ବର୍ଷାଙ୍କ (Varsha) ନାମରେ ସାଂଘାତିକ ଅଭିଯୋଗ ଆଣିଲେ ଅନୁଭବ (Anubhav) କହିଲେ ଇର୍ଷାରେ ବର୍ଷା ମୋ ସହ ଅଭିନେତ୍ରୀମାନଙ୍କ ସହ ଏମିତି କରୁଥିଲେ… ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ କିଏ ବିବାହ ପରେ ବହୁତ୍ ଖୁସି ରେ ଅଛି ତ ଆଉ କାହାର ଛାଡ଼ପତ୍ର କୁ ବିବାଦ ଦେଖା ଦେଇଛି ।


ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ବନ୍ଧୁଗଣ ଆପଣମାନେ ଏହି ଯୋଡ଼ି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ଉଭୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ।

ତେବେ ଏହି ଯୋଡି ସୁଟିଂ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବିବାହ କିଛି ଦିନ ପର୍ଯ୍ୟନ୍ତ ବେଶ୍ ଖୁସି ରେ ରହିଲେ ଓ ପରବର୍ତୀ ସମୟ ରେ ଉଭୟ ନିଜ ପାରିବାରିକ ବିବାଦ ପାଇଁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି , ତେବେ ଏହି ବିବାଦ ଟି ବର୍ତ୍ତମାନ୍ ସମୟ ରେ କୋର୍ଟ କୁ ଗଲାଣି କିନ୍ତୁ କିଛି ସମାଧାନ ହେଉ ନାହିଁ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ପାରିବାରିକ ବିବାଦ ପାଇଁ ଅନୁଭବ ମହାନ୍ତି ବେଶ୍ ଚର୍ଚ୍ଚା ରେ ରୁହନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅନୁଭବ ନିଜ ବ୍ୟକ୍ତିଗତ ଜୀବନ କୁ ଅନେକ ଭିଡିଓ କରି ସାରିଛନ୍ତି । ତେବେ ଅନୁଭବ କହିଛନ୍ତି ସେ ଭଲ ପାଇ ଭୁଲ କରିଛନ୍ତି କାରଣ ଏହି ଭଲ ପାଇବା ତାଙ୍କୁ କୋର୍ଟ ନେଇଛି ।

ବିବାହ କରିବା ର ୮ ବର୍ଷ ହୋଇଥିଲେ ମଧ୍ୟ ସ୍ବାମୀ ଅଧିକାର ପାଇ ନ ଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ଆଉ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି ଯାହାକି ଆପଣ ମାନେ ଦେଖିବାକୁ ପାଉଥିବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.