ଅନୁଭବ (Anubhav) ଙ୍କ ଭିଡିଓ ଜାରି ପରେ ବର୍ଷା ପ୍ରିୟଦର୍ଶନୀ (Varsha) ଫ୍ୟାନ୍ସ କ୍ଲବ ପକ୍ଷ ଅନୁଭବଙ୍କୁ ଏମିତି କହିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଗତ କାଲି ସୋସିଆଲ୍ ମିଡ଼ିଆ ରେ ଅଧ ଘଣ୍ଟା ର ଭିଡିଓ ଟି ସେୟାର କଲେ ସାଂସଦ ଅନୁଭବ ମହାନ୍ତି । ଅଧ ଘଣ୍ଟା ଧରି ନିଜର ଜୀବନ ବିଷୟ ରେ ସୋସିଆଲ୍ ମିଡ଼ିଆ ମାଧ୍ୟମ ରେ ଜଣାଇଲେ । ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ନାଁ ନ ନେଇ ଜୀବନ ରେ ଗୋଟିଏ ଭୁଲ କରିଛନ୍ତି ଜୀବନ ସାଥି ବାଛିବା ରେ ବୋଲି କହିଛନ୍ତି । ପତ୍ନୀ ଙ୍କ ସହ ବିବାଦ ପରେ ନିଜର ରଜନୈତିକ କ୍ୟାରିୟର ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି ଅନୁଭବ ମହାନ୍ତି । ସୋସିଆଲ୍ ମିଡ଼ିଆ ରେ ଅନୁଭବ ଙ୍କର ଭିଡିଓ ଟି ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ।

ଆଜି ବର୍ଷା ପ୍ରିୟଦର୍ଶିନୀ ଙ୍କ ସମର୍ଥନ ରେ ବହରିଛନ୍ତି ତାଙ୍କର ପ୍ରନ୍ସସକ୍ । ସୋସିଆଲ୍ ମିଡ଼ିଆ ରେ ଅନୁଭବ ଙ୍କ ଭିଦିଓ ଟି ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ସିରିଜ୍ ତ୍ୟୁଇଟି କରିଛନ୍ତି ଅନୁଭବ ଙ୍କ ର ନାଁ ନେଇ ଉଲ୍ଲ୍ରେଖ କରିଛନ୍ତି ମିଥ୍ୟାବାଦି ର ମିଥ୍ୟା ଆରୋପ ର ଗପ । ମିଛ ର ମହାଦ୍ରାମା ଆଓ ସତ ଉପରେ ମିଛ ର ଚାଦର ପକାଉଛନ୍ତି ତାହା ସହ ମିଛ କାନ୍ଦ ଡରେଇ ଧମକାଇ ଆଉ ମିଥ୍ୟା ଆରୋପ ଲଗାଇ ବରବାଦ କରିବାର ବଡ଼ ଷଡଯନ୍ତ୍ର ।

ହେଲେ ଆପଣ ବିଜୟିନି ନିଜର କଷ୍ଟ କୁ ଚାପି ସହ ସହ ମୁହଁ ରେ ହସ ଫୁଟାଉଛନ୍ତି ଚୁପଚାପ୍ ଲଢ଼ୁଛନ୍ତି । ନିଜର ନ୍ୟାର ଲଢେଇ ନାଁ କେବଳ ଗଣ ମାଧ୍ୟମ ଅଗରେ ମୁହଁ ଖୋଲିଛନ୍ତି ନାଁ କେବେ ସୋସିଆଲ୍ ମିଡ଼ିଆ ରେ କିଛି ଲେଖିକି ଛାଡିଛନ୍ତି କାହା ବିଷୟ ରେ । ଭଗବାନ ଜାଣିଛନ୍ତି ସତ କ’ଣ ଆଉ ମିଛ କଣ । ତେବେ ରହି ପୋଷ୍ଟ୍ ଟି ବର୍ଷା ଙ୍କ ର ଫ୍ୟାନ୍ ମାନେ ଲେଖିକି ଛାଡି ଛନ୍ତି । ଏହି ପୋଷ୍ଟ୍ କୁ ବର୍ଷା ଲାଇକ କରିଥିଲା ବେଳେ ଏ ନେଇ ବର୍ଷା ଙ୍କ ର କିଛି ମଧ୍ୟ ପ୍ରତିକ୍ରିୟା ମିଳି ନାହିଁ ।

