ବର୍ଷା (Varsha) ଥାନାରେ ଏତଲା ଦେବା ପରେ ଫୁଣି ଅନୁଭବ (Anubhav) ଆଉ ଏକ ନୂଆ ଭିଡିଓ ଛାଡିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ।ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ତେବେ ତାହ ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀବନ ର ହେଉ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ,ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଯୋଡି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ।

ତେବେ ଉଭୟ ସୁଟିଂ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ କିନ୍ତୁ ପରବର୍ତ୍ତୀ ସମୟ ରେ ପାରିବାରିକ ବିବାଦ ପାଇଁ ଉଭୟ ପରସ୍ପର ଠାରୁ ଅଲଗା ରହୁଛନ୍ତି । ତେବେ ଉଭୟ ଙ୍କ ବିବାଦ ବର୍ତ୍ତମାନ୍ ସମୟ ରେ କୋର୍ଟ ବିଚାରାଧୀନ ଅଛି । ତେବେ ବର୍ତ୍ତମାନ୍ ସମୟ ରେ ଉଭୟ ନିଜ ବିବାଦ ପାଇଁ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।


ତେବେ ଗତ କିଛି ଦିନ ତଳେ ଅଭିନେତା ଅନୁଭବ ମହାନ୍ତି ନିଜ ଦୁଃଖ କୁ ନିଜ ଯନ୍ତ୍ରଣା ବର୍ଣ୍ଣନା କରି ଦର୍ଶକ ମାନ ଙ୍କୁ ଜଣାଇ ଥିଲେ । ତେବେ ଏହା ପରେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ କହିଥିଲେ , ତେବେ ଅନୁଭବ ଙ୍କୁ ଏହି ଭିଡିଓ କୁ ନେଇ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ନାମ ରେ ଏତଲା ଦେଇଥିଲେ ଥାନା ରେ ।

ତେବେ ବର୍ତ୍ତମାନ୍ ସମୟ ରେ ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟ ସୋସିଆଲ ମିଡ଼ିଆ ରେ ଯୁଦ୍ଧ ଚାଲିଛି । ତେବେ ବର୍ତ୍ତମାନ୍ ସମୟ ରେ ବର୍ଷା ଙ୍କ ନାମ ରେ ପୁଣି ଆଉ ଏକ ଭିଡିଓ କରି ଅନୁଭବ ପୋଷ୍ଟ କରିଛନ୍ତି ।ତେବେ ସ୍ବାମୀ ସ୍ତ୍ରୀ ଙ୍କ ବିବାଦ କୁ ଅନୁଭବ ନୁହେଁ ବର୍ଷା ଆଣିଛନ୍ତି । ତେବେ ମର୍ଯ୍ୟଦାହାନି ନ ହେବା ପାଇଁ ସେ ଦିଲ୍ଲୀ କୋର୍ଟ ରେ ଆବେଦନ କରି ଥିଲେ ।

କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଏହା କଟକ କୁ ଆଣିଥିଲେ , ତେବେ ଅନୁଭବ ଯେତେ ଏହାକୁ ଲୁଚାଇବା କୁ ଚାହୁଁ ଛନ୍ତି ବର୍ଷା ସେତେ ଲୋକ ଲୋଚନ କୁ ଆଣୁଛନ୍ତି ବୋଲି ଅନୁଭବ କହିଛନ୍ତି ଓ ସେ ଆହୁରି କହିଛନ୍ତି ଯେ ବର୍ଷା ଙ୍କ ସବୁ କିଛି ମିଛ ସାର୍ଟିଫିକେଟ ପ୍ରମାଣ ପତ୍ର ରେ କୌଣସି ତାଳମେଳ ନାହିଁ ।ତେବେ ସେ ବର୍ଷା ଙ୍କ ସବୁ ମିଛ ର ମୁଖା ଖୋଲିବେ , ତେବେ ବନ୍ଧୁଗଣ ଏହି ଭିଡିଓ ରେ ଅନୁଭବ ଆହୁରି ଅନେକ କଥା କହିଛନ୍ତି ଯାହାକି ଆପଣ ମାନେ ଏହି ପେଜ ରେ ଦେଖି ପରୁଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.