ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି ପୃଥିବୀ ଭୁ ପୃଷ୍ଟ ରେ ଯିଏ ବି ଜନ୍ମ ହୋଇଛି ତାର ମରଣ ସୁନିଶ୍ଚିତ । ତେବେ କେତେବେଳେ ମରଣ ତାହା କହି ହେବ ନାହିଁ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବହୁତ୍ କମ ବ୍ୟକ୍ତି ଆ-ତ୍ମ-ହ-ତ୍ୟା କରି ମୃ-ତ୍ୟୁ କରି ଥାନ୍ତି ତ ଆଉ କିଏ ନିଜ ଦୁ-ର୍ଘ-ଟ-ଣା ର ଶିକାର ହୋଇ ମୃ-ତ୍ୟୁ କରି ଥାଆନ୍ତି ।
ତେବେ ବନ୍ଧୁଗଣ ମରଣ କେମିତି ଆସେ କେଉଁ ରୂପ ରେ ଆସେ ତାହା କେହି ବି ଜାଣି ପାରି ନ ଥାଆନ୍ତି । ତେବେ ବନ୍ଧୁଗଣ ଆପଣ ସୋସିଆଲ ମିଡ଼ିଆ ରେ ଅନେକ ଖବର ଦେଖିବାକୁ ପାଉଥିବେ ଯେ କିଛି ବ୍ୟକ୍ତି ମାନେ ଜାଣି ଜାଣି ପ୍ରା-ଣ ହରାଇ ଦେଇଥାନ୍ତି ଅର୍ଥାତ ପାଣି କୁ ଡେଇଁ ମୃ-ତ୍ୟୁ କରିଥାନ୍ତି ତ କିଏ ଫା-ଶୀ ଦେଇ ନିଜ ଜୀବନ ଦେଇଥାଏ ।
ତେବେ ଏହି ଭଳି ଅନେକ ଖବର ଆପଣ ମାନେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆଉ ଏକ ଦୃଶ୍ୟ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି । ତେବେ ଏହି ଭିଡିଓ ମୃ-ତ୍ୟୁ କରି ଥିବାର ଲାଇଭ ଦୃଶ୍ୟ ଯାହାକି ଆପଣ ମାନେ କେବେ ଦେଖି ନ ଥିବେ ।
ତେବେ ବନ୍ଧୁଗଣ ଏହି ଦୃଶ୍ୟ ରେ ଜଣେ ଯୁବତୀ ଜଳ ପ୍ରପାତ ଉପର ଯାଇ ସିଧା ତଳ କୁ ଡେଇଁ ପଡ଼ି ମୃ-ତ୍ୟୁ କରିଛନ୍ତି । ତେବେ ଜଳପ୍ରପାତ ର ନାମ ହେଉଛି ଚିତ୍ରକୁଟ ଜଳପ୍ରପାତ , ତେବେ ଆପଣ ମାନେ ଜାଣିଥିବେ ଏହି ଜଳ ପ୍ରପାତ ରେ କେତେ ପ୍ରବଳ ରେ ପାଣି ପ୍ରବାହିତ ହେଇଥାଏ , ତେବେ ଯୁବତୀ ଜଣକ ପାଣି କୁ ଡେଇଁ ମୃ-ତ୍ୟୁ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ବର୍ତ୍ତମାନ ସମୟ ରେ NDRF ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।