ବୟସ ଅଧିକା ହେଲାଣି କିନ୍ତୁ ଏବେ ବି ସିଙ୍ଗିଲି ଅଛନ୍ତି Ollywood ର ଏହି ହିରୋମାନେ – ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଲୋକ ପ୍ରିୟ ଅଭିନେତା ମାନଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆଜି ଆମେ ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ କିଛି ଏମିତି ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଯେଉଁ ମାନ ଙ୍କୁ ବିବାହ କରିବା ର ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି , ତେବେ ଆସନ୍ତୁ ଜାଣିବା ।

ବୁଦ୍ଧାଦିତ୍ୟ – ଦର୍ଶକ ବନ୍ଧୁ ଆପଣ ମାନେ ଏହି ଅଭିନେତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଭାବେ ବେଶ୍ ପରିଚିତ । ତେବେ ବନ୍ଧୁଗଣ ଆପଣ ଏହି ଅଭିନେତା ଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଆପଣ ମାନେ ଦେଖିଥିବେ । ତେବେ ବର୍ତ୍ତମାନ୍ ସମୟ ରେ ତାଙ୍କୁ ୪୩ ବର୍ଷ ହୋଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି ।


ବୁଲୁ – ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ।ପ୍ରିୟ ଅଭିନେତା ବୁଲୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ଅଭିନେତା ଜଣକ ଆଲବମ ହିରୋ ଭାବେ ବେଶ୍ ପରିଚିତ । ତେବେ ବନ୍ଧୁଗଣ ବୁଲୁ ଙ୍କୁ ବିବାହ କରିବା ର ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ତାଙ୍କୁ ୪୧ ବର୍ଷ ବୟସ ।

ଅଶ୍ଵିନୀ _- ଦର୍ଶକ ବନ୍ଧୁ ଆପଣ ମାନେ ଏହି ଅଭିନେତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଭାବେ ବେଶ୍ ପରିଚିତ । ତେବେ ବନ୍ଧୁଗଣ ଆପଣ ଏହି ଅଭିନେତା ଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଆପଣ ମାନେ ଦେଖିଥିବେ ତେବେ ବହୁ ସୋ ରେ ମଧ୍ୟ ନଜର ଆସନ୍ତି ଓ ସେ ଲଭ ଗୁରୁ ଭାବେ ସବୁଠି ପରିଚିତ ।ତେବେ ବର୍ତ୍ତମାନ୍ ସମୟ ରେ ତାଙ୍କୁ ୩୮ ବର୍ଷ ହୋଇଥିଲେ ମଧ୍ୟ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି ।


ବବି ମିଶ୍ର – ତାହେଲେ ବନ୍ଧୁଗଣ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡି ଅଭିନେତା ହେଉଛନ୍ତି ବବି ମିଶ୍ର । ତେବେ ଆପଣ ମାନେ ବବି ମିଶ୍ର ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ବହୁ ସାରା ଚଳଚିତ୍ର ରେ , ତେବେ ଆଜି ବବି ମିଶ୍ର ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ନାମ ଅର୍ଜନ କରିବା ସହ ଓଡିଶା ର ଘର ଘରେ ପରିଚିତ ତେବେ ବର୍ତ୍ତମାନ୍ ସମୟ ରେ ତାଙ୍କୁ ୪୬ ବର୍ଷ । ତେବେ ସେ କୋଏଲ ବାନାର୍ଜୀ ଙ୍କୁ ବିବାହ କରିବା ପରେ ଆଉ ବିବାହ କରି ନାହାଁନ୍ତି ଏବେ ଏକା ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.