ବାପା ହେବା ପରେ ଶୁଟିଙ୍ଗ ସେଟ ଛାଡି ଝିଅର ଯତ୍ନ ନେଉଛନ୍ତି ହିରୋ ସୁଜିତ (Sujeet) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ସବୁ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ନିଶ୍ଚିତ ଭାବରେ ଜାଣି ଥିବେ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ସବୁ ଅଭୁନେତା ଓ ଅଭିନେତ୍ରୀ ମାନେ ତାଙ୍କ ର ଦମଦାର୍ ଅଭିନୟ ପାଇଁ ସବୁ ବେଳେ ଖୁବ ଚର୍ଚ୍ଚା ରେ ରହି ଆସୁଛନ୍ତି ସୋସିଆଲ୍ ମିଡ଼ିଆ ରେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଚଳଚିତ୍ର ଆଉ ଧାରାବାହିକ ହେଉଛି ଯେଉଁଥି ରେ ଆମେ ମାନେ ଦେଖିବାକୁ ପାଉଛେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ କିପରି ଅଭିନୟ କରୁଛନ୍ତି । ଏହି ସୁନ୍ଦର ଅଭିନ୍ୟ୍ ଦେଖି ଲୋକ ମାନେ ବେସ ପସନ୍ଦ ମଧ୍ୟ କରୁଛନ୍ତି ଓଡ଼ିଆ ଚଳଚିତ୍ର ଆଉ ଓଡ଼ିଆ ଧାରାବାହିକ ଗୁଡ଼ିକୁ ଦେଖିବା ପାଇଁ ।

ତେବେ ଆପଣ ମାନେ ଆଜି ଭାବୁଥିବେ କି ଆଜି ଆମେ କାହା ବିଷୟ ରେ କହିବାକୁ ଯାଉଛୁ ତେବେ ଯଦି ଆପଣ ମାନେ ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ଆମର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତେବେ ଆଜି ଆମେ ଆଉ କାହା ବିଷୟ ରେ କହିବାକୁ ଯାଉଛୁ । ତେବେ ଆମେ ଆପଣ ମାନଂକୁ ଯାହା ବିଷୟ ରେ କହିବାକୁ ଯାଉଛୁ ଯାହା କୁ ଆପଣ ମାନେ ବହୁତ ଭଲ ପାଆନ୍ତି । ଆଉ ତାଙ୍କର ବିଷୟ ରେ ଆମ ଠୁ ଅଧିକ ଆପଣ ମାନେ ଜାଣିଥିବେ ।

ତେବେ ଆପଣ ମାନେ ଓଡ଼ିଆ ହିରୋ ସୁଜିତ ଙ୍କ ବିଷୟ ରେ ନିହାତି ଭାବରେ ଜାଣିଥିବେ । ତେବେ ସୁଜିତ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଏକ ଜଣାଶୁଣା ଅଭିନେତା ଅଟନ୍ତି ଏବଂ ସେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଲୋକପ୍ରିୟ ଅଭିନେତା ମଧ୍ୟ ଅଟନ୍ତି । ତାଙ୍କ ଅଭିନୟ ପାଇଁ ସେ ଘରେ ଘରେ ଓ ସମସ୍ତ ଦର୍ଶକ ମାନଙ୍କ ମନ ରେ ଘର କରି ରହିଛନ୍ତି । ତେବେ ସୁଜିତ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଚଳଚିତ୍ର ଓ ଓଡ଼ିଆ ଧାରାବାହିକ ରେ ଅଭିନୟ କରିବାର ନଜର ରେ ଆସନ୍ତି ।

ତେବେ ସେ ତାଙ୍କ ଅଭିନୟ କୁ ଯେତେ ନେଇ ଚର୍ଚ୍ଚା ରେ ରହି ନାହାନ୍ତି ସେତେ ତାଙ୍କ ଡ୍ୟାନ୍ସ ପାଇଁ ସେ ସବୁଦିନ ଚର୍ଚ୍ଚା ରେ ରହି ଆସନ୍ତି । ସେ ତାଙ୍କ ଅଭିନୟ ପାଇଁ ସମସ୍ତ ଙ୍କ ମୁହଁ ରେ ସୁଜିତ ସୁଜିତ ର ନାଁ ରହିଛି । ତେବେ ଆପଣ ମାନେ ଜାଣିଥିବେ କି ଏ କିଛି ଦିନ ହେଲା ସୁଜିତ ବହୁତ ଭାଇରାଲ୍ ହେଉଛନ୍ତି ସୋସିଆଲ୍ ମିଡ଼ିଆ ରେ । ତେବେ ଆପଣ ମାନେ ଜାଣିଥିବେ କି ସୁଜିତ ବାପା ହେବାକୁ ଯାଉ ଥିଲେ । ତେବେ ସେ ଏବେ ବାପା ହେଇ ସାରିଛନ୍ତି ମଧ୍ୟ ।

ତେବେ ସୁଜିତ ଙ୍କ ସ୍ତ୍ରୀ ଏବେ ସମ୍ପୁର୍ଣ୍ଣ ରୂପେ ମାଆ ହୋଇ ସାରିଛନ୍ତି ସେ ଏବେ ତାଙ୍କ ପିଲା ଖୁବ ଭାଇରାଲ ହେଉଛନ୍ତି ସୋସିଆଲ୍ ମିଡ଼ିଆ ରେ । ଏବେ ଗୃହ ପ୍ରବେଶ କରୁଛନ୍ତି ତାଙ୍କ କୁନି ପିଲା ଙ୍କ ସହ । ଯାହା ପାଇଁ ତାଙ୍କ ପରିବାର ବହୁତ ଖୁସି ରେ ରହି ଥିବାର ଦେଖିବାକୁ ମିଳେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.