ଆପଣ ମାନେ ଜାଣିଥିବେ ବହୁତ ଭଲ ଭାବରେ ଜାଣିଥିବେ ଆମର ବହୁତ ଅଭିନେତା ଓ ଅଭିନେତ୍ରି ମାନଙ୍କୁ ଜାଣିଥିବେ । ଆପଣ ମାନେ ଜାଣିଥିବେ କିଛି ଚ୍ୟାନେଲ ରହିଛି ଏବଂ ଏଥି ମଧ୍ୟରୁ ତରଙ୍ଗ ଚ୍ୟାନେଲ ହେଉଛି ଅନ୍ୟତମ । ତରଙ୍ଗ ଚ୍ୟାନେଲ ରେ ବହୁତ ଗୁଡିଏ ସିରିଏଲ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ ତାରିଣି ଆଖିର ତାରା ସିରିଏଲ୍ ହେଉଛି ଏକ ଲୋକ ପ୍ରିୟ ସିରିଅଲ୍ । ଯେଉଁ ମାନେ କି ନିଜର ଅଭିନୟ ଦୁନିଆ ରେ ନିଜ କୁ ହଜେଇ ଦେଇଥାନ୍ତି ଆଉ ସମସ୍ତେ ତାଙ୍କ ଅଭିନୟ ରେ ନିଜକୁ ହଜେଇ ଦେଇଛନ୍ତି ।
ତେବେ ସେ ଏହି ଧାରବାହିକରେ ତାଙ୍କର ଅଭିନୟକୁ ଏମିତି କିଛି ସୁଟିଂ କରନ୍ତି ଯାହାକି ସେ ଷ୍ଟୋରି ରିୟଲ୍ ଲାଗିଥାଏ । ଏବଂ ଏହି କଳାକାର ମାନେ ନିଜର ଅଭିନୟ ଦ୍ବାରା ସେ ସବୁ ଦର୍ଶକ ମାନଙ୍କ ହୃଦୟ ରେ ରହିଥାନ୍ତି । ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ନିଜର ଅଭିନୟ କୁ ବହୁତ ସୁନ୍ଦରତା ସହିତ ମଧ୍ୟ ଅଭିନୟ କରି ଲୋକମାନଙ୍କ ନଜର କୁ ନେଇ ଆସିଛନ୍ତି ଏବଂ ସେ ତାଙ୍କର ଏହି ଅଭିନୟ ରେ ସବୁ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ।
ସିରିଏଲ ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ପାରିବାରିକ କାହାଣୀ ଗୁଡିକ ଉପରେ ଆଧାରିତ ହୋଇଥାଏ । ସବୁ କାହାଣୀ ଗୁଡିକ ସଦାବେଳେ ନୁଆ ପ୍ରକାର ବା ନିଆରା ଢଙ୍ଗ ରେ ହୋଇ ଥାଏ । ଏହି ସିରିଏଲ ରେ ଥିବା ଅଭିନେତା ଓ ଅଭିନେତ୍ରୀ ମାନଙ୍କ ର ଅଭିନୟ କୁ ସବୁ ଦର୍ଶକ ମାନେ ଦେଖିଲା ପରେ ହସନ୍ତି ଆଉ କାନ୍ଦନ୍ତି ମଧ୍ୟ ।
ତେବେ ଦର୍ଶକ ବନ୍ଧୁ ମାନେ ଆଜି ଆପଣ ଗୋଟିଏ ବଡ ଖୁସି ଖବର ଜଣାଇ ବାକୁ ଯାଉଛନ୍ତି ଆପଣା ମାନଙ୍କ ପ୍ରିୟ ଅଭିନେତା ସାଭଲିନ୍ ମିଶ୍ର ବା ତୁଷାର । ତୁଷାର ଙ୍କୁ ତ ଆପଣମାନେ ଭଲଭାବରେ ଜାଣିଥିବେ ତାରିଣୀ ଆଖି ର ତାରା ସିରିଏଲ ର ମୁଖ୍ୟ ଆଭିନେତା ଭାବରେ ଅଭିନୟ କରିଥିବା ର ଦେଖିଥିବେ ।
