ଅନୁଭବ (Anubhav) ଙ୍କ ନାଁ ରେ ଥାନା ରେ ଏତଲା ଦେଲେ ବର୍ଷା (Varsha) କହିଲେ ତାଙ୍କ ଦିଲ୍ଲୀ ବାନ୍ଧବୀ ମୋ ଡିଭର୍ସର କାରଣ… ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି । ନିଜ ପାରିବାରିକ ବିବାଦ ପାଇଁ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅତି ନିକଟ ରେ ଅନୁଭବ ମହାନ୍ତି ଏକ ଭିଡିଓ କରି ନିଜ ଦୁଃଖ ର ଖବର ବିଷୟ ରେ କହିବା ସହିତ ଭଲ ପାଇ ଭୁଲ କରିଛନ୍ତି ବୋଲି କହିଥିଲେ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ,ଅନୁଭବ ଙ୍କ ଭିଡିଓ ପ୍ରତିକ୍ରିୟା ରଖିଛନ୍ତି । ହଁ ବନ୍ଧୁ ଥାନା ରେ ଅଭିଯୋଗ କରି ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ତେବେ ଅନୁଭବ ନିଜ ଛାତି ର ଯନ୍ତ୍ରଣା କୁ ନିଜ ପ୍ରଶଂସକ ବା ଦର୍ଶକ ମାନ ଙ୍କୁ କହିଥିଲେ । ତେବେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ନାମ ରେ ଏକ ଅଭିଯୋଗ କରିଛନ୍ତି ଅନୁଭବ ଙ୍କ ଏହି ଭିଡିଓ କୁ ନେଇ ।

ତେବେ ବର୍ଷା ଅନୁଭବ ଙ୍କ ନାମ ରେ ଅଭିଯୋଗ କରିଛନ୍ତି ଯେ ଅନୁଭବ ମୋ ନାରିତ୍ଵ ଅ-ପ-ମା-ନ କରୁଛନ୍ତି ,ମିଡ଼ିଆ ମାଧ୍ୟମ ରେ ଚରିତ୍ର ସଂହାର କରି ମୋ ବିରୋଧ ରେ ଷଡ଼ଯନ୍ତ୍ର କରୁଛନ୍ତି । ଭିତ୍ତିହୀନ ଖାନି ସଜେଇ ସମାଜ ରେ ମର୍ଯ୍ୟାଦାର ସହିତ ବଞ୍ଚିବର୍ଟ ଅଧିକାର ଛଡ଼ାଇ ନେଇଛନ୍ତି । ରାତି ଦିନ ପରିଶ୍ରମ କରି କରିଥିବା ଖ୍ୟାତି କୁ ମାଟି ରେ ମାଟି ରେ ମିଶାଇ ଦେଉଛନ୍ତି ଅନୁଭବ । ସମାଜ ରେ ମର୍ଯ୍ୟାଦା ହାନି , ସମ୍ମାନ ହାନି ଘଟାଇଛନ୍ତି ।

୨୦୨୦ ମସିହା ରେ ଅନୁଭବ ଛାଡ଼ପତ୍ର ଦେବା କୁ ବାଧ୍ୟ କରିଥିଲେ ଆଉ ରାଜି ନ ହେବା ରୁ ଧମକାଇ ଥିଲେ । ତେବେ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରତିଶୋଧ ନେଇ ଚାଲିଛନ୍ତି । ୨୦୨୦ ମସିହା ଜୁନ ୭ ତାରିଖ ରେ ଗୋଟିଏ ବଣ୍ଡ ପେପର ସାଇନ୍ କରିବା ପାଇଁ ଅନୁଭବ କହିଥିଲେ , ବଣ୍ଡ ରେ ଫିଲ୍ମ ଛାଡ଼ିବା ପାଇଁ , ରାଜନୀତି କୁ ନ ଆସିବା ପାଇଁ, କୌଣସି ସଭାସମିତି ଓ ସାମାଜିକ କାର୍ଯ୍ୟ ରେ ଯୋଗ ନ ଦେବା ପାଇଁ ବଣ୍ଡ ପେପର ରେ ଲେଖିବାକୁ କହିଥିଲେ ।

ତେବେ ଏଥି ପାଇଁ ଦିଲ୍ଲୀ ରେ ଥିବା ବାନ୍ଧବୀ ଦାୟୀ । ତେବେ ଏହି ଭଳି ଅନୁଭବ ଙ୍କ ନାମ ରେ ଏତଲା ଦେଇଛନ୍ତି । ତେବେ ବନ୍ଧୁଗଣ ଉଭୟ ବର୍ତ୍ତମାନ୍ ସମୟ ରେ ଏକାଠି ହେବା ଅସମ୍ଭବ କାରଣ ଜଣେ ସୋସିଆଲ ମିଡ଼ିଆ ରେ ନିଜର ମନ୍ ର କଥା କୁ ସମସ୍ତ ଙ୍କ ସାମ୍ନା ରେ ପ୍ରକାଶ କରୁ ଥିବା ସମୟ ରେ ଆଉ ଜଣେ ଥାନା ଯାଇ ଅଭିଯୋଗ କରିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.