ଅନୁଭବ (Anubhav) କହିଲେ ବିବାହ ପରେ ପ୍ରଥମ ରାତିରେ ବର୍ଷା (Varsha) ଶା-ରୀ-ରି-କ ସମ୍ପର୍କ ରଖିବା ପାରେ ମନା କରିଲେ, ମୁଁ ସାନଭାଇ ରୁମ ରେ ଶୋଇଥିଲି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ ଏହି କିଛି ଦିନ ହେଲା ଅନୁଭବ ମହାନ୍ତି ଙ୍କ ଭିଡିଓ ସବୁ ଭାଇରାଲ ହେବାକୁ ଲାଗୁଚି । ତେବେ ସୋସିଆଲ୍ ମିଡ଼ିଆ ରେ କେବଳ ଚର୍ଚ୍ଚା ଧରିଛି ଅନୁଭବ ମହାନ୍ତି ଙ୍କ ଭିଡିଓ । ତେବେ ଅନୁଭବ ମହାନ୍ତି ଜଣେ ଭଲ ଅଭିନେତା ହେବା ସହ ସେ ଜଣେ ସାଂସଦ । ତେବେ ସେ କେତେବେଳେ ତାଙ୍କ ର ଅଭିନୟ ପାଇଁ ଭାଇରାଲ ହୁଅନ୍ତି ତ କେତେବେଳେ ତାଙ୍କ ର ରଜନୈତିକ କାରଣ ପାଇଁ ।

ତେବେ ବର୍ତ୍ତମାନ ସମୟରେ ମଧ୍ୟ ଅନୁଭବ ମହାନ୍ତି ଙ୍କ ଭିଡିଓ ଖୁବ ଜୋରେ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ । ତେବେ ପୂର୍ବ ରୁ ମଧ୍ୟ ତାଙ୍କ ର ଏକ ଭିଡିଓ ଭାଇରାଲ୍ ହେଇଥିଲା ଯେଉଁଥିରେ କି ସେ କହିଛନ୍ତି ତାଙ୍କ ଜୀବନ ସାଥି ଙ୍କ ବିଷୟ ରେ ସେ କହିଛନ୍ତି କି ତାଙ୍କ ଜୀବନ ରେ ଜଣେ ଜୀବନ ସାଥି ବଛି ବହୁତ ବଡ ଭୁଲ କରିଥିଲେ ଯାହା ପାଇଁ କି ଅନୁଭବ ମହାନ୍ତି ଏ ସବୁ କୁ ନେଇ ତାଙ୍କ ଫ୍ୟାନ୍ ମାନଙ୍କ ଦ୍ବାରା ଟ୍ରୋଲ୍ ହେଇଛନ୍ତି ।

ତେବେ ଆସନ୍ତୁ ଜାଣିବା ଏବେ ଅନୁଭବ ଙ୍କ କେଉଁ ଭିଡିଓ ଟି ବର୍ତ୍ତମାନ ସମୟରେ ଭାଇରାଲ ହେଉଛି । ତେବେ ଅନୁଭବ ମହାନ୍ତି ତାଙ୍କ ନୂଆ ଭିଡିଓ ରେ କହିଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟ ରେ ତା ସହ ସେ କ୍ଷମା ମାଗିଛନ୍ତି କି ସେ କାହାକୁ ଖରାପ କହିବାକୁ ଏହି ଭିଡିଓ ବନେଇ ନାହାନ୍ତି ବାସ ସେ ସତ ସମସ୍ତ ଙ୍କ ସାମ୍ନା କୁ ଆଣି ବାକୁ ଚାହୁଁଛନ୍ତି । ତେବେ ସେ କହିଲେ କି ବର୍ଷା ବାହାଘର ପରେ ତାଙ୍କୁ କହିଲେ କି ତାଙ୍କ ର ପିଲା ଦିନ ରୁ ଶା-ରୀ-ରି-କ ସମ୍ପର୍କ ରଖିବାକୁ ତାଙ୍କୁ ବହୁତ ଡର ଅଛି ।