ତେବେ ଆଉ ଏହି ସିରିଏଲ ଟିରେ ତୁଷାର ଓ ତାରିଣୀ ଙ୍କର ଯୋଡିକୁ ଆପଣ ମାନେ ମଧ୍ୟ ବହୁତ ଭଲ ପାଇବା ଦେଉଥିବେ । ହେଲେ ତେବେ ଆଜି ଅଭିନେତା ତୁଷାର ବହୁତ ଭଲ ଖବର ଜଣାଇ ଛନ୍ତି । ଏବଂ ଏହି ଖୁସି ଖବର ଟି ପାଇବା ପରେ ଆପଣମାନେ ନିସ୍ଚୟ ଭାବରେ ଖୁସି ହେବେ ତେବେ ଏହି ଖୁସି ଖବର ଟି କ’ଣଏହି ବିଷୟରେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣିବାକୁ ହେଲେ ଆଜିର ଏହି ଭିଡିଓ ଟିକୁ ପ୍ରଥମରୁ ଶେସ। ପଯ୍ୟନ୍ତ ଦେଖନ୍ତୁ ।
ତେବେ ଦର୍ଶକ ବନ୍ଧୁ ଆଜି ଆପଣ ମାନଙ୍କୁ କହି ରଖୁଛୁ କି ଆପଣ ମାନଙ୍କ ପ୍ରିୟ ଅଭିନେତା ତୁଷାର ଆପଣ ମାନଙ୍କୁ ଦେଇଥିବା ଖୁସି ଖବର ଟି କ’ଣ । ତେବେ ଆପଣ ମାନେ ଦେଖି ପାରୁଥିବେ ଦର୍ଶକ ବନ୍ଧୁ ଆପଣା ମାନଙ୍କ ପ୍ରିୟ ଅଭିନେତା ତୁଷାର କେମିତି ବିବାହ ଉତ୍ସବ ରେ ଯୋଗ ଦେଇ ଖୁସି ମନାଉଛନ୍ତି ।
ତେବେ ଏହି ବିବାହ ଉତ୍ସବ ଟି ହେଉଛି ଅଭିନେତା ତୁଷାର ଙ୍କ ଭଉଣିଙ୍କ ଏବଂ ତାଙ୍କ ଭଉଣି ଙ୍କ ବାହାଘର ରେ ଏମିତିକା ଖୁସିମିଜାସିଆ କରୁଥିବାର ଫୋଟୋ କୁ ତାଙ୍କ ଫ୍ୟାନ୍ସ୍ ମାନଙ୍କୁ ସେୟାର କରିଥିଲେ ଅଭିନେତା ତୁଷାର । ଯେଉଁଥିରେ ତାଙ୍କ ଭଉଣି ଓ ଭେଣେଇ ଙ୍କ ସହ ଖୁସି ମନଉଥିବାର ଦୃଶ୍ଯ ଗୁଡିକୁ ଦେଖିବାକୁ ମିଳିଥିଲା ।
ଏହି ଫୋଟୋ କୁ ଦେଖି ସମସ୍ତେ କଙ୍ଗ୍ରାଜ ଲେସନ୍ ମଧ୍ୟ ଜଣାଇ ଥିଲେ ଓ ତାଙ୍କ ବୈବହିକ ଜୀବନ ସୁଖ ମୟ ହେଉ ବୋଲି ସମସ୍ତେ ଆର୍ସିବାଦ କରିବା ସହ ତାଙ୍କର ଜୀବନ ମଙ୍ଗଳ ମୟ ହେଉବୋଲି କହିଛନ୍ତି । ତେବେ ଅଭିନେତା ଭଉଣି ଏବଂ ଭେଣେଇ ଙ୍କ ଯୋଡି କିଭଳି ଲାଗୁଛି ଆମଙ୍କୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଚାହିଁବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।