ଧୁମ ଧାମରେ ପ୍ରଥମ ଲଭ ଆନିଭର୍ସରୀ ପାଳନ କଲେ ରାଜେଶ (Rajesh) ଓ ଲୁମ୍ରାଇନା (Lumraina) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ହିରୋଇନ ଲୁମାରିନା ଓ ହିରୋ ରାଜେଶ ଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ । ତେବେ ଏ ଦୁହେଁ ଓଡିଆ ଇଣ୍ଡଷ୍ଟ୍ରିରେ ରେ ବହୁତ ଜଣାଶୁଣା ଓ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ । ବହୁତ ଧାରବାହିକ ଓ ଚଳଚିତ୍ର ବହୁତ ସୁନ୍ଦର ଅଭିନୟ କରି ଲୋକ ନଜର ରେ ଆସିଛନ୍ତି । ତେବେ ହିରୋ ରାଜେଶ ବହୁତ ଧାରାବାହିକ ଓ ଚଳଚିତ୍ର ରେ ଅଭିନୟ କରି ସମସ୍ତ ଙ୍କ ଅତିପ୍ରିୟ ଅଭିନେତା ଭାବରେ ବିବେଚିତା ହୋଇ ପାରିଛନ୍ତି ।

ତେବେ ସେ ନିଜ ର ଅଭିନୟ କ୍ୟାରିୟର ତୋ ଅଗଣା ର ତୁଳସୀ ମୁଁ ରେ ଅଭିନୟ ଆରମ୍ଭ କରିଥିଲେ ଏକ ଖଳ ନାୟକ ଭାବରେ । ସେହି ସିରିଏଲ ରୁ ଆରମ୍ଭ ହୋଇ ଥିଲା ତାଙ୍କ ର ଅଭିନୟ । ତେବେ ସେ ନିଜର ସୁନ୍ଦର ଅଭିନୟ ପାଇଁ ସେ ଖୁବ ଶୀଘ୍ର ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି । ତେବେ ସେ ନିଜର ସୁନ୍ଦର ଅଭିନୟ ରେ ସମସ୍ତଙ୍କ ଘରେ ଘରେ ପରିଚିତ୍ ହୋଇ ପାରିଛନ୍ତି ଏହା ସହ ରାଜେଶ ବହୁତ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି ଯାହା ଲୋକ ମାନଂକୁ ବହୁଵ୍ୟ ପସନ୍ଦ ମଧ୍ୟ ଆସିଛି ।

ତେବେ ଅଭିନେତ୍ରୀ ଲୁମାରିନା ଙ୍କ ବିଷୟ ରେ ମଧ୍ୟ କହିଲେ କମ ମଧ୍ୟ ହେବ ନାହିଁ ତେବେ ସେ ତାଙ୍କ ଅଭିନୟ ଜୀବନ ସାଥି ସିରିଏଲ ରୁ ହିଁ ଆରମ୍ଭ ହୋଇ ଥିଲା ଏହି ସିରିଏଲ ରେ ସେ ହିରୋ ର ଭଉଣୀ ରୂପରେ ଅଭିନୟ କରିଥିଲେ । ତେବେ ଏହି ସିରିଏଲ ଟି ଜୀ ସାର୍ଥକ ରେ ପ୍ରସାରିତ୍ ହେଉଥିଲା ଆଉ ଏବେ ଏହି ସିରିଏଲ ଟି ସାରି ଯାଇଛି ଯାହା କି ଏବେ ଆଉ ପ୍ରସାରିତ୍ ହେଉ ନାହିଁ ।

ତେବେ ଏହି ସିରିଏଲ ପରେ ପରେ ସେ ବହୁତ ସିରିଏଲ ରେ ମୁଖ୍ୟ ଖଳ ନାୟିକା ଭାବରେ ଅଭିନୟ କରିଥିବା ର ନଜର ରେ ଆସିଛନ୍ତି ଆଉ ଏହି ଅଭିନୟ ରେ ସବୁ ଦର୍ଶକ ମାନେ ବହୁତ ଖୁସି ମଧ୍ୟ ହୋଇ ଛନ୍ତି । ତେବେ ଲୁମାରିନା ମଧ୍ୟ ସବୁ ଦର୍ଶକ ମାନଙ୍କ ମନ ରେ ନିଜର ଏକ ସୁତନ୍ତ୍ର୍ ସ୍ଥାନ ବନେଇ ପାରିଛନ୍ତି । ତେବେ ଲୁମାରିନା ଏବେ ସିର୍ଦ୍ଧାନ୍ତ୍ ଟିଭି ରେ ପ୍ରସାରିତ ହେଉଥିବା ମଙ୍ଗୁଳା କନ୍ୟା ସିରିଏଲ ରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିବାର୍ ନଜର ରେ ଆସୁଛନ୍ତି ।

ତେବେ ଏହି ଧାରାବାହିକ ରେ ସବୁ ଦର୍ଶକ ମାନେ ତାଙ୍କୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଲୁମାରିନା ଓ ରାଜେଶ ପରସ୍ପର ଙ୍କୁ ବହୁତ ଭଲ ପାଇବା ର ମଧ୍ୟ ନଜର ରେ ଆସିଛନ୍ତି ଏ ଦୁହେଁ ରିୟଲ୍ ଲାଇଫ ରେ ବହୁତ ଭଲ ପାଇବା ର ସହ ରହୁଛନ୍ତି ଏହି ଦୁଇ ଜଣେ ଏକାଠି ରିଲ୍ସି ବନେଇବାର ମଧ୍ୟ୍ ନଜର ରେ ଆସିଛନ୍ତି ।

ତେବେ ଏହି ଦୁହେଁ ଲୁମାରିନା ଓ ରାଜେଶ ତାଙ୍କ ନିଜର ଜନ୍ମଦିନ କିପରି ଭାବରେ ପାଳନ କରିଛନ୍ତି ସେହି ସବୁ ଫୋଟୋ ମଧ୍ୟ ସେୟରେ କରିଛନ୍ତି ସୋସିଆଲ୍ ମିଡ଼ିଆ ରେ । ତେବେ ଦୁହେଁ ବହୁତ ଖୁସି ରେ ଅଛନ୍ତି ତାଙ୍କ ନିଜ ଭଲ ପାଇବା ରେ । ଦୁହେଁ ବହୁତ ଜାଗା ଏକାଠି ବୁଲାବୁଲି ମଧ୍ୟ କରୁଛନ୍ତି । ଯାହାକି ଏବେ ଖୁବ ଭାଇରାଲ ହେଉଛି ସୋସିଆଲ୍ ମିଡ଼ିଆ ରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *