ମୁହଁ ଖୋଲିଲେ ନନ୍ଦିନୀ; ବାହାଘର ପରଦିନ ସୁନା ଗହଣା ଧରି ଛୁ ମାରିବା ଘଟଣାର ଦେଲେ ଚାଞ୍ଚଲ୍ୟକର ତଥ୍ୟ ଦେଖନ୍ତୁ ଭିଡିଓ

ରାଜ୍ୟ

ଆପଣ ମାନେ ଜାଣିଥିବେ ଏମିତି କିଛି ଘଟଣା ଦେଖିବାକୁ ମିଳିଥାଏ ଯାହାକୁ ଆପଣ ମାନେ ସବୁ ନ୍ୟୁଜରେ ବା ସୋସିଆଲ୍ ମିଡ଼ିଆ ରେ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ । ଏମିତି କିଛି ଘଟଣା ଘଟିଛି ଯାହାକୁ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ । ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ଏମିତି କିଛି ନ୍ୟୁଜ ଟି ଭାଇରାଲ ହେବାକୁ ଲାଗୁଚି ଯାହା ସମସ୍ତ ଚକିତ୍ କରି ରଖି ଦେଇଛି । ଯେପରି ଏକ ମହିଳା କୁ ନେଇ ଅଭିଯୋଗ ଆସିଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟ ରେ କିନ୍ତୁ ଆପଣ ମାନଙ୍କୁ କହିବାକୁ ଚହୁଛୁ କି ଆପଣ ମାନେ ଆମ ଲେଖା ଟିକୁ ପ୍ରଥମ ରୁ ଶେଷ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣିପାରିବେ ସମ୍ପୁର୍ଣ୍ଣ ତଥ୍ୟ କ’ଣ ଅଟେ ।

ଯାହା ନାଁ ରେ ଅଭିଯୋଗ ଆସିଛି ସେ ମହିଳା ଜଣଙ୍କ କହିଛନ୍ତି କି ସେ ଯେହେତୁ ସେ ଘରୁ ବାହାରି ଆସିଛନ୍ତି ତେଣୁ ଆଉ ତାଙ୍କ ର କିଛି ବି ବାଟ ନାହିଁ । ଏମାନେ ଏମିତି କହି କି ଜଣେଇ ଦେବାକୁ ଚାହୁଁଛନ୍ତି କି ସେହି ମହିଳା ଜଣକ ହିଁ ଖରାପ । ତେବେ ଏହି ମହିଳା ଜଣକ ନାଁ ରେ ଯାହା ଅଭିଯୋଗ ଆସିଛି ତାହା ସମ୍ପୁର୍ଣ୍ଣ ରୂପେ ଭୁଲ ଅଟେ । ତାହା ସହ ରହି ମହିଳା ଜଣକ କହିଛନ୍ତି ସେମାନେ ଯେପରି ଭାବରେ ଏମିତି କହୁଛନ୍ତି ଗୋଟିଏ ଝିଅ ଏପରି କ’ଣ ସାହସ ହେବ ।

ଏହି ମହିଳା ଜଣକର କହିବା ଅନୁସାରେ ଯଦି ମୁଁ କାହାକୁ ଭଲ ପାଉଛି କିମ୍ବା ଆଉ କାହା ସହ ରିଲେସନ୍ ସିପ୍ ରେ ଅଛି ତାହେଲେ ମୁ ସେମିତି ରହି ଯାଇଥାନ୍ତି କିମ୍ବା ମୁଁ ଯାହାକୁ ଭଲ ପାଉଛି ତାଙ୍କୁ ବାହା ହେଇଥାନ୍ତି ତାହେଲେ ମୁଁ ଆଙ୍କୁ କାହିଁକି ବାହା ହେଲି । ତେବେ ସେ ଯାହା ବି ଅଭିଯୋଗ ଆଣିଛନ୍ତି ମୋ ନାଁ ରେ ସେ ସବୁ ମିଛ ଯଦି ସତ ତାହେଲେ ତାର ପ୍ରମାଣ ଦରକାର ଏମିତି କାହାକୁ ମିଛ ରେ ବଦନାମ କରିବା ଉଚିତ ନୁହେଁ ।

ତେବେ ସେ ବାହା ହୋଇଥିବା ପିଲା ସେ ତାର ନିଜ ଇଚ୍ଛା ରେ କିଛି ବି କରୁ ନାହାନ୍ତି ସେ ତାଙ୍କ ର ଘର ର ଖୁସି ପାଇଁ ସେ ବାହା ହେଇଛନ୍ତି ତେବେ ଏମିତି କ’ଣ ହେଲା ଯେ ବାହାଘର ର ଗୋଟିଏ ଦିନ ହେଇନି ମୁ ଘରୁ ବାହାର ହେବାକୁ ନିଷ୍ପତି ନେଇଗଲି । ତେବେ ଯେତେବେଳେ ବାହାଘର ଠିକ ହୋଇଥିଲା ସେତେବେଳେ କହିଥିଲେ କି ତାଙ୍କର କିଛି ବି ଦରକାର ନାହିଁ ତାଙ୍କର କେବଳ ଗୋଟିଏ ଭଲ ଝିଅ ଟେ ବାସ ଦରକାର ।

