ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ଦେ-ହ-ଜୀ-ବୀ ଙ୍କ ଖୁସି କହିଲେ ନସରେ, ସେମାନେ କହିଲେ ସରକାର କାର୍ଯ୍ୟକାରି କରିଲେ ଆହୁରି ଖୁସି – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସୁପ୍ରିମ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ନେଇ ଦେ-ହ-ଜୀ-ବୀ ମାନେ ବେଶ୍ ଖୁସି ରେ ଅଛନ୍ତି । ତେବେ ଜଣେ ଦେ-ହ-ଜୀ-ବୀ ଏହା କୁ ନେଇ କଣ କହୁଛନ୍ତି ଆସନ୍ତୁ ଜାଣିବା , ତେବେ ସେ କହିଛନ୍ତି ସୁପ୍ରିମ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାକୁ ନେଇ ସେ ବେଶ୍ ଖୁସି ଅଛନ୍ତି ଓ ସ୍ଵାଗତ ମଧ୍ୟ ଜଣାଇଛନ୍ତି ।

ତେବେ ପୋଲିସ ମାନେ ଓ ଅନ୍ୟ ବ୍ୟକ୍ତି ମାନେ ଙ୍କ ହ-ଇ-ରା-ଣ ରୁ ବର୍ତ୍ତମାନ୍ ସେମାନେ ବଞ୍ଚିତ । ତେବେ ଏଥିପାଇ ମୁଁ ବହୁତ୍ ଧନ୍ୟବାଦ୍ ଜଣାଉଛୁ । ତେବେ ଆମ କୁ ସମ୍ମାନ ସହ ବଞ୍ଚିବା ର ଅଧିକାର ଦେଇ ଥିବାରୁ । ତେବେ ସେମାନେ କେମିତି ସୁବିଧା ରହିବେ ସେମାନ ଙ୍କୁ ଆଧାର କାର୍ଡ ଦିଆ ଯାଉ ବୋଲି ସେ କହିଛନ୍ତି ।

ତେବେ ବନ୍ଧୁଗଣ ଆଉ ଜଣେ ଦେ-ହ-ଜୀ-ବୀ କରୁ ଥିବା ମହିଳା କହିଛନ୍ତି ଯେ ସୁପ୍ରିମ କୋର୍ଟ ବଡ ରାୟ କୁ ନେଇ ସେ ବହୁତ୍ ଖୁସି ଅଛନ୍ତି ଓ ସେମାନଙ୍କ ପାଇଁ ଏହା ଖୁସି ର ଦିନ । ତେବେ ସେ ଆହୁରି ଖୁସି ହେବେ ଯଦି ସରକାର ଏହା କୁ କାର୍ଯ୍ୟ କରନ୍ତି । ତେବେ ଏହା କାର୍ଯ୍ୟୁନୁଷ୍ଠାନ କଲେ ଲୋକ ମାନେ ମାନିବେ । ନ ହେଲେ ପୂର୍ବ ରୁ ଯାହା ହେଉଥିଲା ବର୍ତ୍ତମାନ୍ ସମୟ ରେ ତାହା ହିଁ ହେବ ।

ତେବେ ବର୍ତ୍ତମାନ୍ ସମୟ ରେ ଖୁସି ଅଛନ୍ତି କାରଣ ପୁର୍ବ ରୁ ଡରି ଡରି କରିବାକୁ ପଡୁଥିଲା କାରଣ କେତେବେଳେ ପୋଲିସ ଚାଲି ଆସିବ ବୋଲି । ତେବେ ବର୍ତ୍ତମାନ୍ ଠାରୁ ଖୁସି ରେ ରହିବୁ ସମ୍ମାନ ସହ ବଞ୍ଚିବୁ ତେବେ ଯେଉଁ ମାନେ ଏହି ଲାଇନ୍ କୁ ଆସିବାକୁ ଚାହୁଁ ଛନ୍ତି ସେମାନେ ଏହି ଲାଇନ୍ କୁ ନ ଆସି ଭବିଷ୍ୟତ ଦେଖନ୍ତୁ ଭଲ ଭବିଷ୍ୟତ ଦେଖନ୍ତୁ ପଇସା ଲୋଭ ରେ ଏହି ଲାଇନ୍ କୁ ଆସନ୍ତୁ ନାହିଁ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୁପ୍ରିମ କୋର୍ଟ ରାୟ କୁ ଦେ-ହ-ଜୀ-ବୀ ମାନେ ବହୁତ୍ ଖୁସି ଅଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.