ବଡ ଖବର – ଅନୁଭବ (Anubhav) ଙ୍କ ପରେ ବର୍ଷା (Varsha) ଛାଡିଲେ ନୂଆ ଭିଡିଓ ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ତେବେ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ତେବେ ନିଜ ସୁଟିଂ ସେଟ ର ଦୃଶ୍ୟ ହେଉ ବା ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ହେଉ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ଏହି ଚର୍ଚ୍ଚା ର ବିଷୟ ରେ ଜାଣିବା ।


ତେବେ ବନ୍ଧୁଗଣ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ତେବେ ବର୍ଷା ପ୍ରିୟଦର୍ଶିନୀ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତାଅନୁଭବ ମହାନ୍ତି ଙ୍କୁ ସୁଟିଂ ସେଟ ରୁ ଭଲ ପାଇ ଥିଲେ ।

ପରବର୍ତ୍ତୀ ସମୟ ରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । କିନ୍ତୁ ଏହି ବିବାହ ବହୁ ଦିନ ରହିନଥିଲା । ବିବାହ କିଛି ଦିନ ପରେ ଏହି ଦୁଇ ଯୋଡ଼ି କୌଣଷି ପାରିବାରିକ ବିବାଦ ଯୋଗୁ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଅଲଗା ହୋଇ ଯାଇଛନ୍ତି ।ଏହି ଝଗଡ଼ା ଏତେ ମାତ୍ର ରେ ବଢ଼ି ଯାଉଛି ଯେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦବା ପାଇଁ ଆଗେଇ ଆସିଛନ୍ତି ।

ଏବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଛାଡ ପତ୍ର ମାମଲା କୋର୍ଟ ରେ ରହିଅଛି । ତେବେ ଅଲଗା ହୋଇଥିଲେ ମଧ୍ୟ ବର୍ଷା ବେଶ୍ ଖୁସି ରେ ଅଛନ୍ତି ଓ ସୁଟିଂ ସେଟ ରେ ବ୍ୟସ୍ତ ଅଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଚର୍ଚ୍ଚା ରେ ରହିବା ର କାରଣ ହେଉଛି ଏକ ସୁଟିଂ ସେଟ ର ଦୃଶ୍ୟ କୁ ନେଇ ।

ମା ତାରା ତାରିଣୀ ପୀଠ ର ରୂପାନ୍ତରଣ ହେବା ପରେ ବର୍ଷା ପ୍ରିୟଦର୍ଶିନୀ ପ୍ରଥମ ଭଜନ ଆଲବମ ସୁଟିଂ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ରେ ଯାହାକି ଆପଣ ମାନେ ଦେଖିବାକୁ ପାଉଥିବେ , ତେବେ ଏଥି ସହିତ ନିଜ ପାରି ବାରିକ ବିବାଦ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.