ସ୍ୱାମୀର ଶା-ରୀ-ରି-କ ସୁଖ ପାଇଁ ସ୍ତ୍ରୀ ବି ସାଜିଥିଲା ଭଉଣୀ ..ଦୁହେଁ ମିଶି ପ୍ରେମିକାଠୁ ଲୁ-ଟୁ ଥିଲେ ଟଙ୍କା – ଦେଖନ୍ତୁ ଭିଡିଓ

ରାଜ୍ୟ

ଆଜି କାଲି ଏପରି ବହୁତ ଭିଡିଓ ଆସୁଛି ଯାହା କି ବିସ୍ବାସ କରି ହେଉ ନାହିଁ । କିନ୍ତୁ ସୋସିଆଲ୍ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ୍ ଯାହା ବି କିଛି ଯେଉଁ ଥାରେ ହେଉ ସେ ବହୁତ ଶୀଘ୍ର ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେଇ ସମସ୍ତ ଙ୍କ ପାଖ କୁ ଖବର ଆସି ପହଞ୍ଚୁଛି । ତେବେ ଆଜି କାଲି ସମ୍ପର୍କ ବହୁତ ମିଛ ହେଇ ସାରିଲାଣି କେଉଁଠାରେ ମଧ୍ୟ ଦେଖ ସବୁ ଥାରେ କେବଳ ଧୋ-କ୍କା ପ୍ର-ତା-ର-ଣା ଆଉ ମିଛ ର କାହାଣୀ ସବୁ ଚାଲିଛି ଯାହା କି ସବୁ ସମ୍ପର୍କ ଉପରୁ ଭରସା ଉଠେଇ ଦେଉଛି ।

ତେବେ ବର୍ତ୍ତମାନ ସମୟରେ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି । ତେବେ ଆପଣ ମାନେ ଯଦି ଏ ଭିଡିଓ ବିଷୟ ରେ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ମାନେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏଁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ସମ୍ପୁର୍ଣ୍ଣ ତଥ୍ୟ ଟି କଉ ବିଷୟ ରେ କୁହା ଯାଉଛି । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ତଥ୍ୟ ଉପରେ ।

ତେବେ ପ୍ରେମ କରି ସାରିଥିଲେ ପ୍ରେମିକା ତେବେ ସେ ଆଗକୁ ବାହାଘର କରିବା କୁ ଯାଉଥିଲେ ପ୍ର୍ରେମିକ କୁ । କିନ୍ତୁ ଏମିତି ଏକ ସତ ସାମ୍ନା କୁ ଆସିଗଲା ଯୁବତୀ ଙ୍କ ଆଖି ଲୁହ ରେ ଭରିଗଲା । ଆଉ ଯୁବତୀ ଜଣକ ପ୍ରେମିକ କୁ ପଚାରିଲେ ଏ ସବୁ କ’ଣ ସତ କଥା ତୁମେ କ’ଣ 12 ବର୍ଷ ତଳୁ ବାହା ହୋଇ ସାରିଛ । ଆଉ ଏ ସବୁ ର ପ୍ରମାଣ ଖୋଜୁ ଖୋଜୁ ମିଳି ଯାଏ ସତ କଥା ଯେ ପ୍ରେମିକ ଯାହା କୁ ଭଉଣୀ ଭଉଣୀ କହି ଆସୁ ଥିଲେ ସେ ଭଉଣୀ ନଥିଲେ ସେ ଥିଲେ ପ୍ରେମିକ ର ସ୍ତ୍ରୀ ।

ଏହି ଭଳି ଭାବ ରେ ଯୁବତୀ ଙ୍କୁ ଥକି ଚଲୁଥିଲେ ଯୁବକ ଜଣକ ପ୍ରେମ ର ବାହାନା ରେ । ଲଗାତାର ଠକିବା ର ସହ ଟଙ୍କା ସୁନା ଓ ରୂପା ସବୁ ନଉଥିଲେ ଯୁବତୀ ଙ୍କ ଠାରୁ । ଆଉ ଘରେ ଥିଲା ତାଙ୍କ ର ସ୍ତ୍ରୀ । ଏବେ ଏହା ନଜର ରେ ଆସିଛି କି ସ୍ବାମି ଆଉ ସ୍ତ୍ରୀ ସମସ୍ତ ଙ୍କୁ ଠକୁ ଥିଲେ ଆଉ ଏମାନଙ୍କ ର ଶିକାର ହୋଇଛନ୍ତି ଏହି ଯୁବତୀ ଜଣକ ଆଉ ଏହି ଯୁବତୀ ଜଣକ ଏବେ ଅଭିଯୋଗ ଆଣିଛନ୍ତି ଏହି ଯୁବକ ଙ୍କ ନାଁ ରେ ।
ଏହି ଯୁବକ ଙ୍କ ନାଁ ହେଉଛି ସଂଜୀବ କୁମାର ମହାପାତ୍ର । ଏହି ଯୁବକ ଜଣକ କୌଣସି କାମ ଧନ୍ଦା କରୁ ନାହାନ୍ତି ।

