ବାହାଘର କୁ ଆସିଥିବା ଅତିଥିମାନେ, ବରଯାତ୍ରୀଙ୍କ ନାଗିନ ଡାନ୍ସରେ ଅତିଷ୍ଠ ହୋଇପଡ଼ିଲେ, ଭାଇରାଲ ଭିଡିଓ ଦେଖନ୍ତୁ ଏହି …

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ରେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ସକ୍ରିୟ ହୋଇ ରହୁଛନ୍ତି । ତେବେ ବନ୍ଧୁଗଣ କହିବାକୁ ଗଲେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ।


ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ରେ ସବୁ କିଛି କରିବା ସମ୍ଭବ , ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଅନେକ ପରିଚୟ ପାଇ ପାରିଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ରେ କେତେ ଅଭିନେତା ଓ ଅଭିନେତ୍ରୀ ମାନେ ସୃଷ୍ଟି ହୋଇଛନ୍ତି । ତେବେ ବନ୍ଧୁଗଣ ଆପଣମାନେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭାଇରାଲ ଭିଡିଓ ନିସ୍ଚୟ ଦେଖିଥିବେ ତେବେ ସବୁଦିନ କିଛି ନା କିଛି ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଳ ହୋଇଥାଏ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଯେଉଁ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ତାହା ସବୁ ଠାରୁ ଭିନ୍ନ ଅଟେ । ତେବେ ବନ୍ଧୁଗଣ ଆପଣ ମାନେ ନାଗିନି ନାଚ ଦେଖିଥିବେ । ତେବେ ବର୍ତ୍ତମାନ୍ ସମୟ ରେ ଏକ ନାଗିନ ନାଚ ଦେଖିବାକୁ ମିଳିଛି ଯାହାକି ବର୍ ଯାତ୍ରୀ ର ଅଟେ । ତେବେ ଏହି ବର୍ ଯାତ୍ରୀ ସମସ୍ତ ଲୋକ ମାନେ ଏହି ଏହି ବ୍ୟକ୍ତି ନାଗିନ ନାଚ ଦେଖୁଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.