ଏମିତି ଦୃଶ୍ୟ ଆଗ ରୁ ଦେଖି ନଥିବେ – ବୃଦ୍ଧଙ୍କୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ବ-ଣ ମଣିଷ, କୋହଭରା କାନ୍ଦରେ ଫାଟି ପଡୁଛି ପୁରା ପରିବେଶ – ଦେଖନ୍ତୁ ଭିଡିଓ

VIRAL

ଦୁନିଆ ରେ ଏପରି ବହୁତ ଲୋକ ଅଛନ୍ତି ଯେଉଁ ମାନେ ନିଜ କଥା କୁ ଛାଡି ପ୍ରଥମେ ସମସ୍ତ ଙ୍କ ବିଷୟ ରେ ଭାବନ୍ତି । ଏଠି ମଣିଷ ମଣିଷ ର ମନ କଥା ବୁଝି ପାରୁନି ହେଲେ ଜଣେ ପଶୁ ହେଇ ସେ ବୁଝି ପାରୁଛି ମନ ର କଥା ଏଇଠି ଭଲ ପାଇବା ର ମାନେ ମଣିଷ ବୁଝି ନପାରି ଦଉଚି ପ୍ରତାରଣା ଆଉ ଧୋକ୍କା କିନ୍ତୁ ଗୋଟିଏ ପଶୁ ହେଇକି ବୁଝି ପାରୁଛି ମନ ରେ ଥିବା ଭଲ ପାଇବା କୁ କେବେ ତୁମ କୁ ଏକା କରିବନି ବୋଲି ଭାବି ଦଉଚି ତାହା ସହ ସବୁ ଦିନ ତୁମ ସାଥିରେ ଏକାଠି ରହିବା ପାଇଁ ମନ ସ୍ଥିର କରି ରଖୁଛି ।

ତେବେ ଆସନ୍ତୁ ଜାଣିବା ଏମିତି ଏକ ସମ୍ପର୍କ ବିଷୟ ରେ ଯାହା କୁ ଜାଣିଲେ ବା ଶୁଣିଲେ ଆଖି ଭାରି ଯାଏ ଆଉ ବିସ୍ବାସ ହୋଇଯାଏ କି ଦୁନିଆ ରେ ଏବେ ମଧ୍ୟ ଭଲ ପାଇବା ଅଛି ଆଉ ସେ ଭଲ ପାଇବା ପାଇଁ ଆଜି ସୁନ୍ଦର ସମ୍ପର୍କ ଟି ଆଶା ଧରି ବସି ରହିଛି ଯେ ଯେ କୌଣସି ସମ୍ପର୍କ ହେଉ ନା କାହିଁକି ସମ୍ପର୍କ ରେ ଥିବା ଦରକାର ଭଲ ପାଇବା ଆଉ ବିସ୍ବାସ ଆଉ ନିଜ ନିଜ ଭୀତ ରେ ଥିବା ସୁନ୍ଦର ବୁଝବଣା ଆଉ ଅଲଗା ହେଲା ବେଳେ ଆଖି ରେ ଲୁହ ଆସୁଥିବା ଦରକାର ।

ପ୍ଲିଜ ଆମ କୁ ଛାଡି ଜାଅନା ତୁମ ବିନା ଆମେ ମାନେ କେବେ ବଞ୍ଚି ପାରିବୁନି । ଏହି ସମ୍ପର୍କ ଦେଖି ଜଣା ପଡେ କି ମଣିଷ ହେଉ କି ପଶୁ ସମସ୍ତ ଙ୍କ ଭିତରେ ଭଲ ପାଇବା ଅଛି । ଆପଣ ର ଲୋକ ମାନଂକୁ ଛାଡିବାର ସମୟ ଆସିଲେ ସମସ୍ତେ କାନ୍ଦନ୍ତି ଆଉ ଆଖି ରେ ଲୁହ କେମିତି ବାହାରି ଆସେ ଜଣା ପଡ଼େନି ଏଇଠି ଯେମିତି ବଣ ମଣିଷ କାନ୍ଦୁଛନ୍ତି ।

ଏ ଦୃଶ୍ଯ ଦେଖିଲା ମାତ୍ରେ ଆଖି ରେ ଲୁହ ରହିବନି । ବୃଦ୍ଧ କୁ ଧରି ଭୋ ଭୋ ହୋଇ କାନ୍ଦୁଛନ୍ତି ଆଉ କୋହ ଭରା କାନ୍ଦ ରେ ପୁରା ପରିବେଶ ଫାଟି ପଡୁଛି । ଏମିତି ଦେଖି ଲାଗୁଚି କି ବୃଦ୍ଧ ଜଣକ ଯେପରି ସେମାନ ଙ୍କୁ ଛାଡି ଚାଲି ଯାଉଛନ୍ତି ଆଉ ସେ ଦୁଃଖ ରେ ସେମାନେ ପୁରା ଭାଙ୍ଗି ପଡୁଛନ୍ତି ।

ଏହା ପରେ କାହାଣୀ କ’ଣ ରହିଛି ଯଦିଓ ଠିକ ରେ ଜଣା ପଡି ନାହିଁ ମାତ୍ର କ୍ୟାପସନ୍ ରୁ ଯାହା ଜଣା ପଡିଛି ଅନେକ ବର୍ଷକ ପରେ ସେହି ବୃଦ୍ଧ ଙ୍କ ସହ ଏ ବଣ ମଣିଷ ଙ୍କ ସହ ଭେଟ ହେଇଚି ଆଉ ସେମାନେ ବଣ ମଣିଷ ହେଲେ ମଧ୍ୟ ଆଜି ବି ସେ ବ୍ୟକ୍ତି କୁ ଭୁଲି ପାରୁ ନାହାନ୍ତି । ହେଲେ ଯିବା ସମୟ ରେ ଯେମିତି କହିବାକୁ ଚାହୁଁଛନ୍ତି ଆମ କୁ ଛାଡି ଚାଲି ଯାଅନି ପ୍ଲିଜ୍ ।

ଟୁଇଟର ରେ ସେୟାର ହୋଇଥିବା ଏହି ଭିଡିଓ ସବୁ ୟୁଜର୍ ଙ୍କ ଭୀତ ରେ ପୁରା ଦୁଃଖ ଆଣି ଦେଇଛି । ଅନେକ ମଣିଷ ଆଉ ପଶୁ ଭୀତ ରେ ଥିବା ଭଲ ପାଇବା କୁ ତୁଳନା କରି ବହୁତ କମେଣ୍ଟ ମଧ୍ୟ କରିଛନ୍ତି । ମଣିଷ ହୁଏତ ଧୋକା ଦେଇ ପାରେ କିନ୍ତୁ ପଶୁ ଟିଏ କେବେ ଧୋକା ଦେଇ ପାରେନି ବୋଲି ଏ ଚିତ୍ର ରେ ସ୍ପଷ୍ଟ ଭାବରେ ଜଣା ପଡୁଛି । ତେବେ ଜଣେ ମଣିଷ ଆଉ ପଶୁ ଭୀତ ର ଭଲ ପାଇବା କୁ ଦେଖି ସତ ରେ ଆଖି ଲୁହ ରେ ଭରି ଯାଉଛି ଭଲ ପାଇବା ଶିଖିବାର ଅଛି ତ ଏହି ପଶୁ ମାନଙ୍କ ଠାରୁ ଦେଖ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.