ଶିକ୍ଷକ ଚାକିରି ବଡ ଘୋଟଲା, ପଇସା ଦେଲେ ଚାକିରି ପକ୍କା ହୋଇଯିବ, ଭାଇରାଲ ହେଉଛି ଅଡିଓ କଲ ରେକର୍ଡ – ଦେଖନ୍ତୁ

ରାଜ୍ୟ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମେ ମାନେ ଅନେକ ଖବର ଜାଣିବାକୁ ଓ ଶୁଣିବାକୁ ପାଉଛେ । ପରିଶ୍ରମ କଲେ ସଫଳ ସୁନିଶ୍ଚିତ କିନ୍ତୁ ଏଠି ଟଙ୍କା ଥିଲେ ସବୁ ସମ୍ଭବ । ତେବେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଏକ ଅଡିଓ କ୍ଲିପ୍ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି । ତେବେ ଏହି ଅଡିଓ କ୍ଲିପ୍ ରେ ଦୁଇ ଜଣ ଯୁବକ ଓ ଯୁବତୀ କଥା ହେଉଛନ୍ତି ।

ତେବେ ଏହି ଅଡିଓ ରେ ଜଣେ ଯୁବତୀ କହିଛନ୍ତି ଯେ ଚାକିରି ପାଇଁ ଏଣ୍ଟ୍ରି ହୋଇଗଲା ବ୍ୟସ୍ତ ହୁଅ ନାହିଁ ଏହା ପରେ ଯୁବକ କହିଲେ ଯେ ମୋର ବିଶ୍ବାସ ନ ଥିଲା ତଳି ତଳାନ୍ତ କରି ଦେଇଛନ୍ତି , ବିଲକୁଲ କିଛି ହୋଇ ନଥିବା ରୁ ତାଙ୍କୁ ବହୁତ୍ ଖରାପ ଲାଗିଲା । ତେବେ ଯୁବତୀ ଜଣକ ପଚାରିଲେ ଯୁବକ ଙ୍କୁ ଯେ କେତୋଟି ପ୍ରଶ୍ନ ର ଉତ୍ତର ଦେଇଛ ବୋଲି ଓ ଯୁବକ ଜଣକ କହିଲେ ଯେ ମୁଁ ଠିକ ସେ କରି ପାରିଲି ନାହିଁ ।

ତେବେ ପରବର୍ତ୍ତି ସମୟ ରେ ଯୁବତୀ ଜଣକ ଯୁବକ କୁ ପଚାରି ଥିଲେ ଯେ ଅଟୋ କ୍ଲିକ୍ ହୋଇ ନ ଥିଲା , ଯଦି କିଛି ହୋଇ ନାହିଁ ତେବେ ଟଙ୍କା ଫେରାଇ ଦିଆଯିବ କିନ୍ତୁ ଯୁବକ ଜଣକ ମନା କରିଥିଲେ , କ୍ୟାରିୟର ଖରାପ୍ ହେଇଯିବ ଏହି ଭଳି କଲେ । ତେବେ ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କାରଣ ପଇସା ଯେଉଁ ମାନେ ଦେଇଥିଲେ ସମସ୍ତ ଙ୍କ ର ହୋଇଥିଲା କିନ୍ତୁ ଯୁବକ ଙ୍କ ହୋଇ ନ ଥିଲା ।

ତେବେ ବନ୍ଧୁଗଣ ଏହି ଭଳି ଭାବେ ଅନେକ କଥା ହୋଇଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ଟଙ୍କା ଥିଲେ ସବୁ ଅଛି । ତେବେ ବହୁତ୍ ପିଲା ପରିଶ୍ରମ କରି ଥାଆନ୍ତି କିନ୍ତୁ ଯିଏ ଟଙ୍କା ଦେବ ସେ ଚାକିରୀ ପାଇବ । ତେବେ ଏହି ଅଡିଓ କ୍ଲିପ୍ ରେ ଶେଷ ରେ ଯୁବକ ଜଣକ କହିଥିଲେ ମେରିଟ ଲିଷ୍ଟ ରେ ନ ଆସିଲେ ତାହେଲେ ପଇସା ଫେରାଇ ଦେବେ ପଚାରି ଵାରୁ ଯୁବତୀ ଜଣକ ହଁ କହିଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.