ସେଦିନ ରାତିରେ କଣ ସବୁ ଘଟି ଥିଲା ନାଦିନୀ ନିଜେ କହିଲେ ସବୁ ସତ – ଦେଖନ୍ତୁ ଭିଡିଓ

ରାଜ୍ୟ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଦେଖିବାକୁ ପାଉଥିବେ । ତେବେ ବର୍ତ୍ତମାନ୍ ସମୟ ରେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ଏକ ଅଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଅଡିଓ ରେ ନନ୍ଦିନୀ ସବୁ କିଛି କଥା କହିଛନ୍ତି  ତେବେ ଆସନ୍ତୁ ଜାଣିବା ସେ କଣ କହିଛନ୍ତି ।

ତେବେ ସେ କହିଛନ୍ତି ସେ ଦିନ ରାତି ରେ ସେ ତାଙ୍କ ପାଖ ରେ ଥିଲେ । ତେବେ ସେଦିନ କିଛି କହି ପାରିଲେନି , ତେବେ ବର୍ତ୍ତମାନ୍ ସମୟ ରେ ସେ ଆଣିଥିବା ସମସ୍ତ ଅଭିଯୋଗ ମିଛ ଅଟେ । ତେବେ ସେ ଦିନ ରାତି ରେ ମୋ ସହିତ କଥା ହେଉଥିଲେ ଓ ସେ ତାଙ୍କ ପରିବାର ଲୋକ ବିଷୟ ରେ ସବୁ କିଛି କହିଥିଲେ । ତେବେ ନନ୍ଦିନୀ ଙ୍କ ସ୍ବାମୀ ନନ୍ଦିନୀ ଙ୍କୁ କହିଥିଲେ ଯେ ତାଙ୍କ ଭାଉଜ ରାଗି କରି ଘର୍ ଛାଡ଼ିକି ପଲାଇ ଯାଇଥିଲେ ।

ସେଥିପାଇଁ ସେମାନେ କେସ କରିଥଲେ। ତେବେ ସେ ଫୁଟେଜ ମଧ୍ୟ ଦେଖାଇ ଥିଲେ । ତେବେ ନନ୍ଦିନୀ କହୁଛନ୍ତି ଯେ ସେ ଯେହେତୁ ସେ ଘର୍ ପଲାଇ ଆସିଛନ୍ତି ଓ ତାଙ୍କର କିଛି ବାଟ ମଧ୍ୟ ନାହିଁ ସେଥିପାଇଁ ସେ ମୋତେ ଖରାପ୍ ବୋଲି କହୁଛନ୍ତି । ତେବେ ତାଙ୍କ ସ୍ବାମୀ କହିଥିଲେ ଯେ ବୁଲିବାକୁ ଯିବା ପାଇଁ କିନ୍ତୁ ତାଙ୍କ ଶାଶୁ କହୁଥିଲେ ତମେ ମାର୍କେଟିଙ୍ଗ କରିବା କୁ ଯିବ ।

ତେବେ ନନ୍ଦିନୀ କହିଥିଲେ ଯେ ସେ ଯଦି ବୁଲିବାକୁ ଯିବେ ତେବେ ସେ ମନ୍ଦିର ଯିବେ । ତେବେ ମନ୍ଦିର ଯିବା ପରେ ନନ୍ଦିନୀ ତାଙ୍କ ଘର୍ କୁ ଫୋନ କରିଥଲେ ଓ କହିଥିଲେ ତାଙ୍କୁ ଏଠି ଲାଗୁ ନାହିଁ । ତେବେ ସେଠାରେ ବୁଲିବାକୁ ଯାଇ ମଧ୍ୟ ଉଭୟ ଝଗଡ଼ା ଲାଗିଥିଲେ ଓ ନନ୍ଦିନୀ ମଧ୍ୟ ନିଜ ସ୍ବାମୀ ଙ୍କ ଦୁଇ ଟି ଚା-ପୁ-ଡ଼ା ମାରିଥିଲେ ।

ତେବେ ବନ୍ଧୁଗଣ ଏହି ସମସ୍ତ କଥା ନନ୍ଦିନୀ ନିଜେ କହିଛନ୍ତି ଓ ସେ ଆହୁରି କହିଛନ୍ତି ଯେ ସେ ତାଙ୍କୁ ଖାଇବା ପାଇଁ ଭାତ ଓ ଆଚାର ଦେଇଥିଲେ ଯାହାର ପ୍ରମାଣ ସେ ରଖିଛନ୍ତି । ତେବେ ଏହି ଅଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମଣ ରେ ଭାଇରାଲ ହେବା ରେ ଲାଗିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *