ବଡ ଖୁଲାସା ହେଲା – ଅନୁଭବ (Anubhav) ଟିକେ ସାହାର୍ଯ୍ୟ କରିଥିଲେ ମୁଁ ମା ହୋଇଥାନ୍ତି – ବର୍ଷା (Varsha) ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଉଭୟ ପାରିବାରିକ ବିବାଦ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ବିବାଦ ର ମୂଲ କାରଣ ହେଉଛି ଶାରିରୀକ ସମ୍ପର୍କ । ତେବେ ଅନୁଭବ କହିଛନ୍ତି ଯେ ବର୍ଷା ତାଙ୍କ ସହିତ ଶାରିରୀକ ସଂପର୍କ ରଖି ନାହାଁନ୍ତି ।

ତେବେ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କହୁଛନ୍ତି ଯେ ମାଆ ହେବା ପାଇଁ ସହଯୋଗ କରୁ ନ ଥିଲେ ଅନୁଭବ । ତେବେ ଯେତେବେଳେ ଅନୁଭବ ବର୍ଷା ଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀ ପର୍ଟିଆଲ କୋର୍ଟ ରେ ପିଟିସନ ଦାଖଲ କରିଥିଲେ ଯାହାକି ୪୭ ପୃଷ୍ଟା ର ଥିଲା । ତେବେ ଅନୁଭବ ସଫା ସଫି ଭାବେ ଲେଖିଥିଲେ ଯେ ବର୍ଷା ଶା-ରି-ରୀ-କ ସମ୍ପର୍କ ରଖିବା ପାଇଁ ବାରଣ କରିବା ସହ ସମୟ ମାଗୁଥିଲେ ।

ତେବେ ଏହା ପରେ ଦିଲ୍ଲୀ ଆମେରିକା କଟକ ଗଲେ କିନ୍ତୁ ସମ୍ପର୍କ ରଖିଲେ ନାହିଁ । ତେବେ ବର୍ଷା କହୁଛନ୍ତି ତାଙ୍କ ସ୍ବାମୀ ଅନୁଭବ ଶାରିରୀକ ସମ୍ପର୍କ ରଖିବାକୁ ସାହାର୍ଯ୍ୟ କରୁ ନ ଥିଲେ । ମାଆ ହେବା ପାଇଁ ମଧ୍ୟ ସହଯୋଗ କରୁ ନ ଥିଲେ । ତେବେ ଘଟଣା ଟି ର ରହସ୍ୟ କଣ ସ୍ବାମୀ ସ୍ତ୍ରୀ କୁ ସାହାର୍ଯ୍ୟ କରୁ ନ ଥିଲେ କି ସ୍ତ୍ରୀ ସ୍ବାମୀ ଙ୍କୁ ସହଯୋଗ କରୁ ନ ଥିଲେ ।

ତେବେ ବର୍ଷା କହିଛନ୍ତି ଯେ ସେ ତାଙ୍କ ସ୍ବାମୀ ସବୁ କାର୍ଯ୍ୟ ରେ ସାହାର୍ଯ୍ୟ କରି ଆସୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅତି ନିକଟ ରେ ବର୍ଷା ଙ୍କୁ ଟାର୍ଗେଟ କରି ସୋସିଆଲ ମିଡ଼ିଆ ରେ ୩ ଟି ଭିଡିଓ ପୋଷ୍ଟ କରିଛନ୍ତି । ଯାହାକି ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛି ।

ତେବେ ଉଭୟ ପରସ୍ପର ନାମ ରେ ସମ୍ମାନ ଅଭିଯୋଗ ଆଣୁଛନ୍ତି , ତେବେ କିଏ ସତ୍ କହୁଛି କିଏ ମିଛ କହୁଛି ତାହା ସ୍ପଷ୍ଟ ଭାବେ ଜଣା ପଡୁ ନାହିଁ , ତେବେ ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ମଧ୍ୟ ରେ ଶୀତଳ ଯୁଦ୍ଧ ହେଉଛି ସୋସିଆଲ ମିଡ଼ିଆ ରେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.