ଅନୁଭବ (Anubhav) କାନ୍ଦି କାନ୍ଦି ତାଙ୍କ ଜୀବନ ଦୁଃଖ କାହାଣୀ କହିଲେ ” ଭଲ ପାଇଁ ଭୁଲ କରିଲି” – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ।ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତା ଅନୁଭବ ମହାନ୍ତି ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମ ରେ ଜାଣିବା ।ତେବେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ କହିବାକୁ ଯାଉଥିବା ଖବର ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।

ତେବେ ବନ୍ଧୁଗଣ ଆପଣ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ତେବେ ଅନୁଭବ ଜଣେ ଭଲ ଅଭିନେତା ହେବା ସହିତ ଜଣେ ରାଜନେତା । ତେବେ ବର୍ତ୍ତମାନ୍ ସମୟ ରେ କେନ୍ଦ୍ରାପଡ଼ା ର ସାଂସଦ ଅଟନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅନୁଭବ ମହାନ୍ତି ସୁଟିଂ ସେଟ ରୁ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଭଲ ପାଈ ବିବାହ କରିଥଲେ ।

ତେବେ ଉଭୟ ଖୁସି ରେ କିଛି ଦିନ ରହିବା ପରେ କିଛି ପାରିବାରିକ ବିବାଦ ପାଇଁ ଅଲଗା ହୋଇ ଯାଇଥିଲେ ।ତେବେ ପରସ୍ପର ଠାରୁ ଅଲଗା ରହୁଛନ୍ତି ଦୀର୍ଘ ଦିନ ପଯ୍ୟନ୍ତ , ତେବେ ଉଭୟ ନିଜ ବିବାଦ ପାଇଁ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ସମାଧାନ ପାଇଁ କିନ୍ତୁ ବର୍ତ୍ତମାନ୍ ସମୟ ରେ ଏହି ବିବାଦ ର ସମାଧାନ ହୋଇ ନାହିଁ ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅନୁଭବ କିଛି ବକ୍ତବ୍ୟ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ଏହି ଭିଡିଓ ଟି ବର୍ତ୍ତମାନ୍ ସମୟ ରେ ସୋସିଆଲ ନିଆଁ ଭଳି ଭାଇରାଲ ହେବା ରେ ଲାଗିଛି ।ତେବେ ଆଜି ଆମେ ଏହି ବିଷୟ ରେ ଜାଣିବା । ତେବେ ଅନୁଭବ ଙ୍କ ଏହି ଭିଡିଓ ରେ ଅନୁଭବ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ସେ ନିଜ ମନ୍ ର କଥା କହିଛନ୍ତି ।

ତେବେ ସେ ଭଲ ପାଈ ଭୁଲ କରିଛନ୍ତି ବୋଲି ସେ କହିଛନ୍ତି । ତେବେ ୨୦୦୮ ମସିହା ରେ ମୁଁ କେବଳ ବର୍ଷା ଙ୍କୁ ଭଲ ପାଉଥିଲି ତାଙ୍କ ବିନା ମୁଁ ଆଉ କାହାକୁ ଭଲ ପାଇ ନ ଥିଲି । ତେବେ ସେ ଭୁଲ କରିଛନ୍ତି ଜୀଵନ ସାଥୀ ବାଛିବା ରେ । ତେବେ ୨୦୦୮ ରେ ସେ ଜନକୁ ବହୁତ୍ ଭଲ ପାଉଥିଲେ ନିଜ ଜୀବନ ଠାରୁ ଅଧିକ । ତେବେ ସେ ତାଙ୍କ ବିନା କାହା ବିଷୟ ରେ ଭାବି ନାହାଁନ୍ତି ।

ତେବେ ବିବାହ ଘର ପାଇଁ ଉଭୟ ଘର୍ ରାଜି ନ ଥିଲେ , ତେବେ ସେ କହିଛନ୍ତି ଜଣେ ମହିଳା ବୋଲି ସେ ଯାହା କହିବେ ଠିକ । ତେବେ ଏହି ଭଳି ଅନେକ କିଛି କହିଛନ୍ତି ଅନୁଭବ ମହାନ୍ତି ତାହା ପୁଣି ମନ ଦୁଃଖ କରି ଓ ସେ କାନ୍ଦୁ ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.