ପ୍ରତିଦିନ କିଛି ନୂଆ କଥା ସାମ୍ନା କୁ ଆସୁଛି ବର୍ଷା ଓ ଅନୁଭବ (Varsha Anubhav) ବିବାଦ କୁ ନେଇ, ଫୁଣି ଅନୁଭବ ବର୍ଷାଙ୍କୁ ଏମିତି କହିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଅନୁଭବ ସୋସିଆଲ୍ ମିଡ଼ିଆ ରେ ପୋଷ୍ଟ୍ କରି ସିଧାସଳଖ ବର୍ଷା ଙ୍କୁ ଆକସନ୍ ମୋଡ଼ ରେ ନଜର ରେ ଏବେ ଆସିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ସିଧାସଳଖ ବର୍ଷା ଙ୍କ ଫ୍ୟାନ୍ ପେଜ କୁ ସୋସିଆଲ୍ ମିଡ଼ିଆ ରେ ଟ୍ରୋଲ୍ କରିଛନ୍ତି ଅନୁଭବ ତାହା ସହ ନିଜର ସତ୍ୟ ସତ୍ୟତା ଜଣେଇଛନ୍ତି । ବର୍ଷା ତୁମେ ହିଁ ଏହି ଫ୍ୟାନ୍ ପେଜ କୁ ଚଲଉଛ ଆଉ ସିମ୍ପାତି ନେବା ପାଇଁ ଏହି ଘୁନ୍ୟ କାମ କରୁଛ ବୋଲି ଅନୁଭବ ମହାନ୍ତି କହିଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ସୁଚନା ଯୋଗ୍ୟ ଯେ ଅନୁଭବ ମହାନ୍ତି ଙ୍କ ର ଏକ ପୋଷ୍ଟ୍ ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ର ଭିଡିଓ ମାନେ ସୋସିଆଲ୍ ମିଡ଼ିଆ ଫ୍ୟାନ୍ ପେଜ ରେ ଭାଇରାଲ ହୋଇଥିଲା ସେହି ଭିଡିଓ ରେ ଅନୁଭବ ଙ୍କ ନାଁ ନିଆଜାଇ ନଥିଲା କିନ୍ତୁ ସେଇଥିରେ ବହୁତ ଗାଳି କରା ଯାଇଛି ଏବଂ ଏହାକୁ ଅନୁଭବ ମହାନ୍ତି ମଧ୍ୟ ବହୁତ ଘୃ-ଣା କରିବା ସହିତ ଅନୁଭବ ମହାନ୍ତି ଏହାକୁ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଛନ୍ତି ଓ ତାହା ସହିତ ସେଥିରେ କିଛି ଲେଖି ଥିଲେ ଆଉ କହି ଥିଲେ ଏହି ଆକଉଣ୍ଡ ଟି ବର୍ଷା ତୁମ ଆକଉଣ୍ଡ ଆଉ ତୁମେ ଏହି ଘୃ-ଣ୍ୟ କାମ ଟି କରି ପାର ।

ସତ କୁ ତୁମେ ସାମ୍ନା ନକରି ପାରି ଶେଷ ରେ ଅନେକ ଫ୍ୟାନ୍ ପେଜ କୁ ଖୋଲି ତୁମେ ମୋତେ ଟାର୍ଗେଟ୍ କରୁଛ ତୁମେ ସିଧାସଳଖ ସାମ୍ନା କୁ ନଆସିଲେ ମଧ୍ୟ ଅପଜିତ୍ ଭାବରେ ଏ ସବୁ କରୁଛ ବୋଲି ଅନୁଭବ ମହାନ୍ତି ଏହା ସୋସିଆଲ୍ ମିଡ଼ିଆ ରେ କହିଥିଲେ । ଯାହା କୁ ନେଇ ଏବେ ସୋସିଆଲ୍ ମିଡ଼ିଆ ରେ ଖୁବ ଚର୍ଚ୍ଚା ଧରିଛି ।

ତେବେ ସୁଚନା ଯୋଗ୍ୟ ଆମେ ଆପଣ ମାନଂକୁ କହି ରଖୁଛୁ ଯେ ବର୍ଷା ପ୍ରିୟଦର୍ଶିନୀ ନିଜ ଫ୍ୟାନ୍ ପେଜ ରେ ପୋଷ୍ଟ୍ କରିଥିବା ଅନୁଭବ ଙ୍କ ଅନୁଯାୟୀ ପ୍ରଶ୍ନ ହେଉଥିଲା ସ୍ବାମି ନିଜେ ହୋଇ କିପରି ଭାବରେ ସ୍ତ୍ରୀ କୁ ବାହାରେ ତାଲା ପକେଇ ଦେଉଥିଲା କେମିତି ଆଉ ସ୍ତ୍ରୀ ର ସବୁ କଥା ଜାଣି ମଧ୍ୟ ପଲିଟିକ୍ସ୍ ରେ କାଳେ ସ୍ତ୍ରୀ ଯାଇ ସାଂସଦ ରେ ମିଶି ଯିବ ତାଙ୍କୁ ବାରଣ କରା ଯାଉ ଥିଲା ।

ଏବଂ ଯେତେବେଳେ ମାନ ସମ୍ମାନ ବଢ଼ି ଗଲା ସେତେବେଳେ କ’ଣ ପାଇଁ ସ୍ତ୍ରୀ ହଟାଇ ଦିଆଗଲା । ଏହା ସହ ସେ ଲେଖିଛନ୍ତି ଯେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଫ୍ୟାନ୍ ପେଜ ରେ ଲେଖା ଯାଇଛି ଯେ ଯଦି ସ୍ତ୍ରୀ ଙ୍କର ଏଭଳି ଘୃ-ଣ୍ୟ କାମ ତେବେ ସ୍ତ୍ରୀ ଙ୍କ ସହ ମୁହାଁ ମୁହିଁ କାହିଁକି ଯାଇ କଥା ହେଇ ପାରୁନ । କ’ଣ ଆପଣ ଙ୍କ ପାଖ ରେ ସ୍ତ୍ରୀ କୌଣସି ନମ୍ବର ନାହିଁ ।

ଯଦି ଆପଣ ଙ୍କ ପାଖ ରେ ନମ୍ବର ଅଛି ତାହେଲେ ତାଙ୍କୁ ବ୍ଲକ କାହିଁକି କରି ଦିଆ ଯାଇଛି ଏଭଳି ସତ୍ୟା ସତ୍ୟ ଘଟଣା କୁ କେମିତି ଜାଣିଲେ ବୋଲି ଅନୁଭବ ଏହି କଥା ପ୍ରଶ୍ନ କରିଛନ୍ତି ଯଦି ମୁଁ ବର୍ଷା ଙ୍କ ଆକାଉଣ୍ଟ ବ୍ଲକ କରିଛି ତାହେଲେ ଫ୍ୟାନ୍ ମାନେ କେମିତି ଜାଣିଲେ ।
ତେବେ ଏହି ପୋଷ୍ଟ୍ ଟି ହେଉଛି ବର୍ଷା ଙ୍କ ପୋଷ୍ଟ୍ ଆଉ ଏହି ଫ୍ୟାନ୍ ପେଜ ଟି ବର୍ଷା ଙ୍କ ଆକଉଣ୍ଟ ଆଉ ଏହି ପେଜ ଟି ବର୍ଷା ନିଜେ ଚଲାଉଛନ୍ତି ବୋଲି ଅନୁଭବ ସୋସିଆଲ୍ ମିଡ଼ିଆ ରେ କହିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *