ବର୍ଷାଙ୍କୁ (Varsha) ବିବାହ କରିବାକୁ ଉଭୟଙ୍କ ପରିବାର ସମ୍ମତି ଦେଉନଥିଲେ…ଆଜି ଏମିତି କିଛି କହିଛନ୍ତି ଅନୁଭବ (Anubhav) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଅଭିନେତା ଅନୁଭବ ମହାନ୍ତି ନିଜ ପାରିବାରିକ ବିବାଦ କୁ ନେଇ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।ତେବେ ବନ୍ଧୁଗଣ ଆପଣ ମାନେ ଅନୁଭବ ଙ୍କ ପାରିବାରିକ ବିବାଦ ବିଷୟ ରେ ନିଶ୍ଚୟ ଜାଣିଥିବେ ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଦିନ ମାନ ଙ୍କ ତଳେ ଅଭିନେତା ଅନୁଭବ ମହାନ୍ତି ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଥିଲା । ତେବେ ଏହି ଭିଡିଓ ରେ ସେ ନିଜ କ୍ଷୋଭ ପ୍ରକାଶ କରି ଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆଉ ଏକ ଭିଡିଓ ନେଇ ଅନୁଭବ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।


ତେବେ ଏହି ଭିଡିଓ ରେ ଅଭିନେତା ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ନାମ ନେଇ ବୈବାହିକ ଜୀବନ ରେ ଝ-ଡ ସମ୍ପର୍କ ରେ ମୁହଁ ଖୋଲିଛନ୍ତି । ତେବେ ଅନୁଭବ କହିଛନ୍ତି ବିବାହ କରିବା ର ୮ ବର୍ଷ ହୋଇଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ସ୍ବାମୀ ର ଅଧିକାର ପାଇ ନ ଥିଲେ । ପତି ପତ୍ନୀ ଉଭୟ ଗୋଟିଏ ରୁମ ଏକାଠି ରହୁଥିଲେ ମଧ୍ୟ ଏହି ପବିତ୍ର ସମ୍ପର୍କ ରୁ ବର୍ଷା ବଞ୍ଚିଟ କରି ରଖିଥିଲେ ।

ତେବେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଥିବା ଏହି ପବିତ୍ର ସମ୍ପର୍କ ରେ ରକ୍ଷା ନ କରିବା ଲାଗି ବର୍ଷା ତାଙ୍କୁ ଆରମ୍ଭ ରୁ ମନା କରି ଦେଇଥିଲେ। ତେବେ ୮ ବର୍ଷ ଧରି ଅପେକ୍ଷା ପରେ ସେ ହିଁ ପ୍ରଥମେ ଦିଲ୍ଲୀ କୋର୍ଟ ରେ ଛା-ଡ଼-ପ-ତ୍ର ମାମଲା ଦାଏର କରିଥିଲେ ବୋଲି ଅନୁଭବ କହିଛନ୍ତି । ତେବେ ବନ୍ଧୁଗଣ ଏ ପଟେ ଅନୁଭବ ମହାନ୍ତି ଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାରେ ରେ ଭାଇରାଲ ହୋଇଥିଲେ ମଧ୍ୟ ବର୍ଷା ତାଙ୍କ ପ୍ରତିକ୍ରିୟା ରଖି ନାହାଁନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.