ବାହାଘର ପୂର୍ବ ରୁ ଝିଅ ଜମା ବି ପୁଅ ସହ ଭେଟ ହୋଇ ନଥିଲା । ଝିଅ ର ମାଆ ମଧ୍ୟ କହିଥିଲେ ତାଙ୍କ ର ଗୋଟିଏ ବଡ଼ ଝିଅ ଅଛି ତେଣୁ ତାଙ୍କ ର ସାନ ଝିଅ କୁ ଏବେ ବାହାଘର କରିବାର ନାହିଁ । ଏ କଥା ଶୁଣି ପୁଅ ଘର କହିଲେ ନା ତାଙ୍କ ର ଠିକ ହେଇ ଅଛି ଏବେ ଏବେ ସେଇ ସାନ ଝିଅ କୁ ବାହାଘର କରିବେ ଆଉ ଝିଅ ଘର ଏକଥା ମଧ୍ୟ କହିଲେ କି ତାଙ୍କର କିଛି ଏବେ ଦେଇ ନେଇ ପାରିବେ ନାହିଁ ତେଣୁ ସେ ବାହାଘର କରିବେ ନାହିଁ ।

ତେବେ ତା ପରେ ମଧ୍ୟ ବାହାଘର ହେଲା ଆଉ ସେ କହୁଛନ୍ତି କି ଏ ବାହାଘର ମଣ୍ଡପ ରେ ହେଇଥିଲା ତେବେ ଆମ ପାଖ ରେ ପ୍ରୋଫ୍ ଅଛି କି ସେ କେଉଁଠି ବାହାଘର କରିଛନ୍ତି ଆଉ କ’ଣ ଦେଇଛନ୍ତି ମୋତେ ସବୁ ପ୍ରୋଫ୍ ଅଛି ମୋ ପାଖରେ । ଯଦି ମୁଁ କାହାକୁ ଭଲ ପାଉଛି କିମ୍ବା ଆଉ କାହା ସହ ରିଲେସନ୍ ସିପ୍ ରେ ଅଛି ତାହେଲେ ମୁ ସେମିତି ରହି ଯାଇଥାନ୍ତି କିମ୍ବା ମୁଁ ଯାହାକୁ ଭଲ ପାଉଛି ତାଙ୍କୁ ବାହା ହେଇଥାନ୍ତି ତାହେଲେ ମୁଁ ଆଙ୍କୁ କାହିଁକି ବାହା ହେଲି ।

ଏହି ମହିଳା ଜଣକ କହୁଛନ୍ତି ଯଦି ତାଙ୍କ ସ୍ବାମି ତାଙ୍କ ର ପାଖରେ ଥିଲେ ସେ କ’ଣ କିଛି କରି ପାରି ନଥାନ୍ତେ । ସେ ଯାହା ବି କହୁଛନ୍ତି ସବୁ ମନର କଥା ଅଟେ ଏ ସବୁ ମିଛ କଥା କହୁଛନ୍ତି । ତେବେ ସେଦିନ ରାତି ରେ ତାଙ୍କ ସ୍ବାମି ତାଙ୍କୁ ଘର ର ସବୁ କଥା କହୁଥିଲେ ଆଉ ତାହା ସହ ବହୁତ ଧମକ ମଧ୍ୟ ଦେଇଥିଲେ । ଆମ ଭାଉଜ ଏମିତି ଘର ଛାଡି ପଳେଇ ଥିଲେ ବୋଲି ଆମେ ଏମିତି କେସ କରିଥିଲୁ । ତେବେ ସେ ଆଗରୁ ବି ଏମିତି ତାଙ୍କ ଭାଉଜ ଙ୍କ ସହ କରି ସାରିଲେଣି ।

ତେବେ ଯେହେତୁ ମୁଁ ଏହି ଘରୁ ବାହରିକି ଆସି ସାରିଲିଣି ତେବେ ତାଙ୍କର ଆଉ କିଛି ବାଟ ନାହିଁ ଏମିତି ମିଛି ବଦନାମ କରୁଛନ୍ତି । ଆଉ ଏମାନେ ଜଣେଇ ଦେବାକୁ ଚହୁଛନ୍ତି କି ମୁଁ ହିଁ ଏଇଠି ଖରାପ । ଆଉ ସେମାନେ କହୁଛନ୍ତି କୁ ମୁଁ ପଳେଇ ଆସିଲି ଏହି ସବୁ ମିଛ ବାହାଘର ପୂର୍ବ ରୁ କହୁଥିଲେ କିଛି ବି ଯୌ-ତୁ-କ ନେବେନି ହେଲେ ପରେ ମୋତେ କହିଲେ କ’ଣ ପାଇଁ କିଛି ଆଣିନୁ ।

ତେବେ ମୁଁ ଫୋନ ଆମ ଘର କୁ କରିଥିଲେ କି ତାଙ୍କର କିଛି ବ୍ୟବହାର ଭଲ ଲାଗୁନି ବୋଲି ଏହି କଥା ମୋ ସ୍ବାମି ଜାଣିଲା ପରେ ସେ ମୋ ହାତ ମୋଡି ଦେଇଛନ୍ତି । ମୋତେ ସେଇଠି ବେଇଜେତି କଲେ ଆଉ ବହୁତ ଅପମାନ ମଧ୍ୟ ଦେଇଥିଲା ସେଇଠି ପାଇଁ ମୁଁ ରାଗିକି ଦୁଇ ଚପୁଡା ଦେଇଛି ସେଇଠି ବହୁତ ଲୋକ ମଧ୍ୟ ଥିଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *