ଓଡିଆ ଅଭିନେତ୍ରୀ ଜିନା ସାମଲ (Zeena) ଅଭିନୟ ଛାଡି ପେଟ୍ରୋଲ ପମ୍ପ ଖୋଲିଲେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ଦର୍ଶକ ମାନଙ୍କ ମନ କୁ ଅତି ସହଜ ରେ ଜିତି ସାରିଛନ୍ତି । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଓଡ଼ିଆ ଚଳଚିତ୍ର ଓ ଓଡ଼ିଆ ଧାରାବାହିକ ହେଇଚି ଯାହା ଲୋକ ମାନେ ଦେଖିବାକୁ ବହୁତ ଭଲ ମଧ୍ୟ ପାଆନ୍ତି । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରର ପ୍ରଥମ ଚଳଚିତ୍ର ର ନାମ ହେଉଛି ସୀତା ବିବାହ । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଧାରାବାହିକ ଓ ଚଳଚ୍ଚିତ୍ର ଆମର ପାରିବାରିକ କାହାଣୀ କୁ ନେଇ କରା ଯାଉଛି ।

ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଏବେ ବହୁତ ନୂଆ ନୂଆ ହିରୋଇନ ଏବେ ବହୁତ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି ତଥାପି ଇଚ୍ଛା ହୁଏ ସେ ପୁରୁଣା ମୁହଁରେ ଟିକେ ଅଭିନୟ ଦେଖିବାକୁ । ଯେପରି କି ଅପରାଜିତା , ମହେଶ୍ବତା , ରଚନା , ଉତ୍ତମ ମହାନ୍ତି ଏପରି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ର ଅଭିନୟ ପାଇଁ ଲୋକମାନଙ୍କ ମନରେ ଏବେ ସୁଦ୍ଧା ଘର କରି ରହିଛନ୍ତି । ତେବେ ଆପଣ ମାନେ ଆମ ର ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ଅଭିନେତ୍ରୀ ଜୀନା କୁ ବହୁତ ଭଲ ଭାବ ରେ ଜାଣିଥିବେ ।

ତେବେ ଅଭିନେତ୍ରୀ ଜୀନା ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଏକ ଜଣା ଶୁଣା ଓ ବହୁ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ବହୁତ ଧାରାବାହିକ ଓ ଓଡ଼ିଆ ଚଳଚିତ୍ର ରେ ଅଭିନୟ କରି ଲୋକ ନଜର ରେ ଆସିଛି ତେବେ ତାଙ୍କର ସବୁ ଥିରେ ଅଭିନୟ ବହୁତ ଦମଦାର ଭାବରେ କରନ୍ତି ଆଉ ଲୋକ ବେସ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ତାଙ୍କ ଅଭିନୟ କୁ ।

ତେବେ ଆପଣ ମାନେ ଦେଖିଥିବେ ଫେରିଆ ମୋ ସୁନା ଭଉଣୀ ଏହି ଓଡ଼ିଆ ଚଳଚ୍ଚିତ୍ର ଟିକୁ ଏହି ଚଳଚିତ୍ର ରେ ଜୀନା ମିହିରି ଦାସ ଙ୍କ ଭଉଣୀ ଭାବରେ ଅଭିନୟ କରିଥିଲେ । ତେବେ ମିହିରି ଦାସ ଓ ଜୀନା ଏହି ସିନେମା ରେ ଭାଇ ଭଉଣୀ ର ଭୂମିକା ରେ ଥିଲେ । ତେବେ ଏହିଥିରେ ସେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିବାର ନଜର ରେ ଆସିଥିଲେ ।

ତେବେ ଏହି ସିନେମା ରେ ଅଭିନେତ୍ରୀ ଜୀନା ଙ୍କ ଅଭିନୟ ବହୁତ ଦମଦାର ହୋଇ ଥିଲା । ଆଉ ଏହି ସିନେମା ପାଇଁ ସେ ବହୁତ ଲୋକ ମାନଙ୍କ ର ପସନ୍ଦ ରେ ମଧ୍ୟ ଆସିଥିଲେ । ତେବେ ଜୀନା ଏପରି ଭାବରେ ବହୁତ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ କରି ସମସ୍ତ ଙ୍କ ଲୋକପ୍ରିୟ ହେବା ସହ ସେ ଘାରେ ଘରେ ପରିଚିତ ଅଛନ୍ତି । ତେବେ ଅଭିନେତ୍ରୀ ଜୀନା କୁ ନେଇ ଏବେ ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେଉଛି ।

ତେବେ ବର୍ତ୍ତମାନ ସମୟ ରେ ଜୀନା ଏକ ପେଟ୍ରୋଲ ପମ୍ପ ଉଦଘାଟନ୍ କରୁଛନ୍ତି ତେବେ ବର୍ତ୍ତମାନ ସମୟ ରେ ଅଭିନୟ ଛାଡି ଏବେ ନଜର ରେ ଆସିଲେ ପେଟ୍ରୋଲ ପମ୍ପ ଉଦଘାଟନ୍ କରୁ ଥିବାର ଯାହା କି ଏବେ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି । ଯାହାକି ଏହି ଭିଡିଓ ରେ ବହୁତ ଲୋକ ଲାଇକ ମଧ୍ୟ କରୁଛନ୍ତି । ଆଉ ଏହାର ଫୋଟ ମଧ୍ୟ ସୋସିଆଲ୍ ମିଡ଼ିଆ ରେ ସେୟାର କରିଛନ୍ତି ଅଭିନେତ୍ରୀ ଜୀନା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.