ସୋସିଆଲ୍ ମିଡ଼ିଆ ରେ ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ଆରୋପ୍ ପୂର୍ବ ସମସ୍ତେ ଭଲ ଭାବରେ ଜାଣିଥିବେ । ଉଭୟ ଙ୍କ ଭିତ ରେ ଯେଉଁ ଦିନ ଠାରୁ ବିବାଦ ଆରମ୍ଭ ହେଲାଣି ଆଉ ବିଭିନ୍ନ କଥା ସୋସିଆଲ୍ ମିଡ଼ିଆ ରେ ଲେଖୁ ଥିଲେ ଅନୁଭବ ମହାନ୍ତି ଆଉ ଏହାର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । କିନ୍ତୁ ଗତ କାଲି ଅନୁଭବ ଯାହା ଭିଡିଓ ଛାଡିଛନ୍ତି ଏହା ପରେ ନୂଆ ର୍କ ବିବାଦ ଆରମ୍ଭ ହେଇଚି । ତାହ ସହ ଅନୁଭବ କହିଛନ୍ତି ଯେ ତାଙ୍କ ର ପାରିବାରିକ ବିବାଦ , ତାଙ୍କ ବାପା ମାଆ ଙ୍କ କଥା କହିଛନ୍ତି , ତାଙ୍କ ର ସଙ୍ଘର୍ଷ ପୂର୍ଣ୍ଣ ଜୀବନ କଥା ମଧ୍ୟ କହିଛନ୍ତି ।

କିନ୍ତୁ ଆଜି ଏହି ବିବାଦ ର ନୂଆ ମୋଡ଼ ନେଇଛି । ତେବେ ପୂର୍ବତନ ବିଧାୟକ ପ୍ରତିକ୍ରିୟା କରିଛନ୍ତି କି ଏହି ଘଟଣା କୁ ନେଇ କି କହିଛନ୍ତି କି ସାଂସଦ ଅନୁଭବ ମହାନ୍ତି ବିଭିନ୍ନ କଥା ଯେତେବେଳେ ଏ ପ୍ରସଙ୍ଗ ଧରି କି ଯେତେବେଳେ ଭିଡିଓ ସେୟାର କଲେ ସେତେବେଳେ କେନ୍ଦ୍ରାପଡା ବାସି ଙ୍କ କଥା କହିଥିଲେ ଟିକେ ଭଲ ହୋଇ ଥାନ୍ତା । ଆଉ କେନ୍ଦ୍ରାପଡା ବାସି ଙ୍କ ପାଇଁ ସେ କ’ଣ କରିଛନ୍ତି ସେ କଥା କହିଥିଲେ ଆଉ ଟିକେ ଭଲ ହୋଇଥାନ୍ତା ।

କିନ୍ତୁ ଏ ପର୍ଯ୍ୟନ୍ତ ବର୍ଷା ପ୍ରିୟଦର୍ଶିନୀ ଏ ଘଟଣା ରେ କିଛି ମଧ୍ୟ ପ୍ରତିକ୍ରିୟା କରି ନାହାନ୍ତି । ଯେବେଠୁ ବିବାଦ ଆରମ୍ଭ ହେଲାଣି ବର୍ଷା ପ୍ରିୟଦର୍ଶିନୀ କିଛି ମଧ୍ୟ ପ୍ରତିକ୍ରିୟା ଦେଇ ନାହାନ୍ତି । ସେ ଯେତେବେଳେ କିଛି କଥା ରଖନ୍ତି ସୋସିଆଲ୍ ମିଡ଼ିଆ ରେ ସେ ତାଙ୍କ କଥା ରଖି ଥାନ୍ତି । ସୋସିଆଲ୍ ମିଡ଼ିଆ ରେ ଉଭୟ ଉଭୟ ଙ୍କ ର ପ୍ରତି ଜବାବ ଦେଇ ଥାନ୍ତି ।

ତେବେ ସମସ୍ତ ଙ୍କ ଅଲଗା ଅଲଗା ପ୍ରତିକ୍ରିୟା ଆସିଥିଲା ବେଳେ ବର୍ଷା ଙ୍କ ର କିଛି ମଧ୍ୟ ଏ ଘଟଣା କୁ ନେଇ ପ୍ରତିକ୍ରିୟା ଆସିବାର ନଜର ରେ ଆସି ନାହାନ୍ତି କିନ୍ତୁ ଏ ଘଟଣା କୁ ନେଇ ବର୍ଷା ଙ୍କ ଫ୍ୟାନ୍ ମାନେ ଅନୁଭବ ମହାନ୍ତି ଙ୍କୁ ପ୍ରତିକ୍ରିୟା ଦେଇଛନ୍ତି । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.