ଶୁଆ କହୁଛି ୨ କ ପଣିକିଆ, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ – ଦେଖନ୍ତୁ ଭିଡିଓ

VIRAL

ଦର୍ଶକ ବନ୍ଧୁ ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ସମସ୍ତ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ଛୋଟ ପିଲା ଙ୍କ ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ସକ୍ରିୟ ହୋଇ ରହୁଛନ୍ତି ସୋସିଆଲ ମିଡ଼ିଆ ରେ ଓ ସୋସିଆଲ ମିଡ଼ିଆ ବର୍ତ୍ତମାନ୍ ସମୟ ରେ ସମସ୍ତ ଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ।

ତେବେ ବନ୍ଧୁଗଣ ଏହି ସୋସିଆଲ ମିଡ଼ିଆ ରେ ସବୁ କିଛି କରିବା ସମ୍ଭବ , ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ଅନେକ ପରିଚୟ ପାଇ ପାରିଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ରେ କେତେ ଅଭିନେତା ଓ ଅଭିନେତ୍ରୀ ମାନେ ସୃଷ୍ଟି ହୋଇଛନ୍ତି । ତେବେ ବନ୍ଧୁଗଣ ଆପଣମାନେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭାଇରାଲ ଭିଡିଓ ନିସ୍ଚୟ ଦେଖିଥିବେ ।

ତେବେ ଏହି ସୋସିଆଲ ମିଡ଼ିଆ ରେ କିଛି ନା କିଛି ଭିଡିଓ ସବୁ ଦିନ ବେଶ୍ ଭାଇରାଲ ହୋଇଥାଏ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ସୋସିଆଲ ମିଡ଼ିଆ ରେ ଏମିଟି ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗୁଛି । ତେବେ ଏହି ଭିଡିଓ ଟି କୁ ଯିଏ ବେ ଦେଖୁଛି ସେଇ ଆଶ୍ଚର୍ଯ୍ୟ ହୋଇ ଯାଉଛି ।

ହଁ ବନ୍ଧୁ ଏହି ଭିଡିଓ ରେ ଗୋଟିଏ ସୁଆ ୨ କ ପଣିକିଆ କହୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଧିକାଂଶ ଲୋକ।ମାନେ ନିଜ ଘରେ ଶୁଆ ପାଲି ଥାଆନ୍ତି ଓ ଶୁଆ ମଣିଷ ଅନେକ କିଛି ଶିଖାଇ ଥାଏ । ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ।

ଏହି ଭିଡିଓ ରେ ସୁଆ ତାର୍ ମାଲିକ କଥା ଶୁଣି ତାର ବୋଲି ମାନି ୨ କ ପଣିକିଆ କହିବା ସହିତ ଆହୁରି ଅନେକ କଥା କହିଛନ୍ତି । ତେବେ ଏହି ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.