ବିବାହ ପରେ ସବ୍ୟ (Sabyasachi) କଣ ପାଇଁ ଦାଢି ରଖିଲେ ? ପପୁଙ୍କ (Papu Pom Pom) ପ୍ରଶ୍ନର ଏମିତି କିଛି ଉତ୍ତର ଦେଲେ- ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ତେବେ ସମସ୍ତେ ଚାହାନ୍ତି ମଧ୍ୟ ନିଜର ପସନ୍ଦ ର ଅଭିନେତା ଓ ଅଭିନେତ୍ରୀ ବିଷୟ ରେ ଜାଣିବା ପାଇଁ । ତେବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ ଅଟନ୍ତି ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ସୁଟିଙ୍ଗ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ବର୍ତ୍ତମାନ ସମୟ ରେ ବେସ ଖୁସି ରେ ଅଛନ୍ତି ସେମାନଙ୍କ ମଧ୍ୟ ରୁ ବହୁତ ଜଣ ଲୋକ ନଜର ରେ ଆସୁଛନ୍ତି ମଧ୍ୟ । ତେବେ ସେହି ଯୋଡି ମାନଙ୍କ ମଧ୍ୟ ଆମ ର ଅତି ପ୍ରିୟ ଯୋଡି ମନ ମଧ୍ୟ ଅଛନ୍ତି ଯାହାକୁ ଆମ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି ।

ତେବେ ଆପଣ ମାନେ ଅଭିନେତା ସବ୍ୟସାଚୀ ଙ୍କୁ ବହୁତ ବେସ ଭଲ ଭାବ ରେ ଜାଣିଥିବେ ସେ ତାଙ୍କ ଅଭିନୟ ପାଇଁ ସବୁବେଳେ ଖୁବ ଚର୍ଚ୍ଚା ରହି ଆସୁଛନ୍ତି ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା କହିଲେ ସବ୍ୟସାଚୀ । ତାହେଲେ ଆପଣ ମାନେ ସବ୍ୟସାଚୀ ଙ୍କୁ ବହୁ ସାରା ଚଳଚିତ୍ର ରେ ଅଭିନୟ କରିଥିବାର ଦେଖିଥିବେ ସବୁ ଅଭିନୟ ତାଙ୍କ ର ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ କରି ଥିବାର ଦେଖିଥିବେ । ତେବେ ଠିକ ସେହିଭଳି ଆପଣ ମାନେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ମଧ୍ୟ ବେସ ଭଲ ଭାବ ରେ ଜାଣିଥିବେ।

ତେବେ ଏହି ଅଭିନେତ୍ରୀ ଜଣକ ନିଜ ର ଜବରଦସ୍ତ ଅଭିନୟ ପାଇଁ ଓଡିଶା ର ଘର ଘରେ ପରିଚିତ ହେଇଛନ୍ତି ଆଉ ସମସ୍ତ ଙ୍କ ମନରେ ଘର କରି ଲୋକପ୍ରିୟ ହୋଇଛନ୍ତି । ତେବେ ଆପଣ ମାନେ ଅର୍ଚ୍ଚିତା ଙ୍କୁ ବହୁ ସାରା ଚଳଚିତ୍ର ରେ ଦେଖିଥିବେ ଅଭିନୟ କରିବାର ସେ ତାଙ୍କ ଅଭିନୟ ଏକ ନିଆରା ଢଙ୍ଗ ରେ ତାଙ୍କ ସବୁ ଅଭିନୟ କରିଥାନ୍ତି ।

ତେବେ ବନ୍ଧୁଗଣ ସବ୍ୟସାଚୀ ଓ ଅର୍ଚ୍ଚିତା ଉଭୟ ଏକାଠି ହୋଇ ଅନେକ ଚଳଚିତ୍ର ରେ ଅଭିନୟ କରି ଥିବାର ନଜର ଆସିଛନ୍ତି ଓ ଏହି ଯୋଡି ଙ୍କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଛନ୍ତି ଆଉ ନିଜର ପ୍ରିୟ ଯୋଡି କରି ରଖିଛନ୍ତି । ଉଭୟ ରିଅଲ ଲାଇଫ ରେ ସମାଜ ସେବି ଅଟନ୍ତି । ତେବେ ବର୍ତ୍ତମାନ ନନ୍ଦିଘୋଷ ଟିଭି ର ସକାଳ ପୋଗ୍ରାମ ରେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଯୋଗଦାନ କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିଲେ ଓଡ଼ିଆ ସିନେମା ର କମେଡି କିଙ୍ଗ ପପୁ ପମ ପମ ତେବେ ସେ ଏହି ଯୋଡିକୁ ଷ୍ଟେଜ ଉପରକୁ ନିମନ୍ତ୍ରଣ କରିଥିଲେ।

ତେବେ ପପୁ ପମ ପମ ସବ୍ୟ ଙ୍କୁ ପ୍ରଶ୍ନ କରିଥିଲେ କି ବାହାଘର ପରେ ଦାଢ଼ି କାହିଁ ରଖିଛ ଏବଂ ତୁମ ସୁଖୀ ଦାମ୍ପତ୍ୟ ଜୀଵନର ରାଜ କ’ଣ ରହିଛି ଏହି ସବୁ ବିଷୟ ରେ କହିବାକୁ କହିଲେ । ତେବେ ଏହାର ଉତ୍ତର ରେ ସବ୍ୟ କହିଥିଲେ କି ସଂସାର ଗାଡି ଗଡିବା ଭଲ.. ସ୍ତ୍ରୀ କୁ ମାରୁଥା ତେଲ। ତେବେ ସ୍ତ୍ରୀ ର ସବୁକଥା ମାନିଲେ ସଂସାରରେ ସବୁ ଖୁସିରେ ରହି ପାରିବ।ତେବେ ଏହା ସହ ସେ କହିଥିଲେ କି ସେ ଦୁହେଁ ମିଶି ଏକ ଟି ସାର୍ଟ ର ବ୍ରାଣ୍ଡ ଖୋଲୁଛନ୍ତି ଯାହା ଦ୍ୱାରା ସେ ଆହୁରି ସମାଜ ସେବା କରି ପାରିବେ। ବ୍ରାଣ୍ଡ ର ନାମ ହେଉଛି ସ୍ମାଇଲ ପ୍ଲିଜ।

ତେବେ ଶେଷରେ ଦୁହେଁ ରଙ୍ଗବତୀ ଗୀତର ତାଳ ତାଳରେ ନାଚି ଥିଲେ ସବ୍ୟସାଚୀ ଏବଂ କାର୍ଯ୍ୟକ୍ରମ କୁ ଆହୁରି ସୁନ୍ଦର ବନେଇ ପାରିଥିଲେ ସବ୍ୟ ଓ ଅର୍ଚ୍ଚିତା ଏବଂ ପପୁ ପମ ପମ ମଧ୍ୟ ନିଜ କମେଡି ଜରିଆରେ ଲୋକଙ୍କ ମନୋରଞ୍ଜନ କରିଥିଲେ। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.