ପ୍ରଥମ ଥର ପାଇଁ ଦେଖନ୍ତୁ ଝିଅ ଆମର ନୂଆ ବୋହୂ ହିରୋଇନ ପୂଜା (Lavreena) ଙ୍କ ଜୀବନ କାହାଣୀ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ କିଛି ଲୋକ ପ୍ରିୟ ଓଡ଼ିଆ ଚ୍ୟାନେଲ ରେ ଅନେକ ଲୋକ।ପ୍ରିୟ ଧାରାବାହିକ ପ୍ରସାରିତ ହେଉଛି । ତେବେ ଏହି ଧାରାବାହିକ ଦର୍ଶକ ମାନ ଙ୍କୁ ବେଶ୍ ପସନ୍ଦ ଆସିଛି । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ତରଙ୍ଗ ଟିଭି ରେ ପ୍ରସାରିତ୍ ହେଉଥିବା ଲୋକ ପ୍ରିୟ ଧାରାବାହିକ ଝିଅ ଆମର ନୂଆ ବୋହୂ ନିଶ୍ଚୟ ଦେଖି ଥିବେ ।

ତେବେ ଏହି ଧାରାବାହିକ ରେ ଅଭିନୟ କରୁଥିବା ମୂଖ୍ୟ ଅଭିନେତ୍ରୀ ପୂଜା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆଜି ପୂଜା ଙ୍କ ବିଷୟ ରେ କିଛି ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘର୍ ଘରେ ପରିଚିତ । ପୁଜା ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ ।


ଅଭିନୟ ଆଜି ତାଙ୍କୁ ବେଶ୍ ଲୋକ ପରିଚିତ କରାଇ ପାରିଛି , ତେବେ ବନ୍ଧୁଗଣ ପୁଜା ଙ୍କ ପ୍ରକୃତ ନାମ ହେଉଛି ଲବ୍ରିନ ଖାନ । ତେବେ ସେ ଜଣେ ମୁସଲମାନ , ତେବେ ତାଙ୍କ ପ୍ରକୃତ ଘର ହେଉଛି ବାଲେଶ୍ୱର ରେ । କିନ୍ତୁ ବର୍ତ୍ତମାନ୍ ସମୟ ରେ ସେ ଭୁବନେଶ୍ୱର ରେ ରହୁଛନ୍ତି ସୁଟିଂ ପାଇଁ । ତେବେ ପିଲା ଟି ଦିନ ରୁ ସେ ପାଠ ପଢା ସହିତ ଭଲ ଅଭିନୟ କରିଥିଲେ ।

ତେବେ ସେ ଏହି ଧାରାବାହିକ ରେ ଅଭିନୟ କରିବା ପୂର୍ବ ରୁ ସେ ବହୁତ୍ ମ୍ୟୁଜୀକ୍ ଭିଡିଓ ରେ ସେ ନଜର ଆସିଥିଲେ । ତେବେ ରୀଲ୍ ଲାଇଫ ଅପେକ୍ଷା ସେ ରିଅଲ ଲାଇଫ ରେ ବେଶ୍ ସୁନ୍ଦର ଅଟନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସେ ଝିଅ ଆମର ନୂଆ ବୋହୂ ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସୁଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.