନା ମିଶ୍ର ଗତ ଦିନ ମାନଙ୍କ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ଆଉ ବାହାଘର ପରେ ସେ ଓଲିଓଡ୍ ଇଣ୍ଡଷ୍ଟ୍ରୀ ରୁ ପୁରା ପୁରୀ ଭାବରେ ଦୁରେଇ ଯାଇଛନ୍ତି । ତେବେ ସେ ଏବେ ନଜର ରେ ଆସିଛନ୍ତି ବିଦେଶ । ତେବେ ସେ ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ ନିଜର ଅଭିନୟ କୁ ଛାଡି ଏବେ ତାଙ୍କ ସ୍ବାମି ଙ୍କ ସହ ବିଦେଶ ରେ ବୁଲା ବୁଲି କରିବା ରେ ନଜର ରେ ଆସିଛନ୍ତି ।

ତେବେ ପ୍ରାୟ 6 ମାସ ହୋଇ ଯିବ ଶୋଭନା ମିଶ୍ର ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ଆଉ ଏହାରି ମଧ୍ୟ ରେ ସେ ତାଙ୍କ ଶାଶୁ ଘରେ ରହି ଥିଲେ ଆଉ ତାଙ୍କ ପରିବାର ସହ ବହୁତ ସମୟ ବିତେଉ ଥିବାର ନଜର ରେ ଆସିଥିଲେ ଆଉ ବର୍ତ୍ତମାନ ସମୟରେ ସେ ତାଙ୍କ ନିଜ ସ୍ବାମି ଙ୍କ ସହ ସାରା ଭାରତ ବର୍ଷ ସମୟରେଓ ଭାରତ ବାହାରେ ବିଦେଶ ରେ ମଧ୍ୟ ଭ୍ରମଣ କରି ଥିବାର ନଜର ରେ ଆସିଛନ୍ତି ।

ବିବାହ ବନ୍ଧନ ରେ ବାନ୍ଧି ହୋଇ ସରିଲା ପରେ ଶୋଭନା ମିଶ୍ର ବିଦେଶ ଭ୍ରମଣ କରୁ ଥିବାର ଦେଖା ଦେଇଛନ୍ତି । ଶୋଭନା ମିଶ୍ର ଙ୍କ ସହ ଟୁରିଷ୍ଟ ଗାଇଡ଼ ବି ଅଛନ୍ତି ତେବେ ସେ ତାଙ୍କ ଙ୍କୁ ବହୁତ ଜାଗା ବୁଲେଇ ଥିବାର ନଜର ରେ ଆସୁଛନ୍ତି । ବର୍ତ୍ତମାନ ସମୟ ରେ ଶୋଭନା ମିଶ୍ର ଓଲିଓଡ୍ ଇଣ୍ଡଷ୍ଟ୍ରୀ ରୁ ବା ଅଭିନୟ ଦୁନିଆ ରୁ ନିଜକୁ ପୁରାପୁରି ଦୁରେଇ ଦେଇଛନ୍ତି ।

ଆଉ ଶୋଭନା ବିଦେଶ ଭ୍ରମଣ କରିବାରେ ବହୁତ ମଜ୍ଜା ଉଠାଉଛନ୍ତି ତାଙ୍କ ସ୍ବାମି ଙ୍କ ସହ । ତେବେ ସେ ତ ଏବେ ଏବେ ନୂଆ ବିବାହ କରିଛନ୍ତି ଆଉ ତାହା ସହ ତାଙ୍କ ସ୍ବାମି ତାଙ୍କୁ ବହୁତ ଭଲ ମଧ୍ୟ ପାଅନ୍ତି ଆଉ ତାଙ୍କ ସ୍ବାମି ସହ ସେ ସବୁ ଆଡ଼େ ବୁଲି ସବୁ ଜାଗାରେ ମଜ୍ଜା ଆଉ ମସ୍ତି କରୁଛନ୍ତି ।

ଶୋଭନା ମିଶ୍ର ଓ ତାଙ୍କ ସ୍ବାମି ଆପଣ ମାନେ ଏହି ଭିଡିଓ ରେ ଦେଖି ପାରୁଥିବେ କି ସେମାନେ ନୂଆ ନୂଆ ଜାଗାରେ ନିଜ ର ସୁନ୍ଦର ସୁନ୍ଦର ଫୋଟ ଉଠାଉଛନ୍ତି ଆଉ ସେମାନେ ଦୁଇ ଜଣ କେତେ ମାତ୍ରା ରେ ଖୁସି ଅଛନ୍ତି ଏକାଠି ବୁଲି । ତେବେ ଆଗକୁ ମଧ୍ୟ ସେମାନେ ଦୁଇଜଣ ଏମିତି ଏକାଠି ରୁହନ୍ତୁ ଆଉ ବହୁତ ଖୁସି ମଧ୍ୟ ରୁହନ୍ତି ନିଜ ପରିବାର ଲୋକ ଙ୍କ ସହ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.