ବୟସ ଅଧିକ ହେଲାଣି ହେଲେ ଆଜି ଯାଏଁ ବିବାହ କରି ନଥିବା ଟପ ହିରୋଇନ ମାନେ ଦେଖନ୍ତୁ କିଏ କିଏ ?

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ବୋଲି ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ଆଜି ଆମେ ଆମର ଏହି ପେଜ ମାଧ୍ୟମରେ ଜାଣିବା କିଛି ଅଭିନେତ୍ରୀ ଙ୍କ ବିଷୟ ରେ ଯେଉଁ ମାନ ଙ୍କୁ ବିବାହ କରିବା ର ପ୍ରାପ୍ତ ବୟସ ହୋଇଥିଲେ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି , ତେବେ ଆସନ୍ତୁ ଜାଣିବା ।


ଲିପି – ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଲିପି ଙ୍କୁ ବେଶ୍ ଭାବରେ ଜାଣିଥିବେ , ତେବେ ସେ ତାଙ୍କ ଅଭିନୟ ଜୀବନୀ ରେ ସେ ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ କରିଛନ୍ତି । ତେବେ ସେ ତାଙ୍କ କ୍ୟାରିୟର ପ୍ରଥମେ ଆଲବମ ଦୁନିଆ ରୁ କରିଥଲେ । ତେବେ ବର୍ତ୍ତମାନ୍ ସମୟ ରେ ଲିପି ଙ୍କୁ ୪୦ ବର୍ଷ ହୋଇଥିଲେ ମଧ୍ୟ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି ।

ଅରୁନ୍ଧତୀ ଦେବିକା _ ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ନିଜ ଜବରଦସ୍ତ ବହିନେ ପାଇଁ ସେ ସାରା ଓଡ଼ିଶା ରେ ବେଶ୍ ପରିଚିତ । ତେବେ ସେ ବହୁତ୍ ସାରା ଧାରାବାହିକ କରିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ତାଙ୍କୁ ୩୬ ବର୍ଷ ହୋଇଥିଲେ ମଧ୍ୟ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି ।


ଦେବଯାନୀ – ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ସେ ତାଙ୍କ ଜୀବନ ରେ ବହୁତ୍ ସାରା ଆଲବମ ଓ ଚଳଚିତ୍ର ରେ ଅଭିନୟ କରି ବେସ୍ ଲୋକ ପ୍ରିୟ । ତେବେ ବର୍ତ୍ତମାନ୍ ସମୟ ରେ ତାଙ୍କୁ ୩୬ ବର୍ଷ ହୋଇଥିଲେ ମଧ୍ୟ ସେ ବିବାହ କରି ନାହାଁନ୍ତି ।

ପୁନମ – ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ସେ ବହୁତ୍ ସାରା ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି । ତେବେ ବର୍ତ୍ତମାନ୍ ସମୟ ରେ ତାଙ୍କୁ ୩୪ ବର୍ଷ ହୋଇଥିଲେ ମଧ୍ୟ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ନାହାଁନ୍ତି।

ଲିପ୍ସା – ଦର୍ଶକ ବନ୍ଧୁ ଏହି ଅଭିନେତ୍ରୀ ସାରା ଓଡ଼ିଶା ର ଘର୍ ଘରେ ପରିଚିତ ନିଜ ଜବରଦସ୍ତ ଅଭିନୟ ପାଇଁ । ତେବେ ବର୍ତ୍ତମାନ୍ ସମୟ ରେ ତାଙ୍କୁ ୩୩ ବର୍ଷ ହୋଇଥିଲେ ମଧ୍ୟ ସେ ବିବାହ କରି ନାହାଁନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.