ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଅଳିଉଡ ଇଣ୍ଡଷ୍ଟ୍ରି ଭଳି ଯଲିଉଡ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଦର୍ଶକ ମାନେ ଓଡ଼ିଆ ଚଳଚ୍ଚିତ୍ର ଜଗତ କୁ ଯେତିକି ଭଲ ପାଇବା ଦେଇଛନ୍ତି ସେତିକି ଭଲ ପାଇବା ଓଡ଼ିଆ ଯାତ୍ରା ଜଗତ କୁ ଭଲ ପାଇବା ଦେଇଛନ୍ତି । ତେବେ ବହୁତ୍ ଦର୍ଶକ ଅଛନ୍ତି ଯେଉଁ ମାନେ ଯାତ୍ରା ପ୍ରେମୀ ଅଟନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଚଳଚିତ୍ର ଜଗତ ର ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତେବେ ଠିକ୍ ସେହିଭଳି ଯାତ୍ରା ଜଗତ ରେ ମଧ୍ୟ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ଭିନ୍ନ ଚରିତ୍ର ରେ ଅଭିନୟ କରି ବେସ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ।
ତେବେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଓ ଆଜି ଆମେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଯାହାବି କିଛି ଜାଣିବା କୁ ପାଇବା ସେହି ସମସ୍ତ କଥା ସେ ଏକ ସାକ୍ଷାତକାର ରେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ସେ କହିଛନ୍ତି ।
ତେବେ ବନ୍ଧୁଗଣ ଯାତ୍ରା ଜଗତ ରେ ଏହି ଅଭିନେତ୍ରୀ ଜନକ ଅଭିନୟ କରିବାର ୧୦ ରୁ ୧୨ ବର୍ଷ ହୋଇ ଯାଇଛି । ତେବେ ଭୁବନେଶ୍ୱର ଠାରୁ ତାଙ୍କ ଘର୍ ୪ କିଲୋ ମିଟର । ତେବେ ସେ ପ୍ରଥମେ ଯାତ୍ରା ଜଗତ କୁ ଦେଖିବକୁ ଆସିଥିଲେ ଓ ତାଙ୍କୁ ବହୁତ୍ ପସନ୍ଦ ମଧ୍ୟ ଆସିଥିଲା । ତେବେ ପରବର୍ତ୍ତୀ ସମୟ ରେ ଯାତ୍ରା ଜଗତ ରେ ଗୀତ ଗାଇଥିଲେ ଓ ପରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ତେବେ ଏହି ସାକ୍ଷାତକାର ସେ ଅନେକ କଥା କହିଥିଲେ , ତେବେ ବହୁ ଲୋକ।ପ୍ରିୟ ଯାତ୍ରା ପାର୍ଟି ରେ ଆଙ୍କରିଂ କରିବା ସହ ଅଭିନୟ କରୁଥିଲେ । ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଟି ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଥିଲା ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।