ପ୍ରଥମ ଥର ପାଇଁ ଜାଣନ୍ତୁ ଓଡିଶାର ବଡ ଡ୍ୟାମ ହୀରାକୁଦ ଡ୍ୟାମର ପୁରା ଇତିହାସ – ଦେଖନ୍ତୁ ଭିଡିଓ

Uncategorized

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ସମ୍ବଲପୁର ଠାରୁ ୧୫ କିଲୋ ମିଟର ଦୂର ରେ ହୀରାକୁଦ ଡ୍ୟାମ ରହିଛି । ତେବେ ଓଡ଼ିଶା ମହାନଦୀ ପାର୍ଶ୍ଵ ରେ ହୀରାକୁଦ ଡ୍ୟାମ ପ୍ରସ୍ତୁତ ହୋଇଛି । ତେବେ ଏହା ଭାରତ ର ସବୁଠାରୁ ବଡ଼ ମାଟି ବନ୍ଧ ଅଟେ , ତେବେ ଏଥିରେ ତେବେ ପାଣି ପାଖାପାଖି ୫୫ କିଲୋ ମିଟର ପର୍ଯ୍ୟନ୍ତ ରହିଛି । ୧୫ ମାର୍ଚ୍ଚ ୧୯୪୬ ରେ ଓଡ଼ିଶା ର ରାଜ୍ୟ ପାଲ ହାଥର୍ନ ଲ୍ୟୁଇଜ ହୀରାକୁଦ ଡ଼୍ୟାମ କରିବା ପାଇଁ ଯୋଜନା କରିଥଲେ ।

ତେବେ ଜୁନ ୧୯୪୭ ରେ ସରକାର ନିକଟ ପ୍ରକଳ୍ପ ଏକ ରିପୋର୍ଟ ଦାଖଲ କରା ଯାଇଥିଲା । ପଣ୍ଡିତ ଜୱାଲାଳ ନେହୁରୁ ଏପ୍ରିଲ ୧୨ ୧୯୪୮ ମସିହା ରେ ଶୁଭାରମ୍ଭ କରିଥଲେ । ତେବେ ଏହି ହୀରାକୁଦ ଡ୍ୟାମ ସେହି ସମୟ ରେ ୯୨.୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିଲା । ୧୯୫୫ ଜୁନ ରେ ଏହା ସମ୍ପୂର୍ଣ ହୋଇଥିଲା ।

ତେବେ ୪୮ ହଜାର kw ସର୍ବାଇନି ଲଗା ଯାଇଥିଲା । ମୁଖ୍ୟ ବନ୍ଧ ର ଲମ୍ବା ୪.୮ କିଲୋ ମିଟର । ଦୁଇ ପାହାଡ କୁ ଲଗାଇ ଏହା ତିଆରି କରା ଯାଇଛି । ଗୋଟେ ପଟେ ଲକ୍ଷ୍ମୀ ଡୁଙ୍ଗୁରି ଓ ଆଉ ଗୋଟେ ପଟେ ଚଣ୍ଡି ଡୁଙ୍ଗୁରି । ହୀରାକୁଦ ଡ଼୍ୟାମ ରେ ୩୪୭.୫ mw ପାୱାର ବାହାରି ଭଳି ପାୱାର ହାଉସ ବନା ହୋଇଛି ।

ତେବେ ଡ୍ୟାମ କରି ମୂଲ ଲକ୍ଷ୍ୟ ପାଣି କୁ ଷ୍ଟକ୍ କରି ଡେନିଜ୍ ସିଷ୍ଟମ ମାଧ୍ୟମ ରେ ଲୋକ ମାନ ଙ୍କୁ ଚାଷ ବାସ ରେ ପାଣି ସହଯୋଗ କରିବା ପାଇଁ ହୀରାକୁଦ ଡ଼୍ୟାମ ତିଆରି ହୋଇଛି । ୧୫ ଟି ମହାନଦୀ ର ପ୍ରବାହ କୁ ନିୟନ୍ତ୍ରଣ କରିଥାଏ ।


ତେବେ ଏଥିରେ ୩ ଟି କ୍ୟାନେଲ ରହିଛି , ତେବେ ସେଥି ମଧ୍ୟରୁ ବରଗଡ଼ ର ମୁଖ୍ୟ କେନାଲ ରେ ପ୍ରତି ସେକେଣ୍ଡ ରେ ୪ ହଜାର କ୍ୟୁବ ଫୁଟ ଜଳ ନିଷ୍କାସିତ ହୋଇଥାଏ । ହୀରାକୁଦ ଜଳଭଣ୍ଡାର ରୁ ଝାରସୁଗୁଡ଼ା ସମ୍ପଲପୂର୍ ଜିଲ୍ଲା କୁ ପାୱାର ପ୍ଲାଣ୍ଟ କୁ ପାଣି ଯାଇଥାଏ । ତେବେ ୩୦ ହଜାର କୃଷକ ଷ୍ଟ୍ରାଇକ କରିଥଲେ ଡ୍ୟାମ ନ ହେବା ପାଇଁ ।

ତେବେ ୨୦୦ ରୁ ଅଧିକ ମନ୍ଦିର ଜଳମଗ୍ନ ହୋଇ ରହିଛି ଓ ଖରା ଦିନେ ଏହି ମନ୍ଦିର ଦେଖା ଦେଇଥାଏ । ତେବେ ଏହି ବନ୍ଧ ପାଇଁ ପଶ୍ଚିମ ଓଡ଼ିଶା ର ଲୋକ ମାନ ଙ୍କୁ ବହୁତ ହଇରାଣ ହେବା କୁ ପଡ଼ିଥିଲା । ତେବେ ଦେଢ଼ ଲକ୍ଷ ଲୋକ ପ୍ରଭାବିତ ହେବା ସହ ୨୨ ହଜାର ପରିବାର ବିସ୍ଥାପିତ ହୋଇଥିଲେ । ତେବେ ସେମାନ ଙ୍କ କ୍ଷତି ପୂରଣ ପାଇଁ ୧୨୦ ମିଲିୟନ ନିଷ୍ପତ୍ତି ନିଆ ଯାଇଥିଲା ।ତେବେ କ୍ଷତି ପୂରଣ ପାଇଁ ୩୩.୨ ମିଲିୟନ ଖର୍ଚ୍ଚ ହୋଇଛି । ତେବେ ଏହି ଭଳି ଅନେକ ରହସ୍ୟ ରହିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *