ଝିଅ ପ୍ରେମିକ ସହ ଚାଲି ଆସିବା ପରେ କହିଲେ ମୁଁ ଭଲ ପାଇ ବାହା ହୋଇଛି କିଛି ଭୁଲ କରିନି – ଦେଖନ୍ତୁ ଭିଡିଓ

VIRAL

ଆପଣ ମାନେ ଜାଣିଥିବେ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହାକୁ ଆପଣ ମାନେ ସବୁ ନ୍ୟୁଜରେ ବା ସୋସିଆଲ୍ ମିଡ଼ିଆ ରେ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ । ଏମିତି କିଛି ଘଟଣା ଘଟିଛି ଯାହାକୁ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ । ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଏମିତି କିଛି ନ୍ୟୁଜ ଟି ଭାଇରାଲ ହେବାକୁ ଲାଗୁଚି ଯାହା ସମସ୍ତ ଚକିତ୍ କରି ରଖି ଦେଇଛି । ତେବେ ଏପରି ଏକ ଭିଡିଓ ସାମ୍ନା କୁ ଯାହା ବିଷୟ ରେ ଆମେ ମାନେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତେବେ ବର୍ତ୍ତମାନ ସମୟରେ ଏକ ମହିଳା ତାଙ୍କ ନିଜ ବାପା ଘର ନାଁ ରେ କିଛି କହିଛନ୍ତି । ଯାହା କି ସବୁ ଭିଡିଓ ରେ ଆପଣ ମାନେ ଦେଖିଥିବେ କି ମହିଳା ମାନେ ତାଙ୍କ ସ୍ବାମି ଘର ଙ୍କ ନା ରେ ଅଭିଯୋଗ ଆଣନ୍ତି ସାଧାରଣତ ଭାବ ରେ କିନ୍ତୁ ଏଇଠି ଝିଅ ଟି ନିଜ ସ୍ବାମି ଘର କୁ ସପୋଟ୍ କରିଛନ୍ତି ଆଉ ବାପ ଘର ନାଁ ରେ ଅଭିଯୋଗ ଆଣିଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହାର ପୁରା ତଥ୍ୟ ଉପରେ । ତେବେ ଆପଣ ମାନେ ଯଦି ଜାଣିବାକୁ ଚାହୁଁଥିବେ ସମ୍ପୁର୍ଣ୍ଣ ବିବରଣୀ ଟି ତେବେ ଆପଣ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ତେବେ ଯାଇ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ । ମହିଳା ଜଣକ ଭିଡିଓ କରି କହିଛନ୍ତି କି ସେ ଭଲ ପାଇ ଘରୁ ପଳେଇ ଆସିଛି । ଏବେ ବାହା ହୋଇ ସେ ତା ସ୍ବାମି ଙ୍କ ସହ ବହୁତ ଭଲ ରେ ଅଛି । ହେଲେ ଝିଅ ଘର ଲୋକେ ତାଙ୍କୁ ନେଇ ନିଖୋଜ ହୋଇଥିବା କଥା ଥାନା ରେ ଅଭିଯୋଗ କରିଛନ୍ତି ।

ଆଉ ସେ ଝିଅ ଜଣକ ଚାହୁଁ ନାହାନ୍ତି କି ତାଙ୍କ ପାଇଁ ତାଙ୍କ ସ୍ବାମି ଙ୍କ ପରିବାର ଲୋକେ କୌଣସି ଅସୁବିଧା ରେ ପଡନ୍ତୁ । ଏହି ଝିଅ ଟି ର ନାଁ ହେଉଛି ସ୍ମିତାରାଣୀ ଘର ହେଉଛି ତଲାଡି ବୟସ 20 । ଆଉ ବାପା ଙ୍କ ନାଁ ଅର୍ଜୁନ କୁମାର୍ ଓ ମାଆ ଙ୍କ ନାଁ ହେଉଛି ଗିତା ରାଣୀ । ସେ ଗତ 25 ତାରିଖ ରେ ଘରୁ ଲୁଚି ପଳେଇ ଆସିଛନ୍ତି ।

ପଳେଇ ଆସିକି ସେ ଧନଞ୍ଜୟ୍ ଦାସ ଙ୍କୁ ବିବାହ କରି ସାରିଛନ୍ତି । ସେ ଗତ 4 ବର୍ଷ ହେଲାଣି ଦୁହେଁ ଦୁହିଁ ଙ୍କୁ ଭଲ ପାଉ ଥିଲେ ଘରେ କେହି ରାଜି ହେବେନି ବୋଲି ସେ ଲୁଚି ପଳେଇ ଆସିଥିଲେ ଆଉ ନିଜ ଇଚ୍ଛା ରେ ସେ ଧନଞ୍ଜୟ୍ ଦାସ ଙ୍କୁ ବିବାହ କରିଥିଲେ । ଆଉ ଏ ସବୁ ବିଷୟ ରେ ତାଙ୍କ ବାପ ଘର ଲୋକଙ୍କୁ ଫୋନ ଜରିଆ ରେ ସବୁ କିଛି ଜଣାଇଲା ପରେ ମଧ୍ୟ ତାଙ୍କ ଘର ଲୋକ ମାନେ ତାଙ୍କ ର ମିସିଙ୍ଗ୍ କେସ ରେ ଅଭିଯୋଗ କରିଛନ୍ତି ପୋଲିସ ଥାନା ରେ ।

ତା ପରେ ମଧ୍ୟ ଝିଅ ତୀର ମା ଫୋନ କରି କହିଥିଲେ ଏବେ ବି କିଛି ହେଇନି ଘର କୁ ଫେରି ଆସିବାକୁ କହିଥିଲେ । ପଳେଇ ଆସି କହି ଦେ କି ତୁ ନିଜ ଇଚ୍ଛା ରେ ଯାଇନୁ ବୋଲି । କିନ୍ତୁ ଏହି ଝିଅ ଟି କହିବାକୁ ଚାହୁଁଛନ୍ତି କି ନିଜ ଇଚ୍ଛା ରେ ଆସିଛନ୍ତି ତାଙ୍କୁ କେହି ମଧ୍ୟ ବାଧ୍ୟ କରି ନାହାନ୍ତି । ତାଙ୍କ ମା କହିବା ପରେ ସେ ଫୁଣି ଥରେ ବଲେସ୍ବର୍ ଲକ୍ଷ୍ମୀ ନାରାୟଣ ମନ୍ଦିର ରେ ବାହା ହୋଇ ଛନ୍ତି ।

ଝିଅ ଟି ର କହିବା ଅନୁଯାୟୀ ସେ କହୁଛନ୍ତି କି ସେ ଯାହା ମଧ୍ୟ କରିଛନ୍ତି ନିଜ ଇଚ୍ଛା ରେ ଏହି ଠାରେ କାହାର ବି କିଛି ଭୁଲ ହେଇ ନାହିଁ ତେଣୁ କାହାର କିଛି ମଧ୍ୟ କ୍ଷତି ନହେଉ । ତେଣୁ କରି ଝିଅ ଟି ପାଖ ରେ ସବୁ ପ୍ରମାଣ ରଖିଛନ୍ତି ଏହି ବାହାଘର ରେ କାହାର କିଛି ମଧ୍ୟ ଭୁଲ ନାହିଁ ତାଙ୍କ ପାଖ ରେ ସବୁ ପ୍ରମାଣ ରଖିଛନ୍ତି ନିଜ ପାଇଁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.