ହିରୋଇନ ବର୍ଷା (Varsha) ଙ୍କ ଅନ୍ୟ ଭଉଣୀ ମାନେ ସୁନ୍ଦରତା ରେ କୌଣସି Ollywood ହିରୋଇନଙ୍କ ଠାରୁ କମ ନୁହନ୍ତି

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆଜି ଆମର ଏହି ପେଜ ମାଧ୍ୟମ ରେ ଏମିତି ଜଣେ ଲୋକ।ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ଜାଣିବା ଯାହାଙ୍କ ଭଉଣୀ ମାନେ ଦେଖିବାକୁ ହିରୋଇନ୍ ଭଳି । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।

ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ ଆପଣ ମାନେ କିଛି ଜାଣି ଥିବେ । ତେବେ ଆଜି ଆମେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଦୁଇ ଭଉଣୀ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ । ତେବେ ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବହୁତ୍ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ଜବରଦସ୍ତ ଅଭିନୟ କରି ଥିବାର । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ବହୁ ସାରା ଚଳଚ୍ଚିତ୍ର ଅଭିନୟ କରି ସାରିଛନ୍ତି । ତେବେ ବନ୍ଧୁଗଣ କେବଳ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ନୁହେଁ ବରଂ ନିଜ ଜବରଦସ୍ତ ଅଭିନୟ ବର୍ଷା ପ୍ରିୟଦର୍ଶିନୀ ବଙ୍ଗାଳୀ ଇଣ୍ଡଷ୍ଟ୍ରି ରେ ମଧ୍ୟ ଦେଖାଇ ଛନ୍ତି ।
ତାହେଲେ ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ଓଡିଶା ର ଘର୍ ଘରେ ପରିଚିତ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ଜୀବନ ରେ ତାଙ୍କର ଦୁଇ ଭଉଣୀ ଅଛନ୍ତି ଓ ସେମାନେ ବର୍ଷା ଙ୍କ ଠାରୁ ବହୁତ୍ ବଡ । ତେବେ ତାଙ୍କ ଭଉଣୀ ଙ୍କ ନାମ ହେଉଛି ବନାଲି ସାହୁ ଓ ଦେବଯାନୀ ସାହୁ । ତେବେ ସେମାନେ ଦେଖିବାକୁ ବହୁତ୍ ସୁନ୍ଦର ଓ ବର୍ତ୍ତମାନ୍ ସମୟ ରେ ସେମାନେ ନିଜ ଶଶୁର ଘରେ ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.