କିନ୍ତୁ ଯୁବତୀ ଙ୍କ ମନ ରଖିବା ପାଇଁ ବିଭିନ୍ନ ପ୍ରକାର ଆଳ ଦେଖଉଥିଲେ । ଏମିତି କି ସେ ସେଣ୍ଟ୍ରାଲ ଗମେଟ୍ ରେ ସେ ଚାକିରୀ କରନ୍ତି ଆଉ ବିଭିନ୍ନ ସମୟ ରେ ସେ ଯୁବତୀ ଙ୍କୁ ଇମୋସ୍ନାଲ୍ ଡାଇଲଗ୍ କହି ଘର ର ଆର୍ଥିକ ପରିସ୍ଥିତି ଦେଖାଇ ଥିଲେ । ଏପରି କି ଯୁବତୀ କହୁଛନ୍ତି 90 ହଜାର୍ ଟଙ୍କା କେବଳ ଘରୁ ନେଇଛନ୍ତି । ଆଉ ବାକି ସବୁ ସେ ଏହି ଯୁବତୀ ଙ୍କ ଠାରୁ ନେଇଛନ୍ତି ।

ତେବେ ସଂଜୀବ କୁ ମହାପାତ୍ର ଙ୍କ କାହାଣୀ ଦିନେ କି ଦୁଇ ଦିନ ର ନୁହଁ ଏ ପୁରା 12 ବର୍ଷ ର କାହାଣୀ ଯାହା କି ନିଜ ର ସ୍ତ୍ରୀ ଥାଉ ଥାଉ ନିଜ ସ୍ତ୍ରୀ କୁ ଭଉଣୀ କହି ନିଜେ କାହାର ପ୍ରେମିକ ବନି ଟଙ୍କା ସୁନା ସବୁ ଲୋଟ କରୁଥିଲେ । ଯେତେବେଳେ ଯୁବତୀ ସବୁ ସତ କଥା ଜାଣିଲେ ସେତେବେଳେ ଯୁବକ ଙ୍କୁ କହିଥିଲେ ବାହା ହେବା ପାଇଁ ଯେ ଯଦି ତୁମେ ବିବାହିତ ନୁହଁ ତେବେ ତୁମେ ମୋତେ ମ୍ୟାରେଜ କର ।

ଆଉ ବରାମ୍ବାର ଯେତେବେଳେ ସେ ଯୁବକ ଜଣକ ମନା କଲେ ବାହା ହେବା ପାଇଁ ସେତେବେଳେ ଯୁବତୀ ଯାଇ ଥାନା ରେ ସେ ଯୁବକ ନାଁ ରେ ଅଭିଯୋଗ କରିଛନ୍ତି । ଯାହା କୁ ନେଇ ସେ ଯୁବତୀ ଜଣକ ସେ ଚନ୍ଦକା ଥାନା ରେ ଲେଖିଛନ୍ତି ଆଉ ଅଭିଯୋଗ କରିଛନ୍ତି । ଏଇ ଅଭିଯୋଗ ପରେ ଏ ଘଟଣା ଟି ସାମ୍ନା କୁ ଆସିଛି ।

ଏବେ ଏଇ ଘଟଣା କୁ ଲାଗୁଚି ଅତି ସହଜ ରେ କାହାକୁ ଇମୋସ୍ନାଲ୍ ଡାଇଲଗ୍ କହି ବୋକା ବନେଇ ଦୀର୍ଘ 12 ବର୍ଷ ହେଲାଣି ଲୋଟି ଚାଲୁ ଥିଲେ ଯୁବକ । ଆଉ ପ୍ରେମ କରି ଥକି ଚଲୁଥିଲେ ଯୁବତୀ ଜଣକୁ ଆଉ ସେପଟେ 12 ବର୍ଷ ହେଲା ବାହା ହେଇ ଘରେ ସ୍ତ୍ରୀ କୁ ରଖିଛନ୍ତି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.