ବହୁତ ବଡ ଖୁସି ଖବର- ollywood ଜଗତ ସବୁ ନାମୀ ଦାମୀ କଳାକାର ଏକାଠି ନଜର ଆସିଲେ, ଏହା ପଛର କାରଣ କଣ ଜାଣନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ।ପ୍ରିୟ ଅଭିନେତା ମାନ ଙ୍କୁ ଆପଣ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବର୍ତ୍ତମାନ୍ ସମୟ ରେ ଆମ।ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ।ପ୍ରିୟ ଅଭିନେତା ଓ କିଛି ଅଭିନେତ୍ରୀ ଏକାଠି ନଜର ଆସିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଅଭିନେତା ଓ ଅଭିନେତ୍ରୀ ମାନେ ଏକାଠି ନଜର ଆସିଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ,ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମୁନା ଭାଇ ନାମ ରେ ବେଶ୍ ପରିଚିତ । ତେବେ ଆପଣ ମାନେ ତାଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରି ଥିବାର ନିସ୍ଚୟ ଦେଖିଥିବେ । ଠିକ୍ ସେହିଭଳି ଆପଣ ମାନେ ଅଭିନେତା ଶ୍ରୀତମ ଦାସ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ


ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଭାବେ ବେଶ୍ ପରିଚିତ । ତେବେ ଆପଣ ମାନେ ତାଙ୍କୁ ବହୁତ୍ ସାରା ଚଳଚ୍ଚିତ୍ର ରେ ଦେଖିଥିବେ , ତେବେ ସେ କେତେବେଳେ ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସି ଥାଆନ୍ତି ତ ଆଉ କେତେବେଳେ ନେଗେଟିଭ ଚରିତ୍ର ରେ ନଜର ଆସିଥାନ୍ତି । ତେବେ ଆପଣ ଅଭିନେତା ଆକାଶ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ,ତେବେ ସେ

ଅଭିନୟ ଦୁନିଆ ରୁ ହୋଇ ଯିବା ପରେ ସେ ରାଜନୀତି ଦୁନିଆ ପାଦ ଥାପି ଛନ୍ତି । ତେବେ ଆପଣ ଆକାଶ ଙ୍କୁ ବେଶ୍ ଭଲ ଭାବ ରେ ଜାଣିଥିବେ । ତେବେ ଠିକ୍ ସେହିଭଳି ଅଭିନେତା ବାବୁସାନ୍ ଓ ଅଭିନେତା ଅମ୍ଳାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଉଭୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ।

ତେବେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ପୂର୍ଣମ୍ , ଭୂମିକା ଓ ପ୍ରକୃତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ସମସ୍ତ ଅଭିନେତା ଓ ଅଭିନେତ୍ରୀ ଏକାଠି ନଜର ଆସିଛନ୍ତି । ତେବେ ଏହି ସମସ୍ତ କଳାକାର ମାନେ ଏକାଠି ଗୋଟିଏ ମଞ୍ଚରେ ନଜର ଆସିବା ର କାରଣ ହେଲା ଓଡିଶା ଆରମ୍ଭ ହେଲା ଆଉ ଏକ ମନୋରଞ୍ଜନ ଧର୍ମୀ ଟିଭି ଚ୍ୟାନେଲ । ଏହାର ଉଦଘାଟନ ଉତ୍ସବରେ ସମସ୍ତେ ଯୋଗ ଦେଇଥିଲେ ଯାହାର ନାମ ହେଲା ଷ୍ଟାର କିରଣ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.