ବିବାହର ୧୩ ବର୍ଷ ପରେ ଦୁଇ ଛୁଆଙ୍କୁ ଛାଡି ସ୍ଵାମୀର ସମ୍ପତ୍ତି ଲୁ-ଟି ସ୍ତ୍ରୀ ପ୍ରେମିକ ସହ ଫେ-ରା-ର ହେଲା – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସବୁଠୁ ବଡ ଖବର ଆସି ଯାଇଛି ,ତେବେ ଏହି ଖବର ଟି ବେଶ୍ ଲ-ଜ୍ୟା ଜନକ ଖବର । ତେବେ ବନ୍ଧୁଗଣ ଖବର ଟି ହେଉଛି ଯେ ଦୁଇ ପିଲା ର ମା ପ୍ରେମ ରେ ଉବୁ ଟୁବୁ ହୋଇ ପ୍ରେମିକ ଘର୍ କୁ ଦୌଡ଼ି ଚାଲିଲେ ପତ୍ନୀ ତେବେ ଏ ପଟେ ବରବାଦ ହୋଇଗଲା ପରିବାର । ତେବେ ପରିବାର ରେ ଥିଲେ ଦୁଇ ପିଲା ଓ ସ୍ବାମୀ । ତେବେ ସ୍ବାମୀ ଜଣକ ବହୁତ୍ ଶାନ୍ତ ସରଳ ହୋଇ ଥିବାରୁ ସ୍ତ୍ରୀ ଦେଲା ବଡ ଧୋ-କା ।

ତେବେ ସ୍ତ୍ରୀ ନାମ ରେ ସବୁ କିଛି କରିବା ପରେ ସ୍ବାମୀ ଧୋକା ଦେଲା ଓ ବର୍ତ୍ତମାନ୍ ସମୟ ରେ ଦାଣ୍ଡ ର ଭିକାରୀ ହୋଇଗଲେ ସ୍ବାମୀ । ତେବେ ବର୍ତ୍ତମାନ୍ ସମୟ ରେ ପିଲା ଙ୍କ ଭବିଷ୍ୟତ ଅର୍ଜନ କରି ଥିବା ସମସ୍ତ ଧନ କୁ ଫେରାଇ ଆଣିବା ପାଇଁ ଥାନା ରେ ଅଭିଯୋଗ କରିଛନ୍ତି ସ୍ବାମୀ ।

ତେବେ ବିବାହ ର ୧୩ ବର୍ଷ ପରେ ସ୍ତ୍ରୀ ଦେଇଛି ବଡ ଧୋକା , ତେବେ ସ୍ବାମୀ କୁ ଛାଡ଼ି ପ୍ରେମିକ ସହ ଫେରାର ହୋଇ ଗଲା ଓ ପ୍ରେମିକ ବି ମଧ୍ୟ ମହିଳା ଙ୍କୁ ଗ୍ରହଣ କଲା , ତେବେ ଛାରଖାର ହୋଇଗଲା ପରିବାର । ଘର୍ ଭବିଷ୍ୟତ ଅନ୍ଧାର ହୋଇ ଗଲା । ବେଦୀ ଉପରେ ଦେଇଥିବା ପ୍ରତିଶୃତି କୁ ଭୁଲିଗଲା ସ୍ତ୍ରୀ । ତେବେ ୭ ଜନ୍ମ୍ ର ସାଥୀ ହେବା କୁ କହି ଗୋଟିଏ ଜନ୍ମ ରେ ସ୍ବାମୀ କୁ ଧୋକା ଦେଲା ।

ତେବେ ବନ୍ଧୁଗଣ ଘଟଣା ଟି ଘଟିଛି ମୟୁରଭଂଜ ଜିଲ୍ଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ପୁରୁଣା ପାଣି ଗ୍ରାମ ର ସୁଧୀର ପାତ୍ର ୧୩ ବର୍ଷ ପରେ ଅର୍ଚ୍ଚନା ଙ୍କୁ ବିବାହ କରିଥିଲେ । ତେବେ ବିବାହ ୧୨ ବର୍ଷ ପର୍ଯ୍ୟନ୍ତ ବେଶ୍ ଭଲ ରେ ବିତି ଥିଲା ଓ ଏହି ୧୨ ବର୍ଷ ମଧ୍ୟ ରେ ଉଭୟ ଙ୍କ ଦୁଇ ପିଲା ମଧ୍ୟ ହୋଇଥିଲେ ।

ତେବେ ପରବର୍ତ୍ତୀ ସମୟ ରେ ସେ ସମ୍ପୂର୍ଣ ଭାବେ ବଦଳି ଯାଇଥିଲେ ଓ ନିଜ ପ୍ରେମିକ ସହ ପ୍ରେମ୍ ବାର୍ତ୍ତାଳାପ କରିଥଲେ । ତେବେ ନିଜ ସ୍ବାମୀ ଙ୍କୁ ମଧ୍ୟ ଖରାପ ବ୍ୟବହାର ଦେଖାଇଥିଲେ , ତେବେ ସ୍ବାମୀ ଜଣକ ଏହା ଜାଣିବା ପରେ ଆଶ୍ଚର୍ୟ୍ଯ ହୋଇ ଯାଇଥିଲେ । ତେବେ ଏହି ଭଳି ଭାବେ ଅନେକ କିଛି ଘଟି ଯାଇଛି ଯାହାକି ବେଶ୍ ଲ-ଜ୍ୟା ଜନକ ।

ତେବେ ସବୁଠାରୁ ବଡ଼ କଥା ହେଲା ଯେ ସ୍ବାମୀ କିଣିଥିବା ସ୍ଥାନ କୁ ନିଜ ସ୍ତ୍ରୀ ନାମ ରେ କରିଦେଇଥିଲେ । ତେବେ ଦୁଇ ଟି ଜାଗା କିଣିଥିଲେ ଓ ଏହି ଦୁଇଟି ଜାଗା ର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ , ତେବେ ଘରୁ ୫ ଲକ୍ଷ ଟଙ୍କା ର ସମସ୍ତ ସୁନା ଗହଣା ଆଣି ନିଜ ପ୍ରେମିକ ଙ୍କ ସହ ବାରିପଦା ରେ ରହୁଛନ୍ତି । ତେବେ ସ୍ବାମୀ ଜଣକ ନ୍ୟାୟ ରେ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ , ତେବେ କେମିତି ବା ମିଳିବ ଇଏ କଣ ନାରୀ ହୋଇଛନ୍ତି ଇଏ ବା ପୁରୁଷ ।

ତେବେ ଆଇନ ସମସ୍ତ ଙ୍କ ପାଇଁ ସମ୍ମାନ କିନ୍ତୁ ଏଠି ପୁରୁଷ ଓ ନାରୀ ପାଇଁ ଅଲଗା ଅଲଗା ଭିନ୍ନ ଭିନ୍ନ ଆଇନ । ତେବେ ସ୍ବାମୀ ଜନକ ନିଜ ପିଲା ଙ୍କୁ ଧରି ନ୍ୟାୟ ପାଇଁ ସବୁ ଆଡେ ଯାଉଥିବା ସମୟ ରେ ସ୍ତ୍ରୀ ନିଜ ପ୍ରେମିକ ସହ ବେଶ୍ ଖୁସି ରେ ଅଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.