ଅନୁଭବ (Anubhav) ବର୍ଷା (Varsha) ବିବାଦରେ ହିରୋଇନ ଜାଙ୍କଲିନ (Janklin) ଅନୁଭବଙ୍କୁ କହିଲେ ମୁଁ ଆପଣଙ୍କୁ ହୃଦୟରୁ ସପୋର୍ଟ କରୁଛି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ବର୍ତ୍ତମାନ ସମୟରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ଖବର ବହୁତ ଜୋର ସୋର ରେ ଚର୍ଚ୍ଚା ରେ ଧରିଛି ସୋସିଆଲ୍ ମିଡ଼ିଆ ରେ । ହେଲେ ଆପଣ ମାନଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିଥିବ କି କାହିଁକି ଓଲିଓଡ଼ ର କଳାକାର ମାନେ ଖୋଲା ଖୋଲି ଭାବରେ କାହିଁକି କାହାକୁ ସପୋର୍ଟ ରେ ଛିଡା ହେଉ ନାହାନ୍ତି । କିଛି ଦିନ ତଳେ ଆପଣ ମାନେ ଜାଣିଥିବେ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ର ଓ ସବ୍ୟସାଚୀ ଏ ନେଇ କହି ଥିଲେ ହେଲେ ସେମାନେ ଖୋଲା ଖୋଲି ଭାବରେ କାହାକୁ ସମର୍ଥନ କରି ନଥିଲେ ।

ତେବେ ଏହାକୁ ନେଇ ପ୍ରଥମ ଥର ପାଇଁ ଅଭିନେତ୍ରୀ ଜାଙ୍କଲିନ୍ ପରିଡା ସପୋର୍ଟ କରିବା ସାମ୍ନା କୁ ଆସିଛି । ଆପଣ ମାନେ ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ ତଥା ଓଡ଼ିଆ ଚଳଚିତ୍ର୍ ଓ ଓଡ଼ିଆ ଧାରାବାହିକ ରେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଜଣା ସୁଣା ଜାଙ୍କଲିନ୍ ପରିଡା । ସେ ତାଙ୍କ ଅଭିନୟ ରେ କରି ସମସ୍ତ ଦର୍ଶକ ମାନଙ୍କ ମନ ଙ୍କ ହୃଦୟ କୁ ମୋହି ନେଇଛନ୍ତି । ତେବେ ଅଭିନେତ୍ରୀ ଜାଙ୍କଲିନ୍ ପରିଡା କ’ଣ କହିଛନ୍ତି ତାହା ଜାଣିବା ପୂର୍ବ ରୁ ଆସନ୍ତୁ ଜାଣିବା ସେଦିନ ର କଥା ଟି କ’ଣ ଥିଲା ।

ବର୍ତ୍ତମାନ କଟକ ପୁରୀ ଘାଟ ଥାନା ରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ ବର୍ଷା ପ୍ରିୟଦର୍ଶିନୀ । ବର୍ଷା ପ୍ରିୟଦର୍ଶିନୀ ଙ୍କ ଲିଖିତ ଅଭିଯୋଗ ପରେ ମଧ୍ୟ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଫୁଣିଥରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଟାର୍ଗେଟ୍ କରି କହିଛନ୍ତି ଧୈର୍ଯ୍ୟ ଧର ବର୍ଷା ଏହା ତ ଆରମ୍ଭ କେବଳ ତେବେ ଏହାର ଫାଇଦା ଉଠାଉଛନ୍ତି ମିଡ଼ିଆ ଵାଲା ତେବେ ଗତ କିଛି ଦିନ ହେଲା ଅନୁଭବ ମହାନ୍ତି ନିଜ ସୋସିଆଲ ମିଡ଼ିଆ ରେ ମିଡ଼ିଆ ପ୍ରତିନିଧି ଏବଂ ତାଙ୍କ ମଧ୍ୟ ରେ ଥିବା ଚାଟ ସ୍କ୍ରିନସଟ୍ ସେୟାର କରି କହିଛନ୍ତି ।

