ପ୍ରଥମ ଥର ପାଇଁ ଝିଅକୁ ଜାଗା ଦର୍ଶନ କରାଇଲେ ସୁଭାଶିଷ ଓ ଆନିଶା (Subhasis Aanisha) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ବିଷୟ ରେ ବହୁତ କିଛି ଜାଣିଥିବେ । ତେବେ ସେହି ଭିତ ର ଜଣେ ହେଉଛନ୍ତି ଅଭିନେତା ସୁବାସିସ୍ । ସେ ତାଙ୍କ ର ସୁନ୍ଦର ଅଭିନୟ ପାଇଁ ସବୁବେଳେ ବହୁ ଚର୍ଚ୍ଚା ରେ ରହି ଥାନ୍ତି ତାହା ସହ ତାଙ୍କ ର ଷ୍ଟାଇଲିସ ଲୁକ ମଧ୍ୟ । ତେବେ ଆଭିନେତା ସୁବାସିସ୍ ସେ ବହୁତ ଚଳଚିତ୍ର ଓ ଧାରାବାହିକ ରେ ଅଭିନୟ୍ ଖୁବ ଚର୍ଚ୍ଚା ରେ ରହି ଆସିଛନ୍ତି । ତେବେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଖୁବ ଲୋକପ୍ରିୟ ଅଭିନେତା ଓ ବହୁତ ଜଣାଶୁଣା ଅଭିନେତା ଅଟନ୍ତି ଆଉ ସମସ୍ତ ଙ୍କ ଘରେ ଘରେ ପରିଚିତ ଅଛନ୍ତି ।

ସେ ବହୁ ସିନେମା ଓ ସିରିଏଲ ରେ ଅଭିନୟ କରି ଦର୍ଶକ ମାନଙ୍କ ନଜର ରେ ଅସିଛନ୍ତୁ ତେବେ ତାଙ୍କର ପ୍ରଥମ ଧାରାବାହିକ ର ନାଁ ହେଉଛି ତୁଳସୀ ସିରିଏଲ ଯାହା କି ଇ ଟିଭି ଚ୍ୟାନେଲ୍ ରେ ପ୍ରସାରିତ ହେଉଥିଲା ଯାହା ତାଙ୍କ ର ଏହି ପ୍ରଥମ ସିରିଏଲ୍ ଅଭିନୟ ରେ ସେ ବହୁ ଲୋକପ୍ରିୟ ହେବାକୁ ଲଗିଥିଲେ ଯାହା କି ତାଙ୍କ ର ପ୍ରୋମସନ୍ ଆଗକୁ ହେବାକୁ ଲାଗିଥିଲା ବହୁ ସୁପରଷ୍ଟାର ଙ୍କ ସହ ମଧ୍ୟ ଅଭିନୟ କରି ସାରିଛନ୍ତି ଯାହା କି ସମସ୍ତ ଙ୍କ ବହୁଵ୍ୟ ପ୍ରିୟ ହୋଇ ପାରିଥିଲେ ।

ଅଭିନେତା ସୁବାସିସ୍ ଙ୍କ ସ୍ତ୍ରୀ ଆନିଶା ମଧ୍ୟ କିଛି କମ ନୁହନ୍ତି । ସେ ମଧ୍ୟ ଓଡ଼ିଆ ଆଲବମ୍ ରୁ ଅଭିନୟ ଆରମ୍ଭ କରିଥିଲେ ଯାହା କି ସେ ମଧ୍ୟ ବହୁ ଦର୍ଶକ ମାନ ଙ୍କ ମନରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରି ପରିଛନ୍ତି । ତେବେ ଆନିସା ମଧ୍ୟ ବହୁତ ସିନେମା ଓ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି ତାଙ୍କ ର ଗୋଟିଏ ସିରିଏଲ ଥିଲା ଯାହାର ନାଁ ହେଉଛି ସ୍ବାଭିମାନ୍ ସେହି ସିରିଏଲ ରେ ସେ ତାଙ୍କ ସ୍ବାମି ସହ ମୁଖ୍ୟ ଭୂମିକା ରେ ଅଭିନୟ ଆରମ୍ଭ କରିଥିଲେ ଆଉ ସେଇଥାରେ ତାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଥିଲା ପରେ ସେ ପରସ୍ପର ସହ ମିଶି ଭଲ ରେ ନିଜ ସମ୍ପର୍କ ବିଷୟ ରେ ଜାଣି ସେ ବିବାହ ବନ୍ଧନ ରେ ବାନ୍ଧିହୋଇ ଥିଲେ ।

ଯାହାକି ବର୍ତ୍ତମାନ ସମୟ ରେ ସେ ଦୁଇ ଜଣ ବହୁତ ଖୁସି ରେ ଅଛନ୍ତି । ଆଉ ଏମାନେ ଦୁହେଁ ଯେପରି ଦୁହେଁ ଦୁହି ଙ୍କ ପାଇଁ ଜନ୍ମ ହେଲା ଭଳି ଲାଗେ । ତେବେ ଆନିସା ଏବେ ମାଆ ହୋଇ ସାରିଛନ୍ତି । ତେବେ ସେ ତାଙ୍କ ପିଲା ସହ ବହୁତ ସମୟ ସ୍ପେଣ୍ଡ କରୁଛନ୍ତି ଆଉ ବହୁତ ରିଲ୍ସ୍ କରିବାର ମଧ୍ୟ ନଜର ରେ ଆସିଛନ୍ତି । ତେବେ ଏବେ ତାଙ୍କ ପରିବାର ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯାହା କି ଏହି ଥରେ ସେ ବହୁତ ଖୁସି ଥିବାର ଜଣା ପଡୁଛି ।

ତେବେ ଅଭିନେତା ସୁବାସିସ୍ ଆଉ ତାଙ୍କ ସ୍ତ୍ରୀ ଆନିସା ଓ ତାଙ୍କ କୁନି ପିଲା ସମସ୍ତେ ମିଶି ପୁରୀ ଯାଇଛନ୍ତି ବୋଲି ଯାହା କି ସେଠାରେ ସେମାନେ ବହୁତ ସେଠାରେ ମସ୍ତି ଆଉ ମଜ୍ଜା କରୁଛନ୍ତି । ଆଉ ସେଠାରେ ମଧ୍ୟ ମହୁତ୍ ଫୋଟୋ ଉଠେଇ ସୋସିଆଲ୍ ମିଡ଼ିଆ ରେ ସମସ୍ତ ଙ୍କ ସହ ସେୟାର କରିଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *