ତେଲୁଗୁ ଫିଲ୍ମ ଷ୍ଟାଇଲରେ ରଜ ରେ ଲିଲିଜ ହେବ ବ୍ୟୟ ବହୁଳ ଓଡିଆ ସିନେମା ବିଶ୍ଵନାଥ, ହିରୋ ସମ୍ବିତ (Sambit) କହିଲେ “ଦମ ଅଛି ତ ଦେଖି କୁହ କପି!!” ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଓଡ଼ିଆ ଚଳଚ୍ଚିତ୍ର ବିଶ୍ଵନାଥ ର ଅଡିଓ ରିଲିଜ୍ ହୋଇଛି ଆମର ମ୍ୟୁଜିକ୍ ଦ୍ବାରା । ତେବେ ଏହି ଅଡିଓ ଟି ରିଲିଜ ହୋଇଛି ଭୁବନେଶ୍ୱର ମେ ଫେୟର ହୋଟେଲ ପରିସର ରେ ବର୍ଣ୍ଣାଢ଼୍ୟ ପରିବେଶ ରେ ଅଡିଓ ରିଲିଜ୍ ହୋଇଛି । ତେବେ ଚଳଚ୍ଚିତ୍ର ଟି ଗୋଆ , ସିକିମ ଏବଂ ହାଇଦ୍ରାବାଦ ରେ ସୁଟିଂ ହୋଇଛି ।

ତେବେ ବନ୍ଧୁଗଣ ମେଲୋଡି କିଙ୍ଗ ଅଭିଜିତ ମଜୁମଦାର ଏବଂ ଟିମ୍ ଓ ସମସ୍ତ ଗାୟକ ଓ ଗାୟିକା ମାନେ ସଙ୍ଗୀତ ପରିବେଷଣ କରି ଥିଲେ । ତେବେ ବିଶ୍ଵନାଥ ର ସମସ୍ତ ଗୀତ ଆପଣ ମାନେ କେବଳ ଆମର ମ୍ୟୁଜୀକ you tube ଚ୍ୟାନେଲ ରେ ଦେଖି ପାରିବେ । ତେବେ ବୋବିଲି ଙ୍କ ନିର୍ଦ୍ଦେଶିତ ଏହି ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ନାୟକ ଭୂମିକାରେ ରେ ସମ୍ବିତ ନଜର ଆସିବେ ଓ ମୁଖ୍ୟ ଅଭିନେତ୍ରୀ ଭାବେ ସଂଭାବନା ନଜର ଆସିବେ ।

ତେବେ ବନ୍ଧୁଗଣ ଆପଣ ମାନେ ଏହି ଚଳଚ୍ଚିତ୍ର ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ଦେଖିବାକୁ ପାଇବେ । ତେବେ ଏହି ଚଳଚ୍ଚିତ୍ର ରେ ରାଇ ମୋହନ ପରିଡା , ମିହିର ଦାସ, ପିଣ୍ଟୁ ନନ୍ଦ ପ୍ରମୁଖ ଦମଦାର ଅଭିନୟ କରିଛନ୍ତି । ତେବେ ଏହା ତେଲୁଗୁ ଷ୍ଟାଇଲ ରେ ଆସିବ ଓ ଏହାର ଗୀତ ବେଶ୍ ମନ ଛୁଆଁ । ନିର୍ମଳ ନାୟକ ଓ ବାପୁ ଗୋସ୍ୱାମୀ ଙ୍କ ଗୀତ କୁ ସ୍ବର ସଜାଇଛନ୍ତି ଅଭିଜିତ ମଜୁମଦାର ।

ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଗାୟକ ଓ ଗାୟିକା ମାନେ ପ୍ରମୁଖ ଗୀତ ଗୁଡ଼ିକ ଗାଇଛନ୍ତି । ତେବେ ହ୍ୟୁମାନ ସାଗର , ସ୍ୱୟଂ ପାଢ଼ୀ, ରାଜ ନନ୍ଦିନୀ ପଣ୍ଡା, ସୋହିନୀ ମିଶ୍ର, ଋତୁରାଜ ମହାନ୍ତି ଓ ଜାଗୃତି ମିଶ୍ର ଗାଇଛନ୍ତି । ତେବେ ରଜ କୁ ଏହା ପରଦା କୁ ଆସିବ ବୋଲି ସୁଚନା ମିଳିଛି । ତେବେ ଦେଖା ଯାଉ ଏହି ଚଳଚ୍ଚିତ୍ର ଟି ଦର୍ଶକ ମାନ ଙ୍କୁ କେତେ ପସନ୍ଦ ଆସୁଛି । ତେବେ ସମ୍ବିତ ଓ ସଂଭାବନା ଙ୍କ ଅଭିନୟ ଦର୍ଶକ ମାନ ଙ୍କ ମନ୍ କୁ ମନୋରଂଜନ କରାଉଛି କି ନାହିଁ ତାହା ଦେଖିବାକୁ ରହିଲା ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.