ପ୍ରଥମ ଥର ପାଇଁ ଦେଖନ୍ତୁ ଯାତ୍ରା ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଳାକାର ଯୋଡି ବିନୋଦ ବେବିନା (Binod Bebina) ଙ୍କ ଦାମୀ ଘର, ଦାମ ଜାଣିଲେ ତାଯୁବ ହୋଇଯିବେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଚଳଚ୍ଚିତ୍ର ଦୁନିଆ ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ ଓ ସେମାନ ଙ୍କ ବିଷୟ ରେ ଅନେକ କିଛି ଜାଣିବାକୁ ପାଉ ଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଚଳଚ୍ଚିତ୍ର ଭଳି ଯାତ୍ରା ଜଗତ ମଧ୍ୟ ବେଶ୍ ଲୋକ ପ୍ରିୟ ହୋଇ ପାରିଛି ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ବିଷୟ ରେ ଜାଣିବା ପାଇଁ ବେଶ୍ ଇଚ୍ଛୁକ ଥାଆନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ଯାତ୍ରା ଜଗତ ଗାଆଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ହେଇ ପାରିଛି । ତେବେ ବନ୍ଧୁଗଣ ଏହି ଯାତ୍ରା ଜଗତ ବହୁ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଯେଉଁ ମାନେ କି ଯାତ୍ରା ଜଗତ ଲୋକ ପ୍ରିୟ ଯୋଡି ଭାବେ ବେଶ୍ ପରିଚିତ ।


ତେବେ ବନ୍ଧୁଗଣ ଆଜି ଆମେ ଯାତ୍ରା ଜଗତ ର ଦୁଇ ଲୋକ ପ୍ରିୟ ଯୋଡି ଙ୍କ ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ଯାତ୍ରା ଜଗତ ର ଲୋକ ପ୍ରିୟ ଯୋଡି ବିନୋଦ ଓ ବେବିନା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ସାରା ଓଡ଼ିଶା ରେ ପରିଚିତ ।

ତେବେ ଏହି ଯୋଡି ଙ୍କୁ ଆପଣ ମାନେ ବହୁ ସାରା ପାର୍ଟି ରେ ଅଭିନୟ କରିଛନ୍ତି । ତେବେ ସେ ବହୁ ନାଟକ ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ବିନୋଦ ଓ ବେବିନା ଙ୍କ ଘର ଦେଖିବା । ତେବେ ବନ୍ଧୁଗଣ ସେମାନଙ୍କ ଘର୍ ଦେଖାଇ ଛନ୍ତି ଆମ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ମୀଟୁନା ଏବଂ ତାଙ୍କ ସ୍ବାମୀ ।

ତେବେ ମୀଟୁନା ଏବଂ ତାଙ୍କ ସ୍ବାମୀ ଆମ ଯଲିଉଡ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା । ତେବେ ବନ୍ଧୁଗଣ ଅଭିନେତ୍ରୀ
ମୀଟୁନା ଏବଂ ତାଙ୍କ ସ୍ବାମୀ ବେବିନା ଓ ବିନୋଦ ଘର କୁ ବୁଲିବାକୁ ଯାଇ ମୀଟୁନା ଙ୍କ ତାଙ୍କ you tube ଚ୍ୟାନେଲ ମୀଟୁନା ବ୍ଲଗସ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ତେବେ ଏହି ଭିଡିଓ ରେ ବେବିନା ଓ ବିନୋଦ ନଜର ଆସିବା ସହିତ ତାଙ୍କ ଘର ର କୋଣ ଅନୁକୋଣ ଏହି ଭିଡିଓ ରେ ଦେଖିବାକୁ ମିଳିଛି । ତେବେ ବିନୋଦ ଓ ବେବିନା ଙ୍କ ଘରେ ୪ ଟି କୁକୁର ରହିଛି ଓ ସୁଆ ମଧ୍ୟ ରଖିଛନ୍ତି , ତେବେ ବନ୍ଧୁଗଣ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ତାଙ୍କ ଘର୍ ଓ ପରିବାର ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.