ସେଇଠି ପାଇଁ ବର୍ଷା ଅନୁଭବ ଙ୍କ ଠାରୁ କିଛି ସମୟ ଚାହୁଁଛନ୍ତି । ଏହି ସବୁ ଶୁଣି ଅନୁଭବ ମହାନ୍ତି ଙ୍କୁ ସେତେବେଳେ ବହୁତ ଆଶ୍ଚର୍ୟ୍ଯ ଲାଗିଥିଲା କାରଣ ବର୍ଷା ଙ୍କ ର ଅନୁଭବ ଙ୍କ ସହ ପ୍ରଥମ ଆଉ ଶେଷ ବିବାହ ହେଇଥିଲା ତେବେ ଅନୁଭବ ଙ୍କ କହିବା ଅନୁଯାୟୀ ସେ ଗୋଟିଏ ରୁମ ସେୟାର କଲା ପରେ ବି କିପରି ଭାବ ରେ ଅଲଗା ରହିବେ । ଏମିତି ଭାବରେ ବର୍ଷା ଅନୁଭବ ସମୟ ମାଗିଥିଲେ । ସେତେବେଳେ ଅନୁଭବ ଭବିଥିଲେ କି ଠିକ ଅଛି ସେ ଯଦି କହୁଛନ୍ତି କିନ୍ତୁ ଏହା ଅଧିକ ଦିନ ସେ ଏମିତି ରହି ପାରିବେ ନାହିଁ ।

କିନ୍ତୁ ସେତେବେଳେ ମଧ୍ୟ ଅନୁଭବ ବର୍ଷା ଙ୍କୁ କୌଣସି ସମୟ ରେ କିଛି ବି ବାଧ୍ୟତା ମୂଳକ କରି ନାହାନ୍ତି ବରଂ ସବୁ ବେଳେ ତାଙ୍କୁ ସମ୍ନାନ କରନ୍ତି । ତାହା ସହ କହିଛନ୍ତି କି 2 ମାସ ନୁହଁ କି 3 ମାସ ଆପେକ୍ଷା କରି ପାରିବେ କିନ୍ତୁ ବର୍ଷ ବର୍ଷ ଧରି ନୁହଁ ନିଶ୍ଚିତ ଭାବ ରେ ତାଙ୍କୁ କଷ୍ଟ ହେବ । ତେବେ ଏହି ସବୁ କୁ ନେଇ କେହି ବି ଥଟ୍ଟା ନ କରିବାକୁ ସେ କହିଛନ୍ତି ।

ଅନୁଭବ ଙ୍କ ଆଶା ବିସ୍ବାସ୍ ଥିଲା କି 3 ମାସ 4 ମାସ ପରେ ତାଙ୍କ ଭୀତ ରେ ଥିବା ସବୁ ସମ୍ପର୍କ କୁ ସମ୍ନାନ ମିଳିବ । ଯଦି ଦୁହେଁ ଦୁହି ଙ୍କି ଭୀତ ରେ ଭଲ ପାଇବା ଥିଲେ ଦୁହେଁ ନିଶ୍ଚିତ ଭାବରେ ଶୀଘ୍ର ଏକାଠି ହେଇ ଯିବେ । ଅନୁଭବ କହିଲେ କି ଏ ସବୁ ଶୁଣି ସାରିଲା ପରେ ସବୁ ଦର୍ଶକ ମାନଙ୍କ ମନ ରେ ଆସୁଥିବ ଏତେ ଦିନ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ କାମ କରିଲା ପରେ 6 ବର୍ଷ ପ୍ରେମ ସମ୍ପର୍କ ଥିଲେ ତେବେ 6 ବର୍ଷ ଥିଲା ପରେ ବି ତାଙ୍କ  ଭୀତ ରେ କ’ଣ ସମ୍ପର୍କ କିଛି ବି ନଥିଲା ।

ଆଉ ଏମିତି 6 ବର୍ଷ ପରେ ତାଙ୍କ ବାହାଘର ପରେ ମଧ୍ୟ କେମିତି ବର୍ଷା ମନା କରିଥିବେ । ସିନେମା ଇଣ୍ଡଷ୍ଟ୍ରୀ ରେ ବର୍ଷା ଅନୁଭବ ଙ୍କ ଠାରୁ ବହୁତ ସିନିୟର୍ ଥିଲେ ବର୍ଷା ବହୁତ ସୁନାମ ଧନ୍ୟ କଳାକାର ଥିଲେ ତାଙ୍କ ଅଭିନୟ କୁ ମଧ୍ୟ ସମସ୍ତେ ବହୁତ ପସନ୍ଦ କରନ୍ତି । ବର୍ଷା ଜଣେ ଚା ଚାଇଲ୍ଡି ଆକ୍ଟର୍ ଥିଲେ ତାଙ୍କ ଭଉଣୀ ମାନେ ମଧ୍ୟ ଅଭିନୟ କରିଛନ୍ତି । ଆଉ ସେ ତାଙ୍କ ଭିତ ରେ ଥିବା ଭଲ ପାଇବା ର ପ୍ରଥମ ରୁ ହିଁ ସେ ବର୍ଷା ଙ୍କୁ ବହୁତ ସମ୍ନାନ ଦେଉଥିଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.