ପ୍ରିୟ ର ସୋମ୍ୟ ଚୌଧୁରୀ ତୁମେ ଗଣମାଧ୍ୟମ ର ଜଣେ ଭଲ ପ୍ରତିନିଧି ବୋଲି ଭାବିଥିଲି ହେଲେ ଏମିତି କରିବାକୁ ଟିକେ ଖରାପ ଲାଗିଲାନି ତୁମକୁ । ମୁଁ ତୁମ ର ବଡ଼ ଭାଇ ବୋଲି କହି ମୋତେ ଭିଡିଓ ମାଗିଲ ଆଉ ଆଉ ବିଶ୍ବାସ କରିବାକୁ କହିଲା ହେଲର ମୁଁ ଯେତେବେଳେ ନଦେଲି ତୁମେ ମେସେଜ ରେ ମୋତେ ଲେଖିଲ କି ଆଜି ଷ୍ଟୋରି କେମିତି ଯାଉଛି । ବା ଆଉ ତୁମେ ଯାଉ ମେସେଜ କରି କହିଛ ମୁଁ ସେ ସବୁ ବିଷୟ ରେ ସବୁ ଜାଣିଚି ଆଉ ସବୁ ବୁଝିଛି ମଧ୍ୟ ହେଲେ ମୁଁ ଏବେ ପରିସ୍ଥିତି ର ଦାସ ।

କାରଣ ସେପଟୁ ଉପରୁ ଅର୍ଡର୍ ଆସୁଛି ଏମିତିକା ଷ୍ଟଡି କରିବା ପାଇଁ ସୋମ୍ୟ ସାରା ଓଡିଶା ର ଜନ ସାଧାରଣ ଓ ମୋ ସହିତ ମୋ ପରିବାର ମଧ୍ୟ ଜାଣିବାକୁ ଚାହୁଛି ଯେ କିଏ ସେହି ଲୋକ ମାନେ ଯେ କି ଏମିତିକା ମିଛ ଖବର ପ୍ରସାରିତ କରୁଛି । ଆଉ ମୋ ବିରୋଦ୍ଧ ରେ ଅପପ୍ରଚାର କରିବାକୁ ଆଦେଶ ଦେଉଛନ୍ତି । ତୁମେ ସବୁ ସତ ଜାଣିକି ମଧ୍ୟ ସଦାବେଳେ ଏକ ପାକ୍ଷିଆ ଖବର ପରିବ୍ରେସଣ କରୁଛ ସତ କଣ ଆଉ ମିଛ କଣ ତାହା ଏବେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଚାର କରିବେ ।

ତେବେ ଅଭିନେତ୍ରୀ ଜାଙ୍କଲିନ୍ ତଳେ କମେଣ୍ଟ କରି କହିଛନ୍ତି ଯେ ଅନୁଭବ ମହାନ୍ତି ଚିନ୍ତା ଜମା ବି କର ନାହିଁ ଭଗବାନ ସ୍ରବଦା ଆପଣ ଙ୍କ ସହିତ ଅଛନ୍ତି । ଆମେ ମାନେ ତୁମ କୁ ବହୁତ ଭଲ ପାଉ ମୁଁ ସ୍ରବଦା ମୋ ହୃଦୟ ରୁ ଆପଣ କୁ ସମର୍ଥନ କରୁଛି ଆଉ ଏହାର ଉତ୍ତର ରେ ଅନୁଭବ ମହାନ୍ତି କହିଛନ୍ତି ଜାଙ୍କଲିନ୍ ପରିଡା ଆନ୍ତରିକ ରୁ ଧନ୍ୟଵାଦ । ମୁଁ ତୁମର ଖୁସି ଆଉ ସ୍ବାସ୍ଥ୍ୟ ପାଇଁ ପାର୍ଥନା କରୁଛି ଆପଣ ପ୍ରତ୍ୟେକ ଅସୁବିଧା ବିରୁଦ୍ଧ ରେ ସ୍ବର ଉଠାଅ । ଯାହା ସଫଳତା ଆଡକୁ ମଧ୍ୟ ଆସି ପାରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.