ବ୍ରଜରାଜନଗର ଉପନିର୍ବଚାନ ପାଇଁ ବିଜେଡି ଜାରି କରିଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଅନୁଭବ (Anubhav) ନାହାନ୍ତି, ଅରିନ୍ଦମ (Arindam) ଭରଷା – ଦେଖନ୍ତୁ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁ ଲୋକ ପ୍ରିୟ ଅଭିନେତା ମାନେ ରାଜନୀତି ଦୁନିଆ ରେ ପ୍ରବେଶ କରିଛନ୍ତି । ତେବେ ଅଭିନୟ ଦୁନିଆ ରେ ନିଜ କୁ ପରିଚିତ କରାଇବା ପରେ କିଛି ଅଭିନେତା ମାନେ ରାଜନୀତି ରେ ପାଦ ଦେଉଛନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଯିଏ କି କେନ୍ଦ୍ରାପଡ଼ା ସାଂସଦ ଅଟନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତା ଅନୁଭବ ମହାନ୍ତି ଙ୍କୁ ନେଇ ଏକ ବଡ ଖବର ଆସିଛି ଓ ଆଜି ଆମେ ସେହି ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି , ତେବେ ସେ ଆଗ ଧାଡି ର ଲୋକ ପ୍ରିୟ ଅଭିନେତା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ସୁଟିଂ ସେଟ ରୁ ଭଲ ପାଇ ବିବାହ କରିଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ଉଭୟ ନିଜ ପାରିବାରିକ ବିବାଦ ପରସ୍ପର ଠାରୁ ଅଲଗା ରହୁଥିବା ସମୟ ରେ , ବିଜେଡି ସରକାର ଅନୁଭବ ଙ୍କୁ ଦୂରେଇ ରଖୁଛନ୍ତି ।


ବର୍ତ୍ତମାନ୍ ସମୟ ରେ ବ୍ରଜରାଜନଗର ହେବା କୁ ଯାଉଥିବା ଉପନିର୍ବାଚନ ପାଇଁ ଷ୍ଟାର୍ ପ୍ରଚାର୍ ତାଲିକା ପ୍ରସ୍ତୁତ କରିଛି ଓ ଏହି ତାଲିକା ରୁ ବାଦ୍ ପଡିଛନ୍ତି ଅନୁଭବ ମହାନ୍ତି ।ତେବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପନିର୍ବାଚନ ପ୍ରଚାର୍ ପାଇଁ ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରିଛନ୍ତି କିନ୍ତୁ କିନ୍ତୁ ଏହି ୪୦ ଜଣକ ଭିତରେ ନାହାଁନ୍ତି ଅନୁଭବ ମହାନ୍ତି ।

ତେବେ ପାରିବାରିକ ବିବାଦ ରେ ଛନ୍ଦି ହୋଇ ପଡ଼ିଥିବା ଅନୁଭବ ଙ୍କୁ ଷ୍ଟାର୍ ପ୍ରଚାରକ ରେ ସାମିଲ କରା ଯାଇ ନାହିଁ । ତେବେ ଦଳ ଅଭିନେତା ରୁ ରାଜନେତା ପାଲଟିଥିବା ଅରିନ୍ଦମ ରାୟ ଙ୍କ ଉପରେ ଭରସା କରିଛି । ତେବେ ଏହି ୪୦ ଜଣ ଙ୍କ ମଧ୍ୟ ରେ ଅରିନ୍ଦମ ରାୟ ସାମିଲ କରା ଯାଇଛି ଓ ଆକାଶ ନାୟକ ଙ୍କୁ ମଧ୍ୟ ଏହି ତାଲିକା ସାମିଲ କରା ଯାଇଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *