ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ସମସ୍ତ ଗାୟକ ଓ ଗାୟିକା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆପଣ ଗାୟକ ହ୍ୟୁମାନ ସାଗର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ,ତେବେ ନିଜ କଣ୍ଠ ପାଇଁ ସେ ବେଶ୍ ଲୋକ ପ୍ରିୟ । ତେବେ ଆପଣ ମାନେ ତାଙ୍କ କଣ୍ଠ ରୁ ବହୁ ସାରା ଆଲବମ ପାଇଁ ନିଶ୍ଚୟ ଦେଖିଥିବେ ।
ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ହ୍ୟୁମାନ ସାଗର ବିବାଦ ରେ ପଡିଛନ୍ତି । ତେବେ ତାଙ୍କ ନାମ ରେ ଥାନା ରେ ଅଭିଯୋଗ ହୋଇଛି ଓ ଏହି ଅଭିଯୋଗ ଟି କରିଛନ୍ତି ଆମ ମାନ ଙ୍କ ସମସ୍ତ ଙ୍କ ପ୍ରିୟ ସଙ୍ଗୀତକାର ଜାପାନୀ ଭାଇ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହ୍ୟୁମାନ ସାଗର ଓ ଜାପାନୀ ଭାଇ ଙ୍କ ଯୋଡି ବେଶ୍ ଚହଳ ସୃଷ୍ଟି କରି ପାରିଥିଲା ।
ତେବେ ଏକାଠି ହୋଇ ଅନେକ ସ୍ୟାଡ ସଙ୍ଗ ଆଣି ଦେଇଥିଲେ ଦର୍ଶକ ମାନ ଙ୍କ ପାଇଁ ଓ ଦର୍ଶକ ମାନେ ଏହାକୁ ଦେଖିବା ପରେ କନ୍ଦିଛନ୍ତି ମଧ୍ୟ । ତେବେ ବଡ ଦୁଃଖ ର କଥା ଯେ ଆଉ ସେହିଭଳି ଗୀତ ଆଉ ଶୁଣିବାକୁ ମିଳିବନି କାରଣ ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ମଧ୍ୟ ରେ ମନାନ୍ତର ହେଇଛି ।
ତେବେ ଏହି ମନାନ୍ତର ଥାନା କୁ ମଧ୍ୟ ଯାଇଛି । ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଉଭୟ ୫ ବର୍ଷ ହେବ ହ୍ୟୁମାନ ସାଗର ଙ୍କୁ ଓଡ଼ିଆ ଆରାଧ୍ୟ ଜଗନ୍ନାଥ୍ ଙ୍କ ପାଇଁ ଏକ ଭଜନ ଗାଇବାକୁ କହିଥିଲେ କିନ୍ତୁ ହ୍ୟୁମାନ ସାଗର ଏହାକୁ ମନା କରି ଦେଇଥିଲେ ଓ କହିଥିଲେ ଜଗନ୍ନାଥ୍ ଙ୍କ ଭଜନ ଗାଇବା ର ମୋର୍ ଧର୍ମ ରେ ନାହିଁ ।
ତେବେ ଏଥି ସହିତ ତପୁ ନାୟକ ଙ୍କୁ ହ୍ୟୁମାନ ସାଗର ଙ୍କ pso ଫୋନ କରି ଧ-ମ-କ ଦେବା ସହିତ ଜାପାନୀ କଟକ ଆସିଲେ ତାଙ୍କୁ ଜୀବନ ରୁ ମା-ରି-ଦେ-ବେ ବୋଲି କହିଥିଲେ । ତେବେ ଏ ନେଇ ଜାପାନୀ ଭାଇ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଜଗନ୍ନାଥ୍ ଙ୍କୁ ଏହି ଭଳି କହି ସେ ବିବାଦ ରେ ଅଛନ୍ତି ଓ ପୂର୍ବ ରୁ ସେ ଝିଅ ନୁହେଁ ତୁ କରୋନା ଭାଇରସ ଗୀତ ଚର୍ଚ୍ଚା ରେ ଥିଲେ ।ତେବେ ଏହାକୁ ନେଇ ହ୍ୟୁମାନ ସାଗର ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖି ନାହାଁନ୍ତି ।।
ଜାପାନୀ ଭାଇ ଢେଙ୍କାନାଲ ରେ ଏକ ଲାଇଭ ଶୋ ରେ ହ୍ୟୁମାନଙ୍କ ବିରୋଧରେ ସ୍ଵର ଉଠାଇଚାହନ୍ତି, ସେ କହିଛନ୍ତି ଆପଣମାନଙ୍କ ପ୍ରିୟ ସିଙ୍ଗର ଆପଣ ମାନଙ୍କ ହୃଦୟରେ ରାଜ କରୁଛନ୍ତି କିନ୍ତୁ ଜଗନ୍ନାଥ ଭଜନ କେବେ ଗାଉ ନାହାନ୍ତି, ତେବେ ସେ କୌଣସି ଷ୍ଟେଜ ରେ ଗୀତ ଗାଇବେ ନାହିଁ ବୋଲି ଲୋକଙ୍କୁ ମହାପ୍ରଭୁଙ୍କ ପାଇଁ ଏଇ ଲଢେଇ ବୋଲି କହିଥିଲେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।